ରାଜଧାନୀ ଦିଲ୍ଲୀରେ ୧୪ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ
by Argus News
Thu, Dec 12 | 5:24 p.m.

ଅର୍ଗସ ବ୍ୟୁରୋ: ଦିଲ୍ଲୀରେ ହାଡ଼ଭଙ୍ଗା ଶୀତ ଭାଙ୍ଗିଲା ରେକର୍ଡ । ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ୪.୯ ଡିଗ୍ରୀ ରେକର୍ଡ ହୋଇଛି । ଦିନକୁ ଦିନ ଖସୁଛି ପାରଦ । IMD ସୂଚନା ଅନୁସାରେ ରାଜଧାନୀ ଦିଲ୍ଲୀରେ ରେକର୍ଡ ଭାଙ୍ଗିଛି ଶୀତ। ଚଳିତବର୍ଷ ପ୍ରଥମଥର ଲାଗି ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୪.୯ ଡିଗ୍ରୀକୁ ଖସିଛି। ଆଗକୁ ଶୀତ ଲହରୀ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗତକାଲି ମଧ୍ୟ ସର୍ବନିମ୍ନ ତାପମାତ୍ରା ୪.୯ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା । ଜମ୍ମୁ କାଶ୍ମୀର, ହରିୟାଣା , ପଞ୍ଜାବ, ରାଜସ୍ଥାନ ସମେତ ପୁରା ଉତ୍ତର ଭାରତରେ ପ୍ରବଳ ପ୍ରବଳ ଶୀତ ଅନୁଭୂତ ହେଉଛି ।

ଏକ ଦେଶ ଏକ ନିର୍ବାଚନ
18m ago
ଏକ ଦେଶ ଏକ ନିର୍ବାଚନକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ
ଅର୍ଗସ ବ୍ୟୁରୋ: ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ସଂକଳ୍ପ ପୂରା କରିବାକୁ ମୋଦି ଦେଇଥିଲେ ଆହ୍ବାନ । ଗୋଟିଏ ସମୟରେ ସାରା ଦେଶରେ ନିର୍ବାଚନ ନେଇ ଏବେ ପୁଣି ଗୋଟିଏ ପାଦ ଆଗକୁ ବଢିଲ
ବିଜେପି ସରକାର
48m ago
ଓଡ଼ିଶାର ପ୍ରଥମ ବିଜେପି ସରକାରକୁ ୬ ମାସ ପୂର୍ତ୍ତି
ଅର୍ଗସ ବ୍ୟୁରୋ: ଜୁନ ୧୨ ତାରିଖରେ ପ୍ରଥମ ଥର ପାଇଁ ରାଜ୍ୟରେ ଦାୟିତ୍ବ ନେଇଥିଲା ବିଜେପି ସରକାର। ପ୍ରଥମ ଦିନରୁ ହିଁ ବଡ଼ ନିଷ୍ପତ୍ତି ନେଇ ଓଡ଼ିଶାବାସୀଙ୍କ ପ୍ରତି ନିଜ ପ୍ରତିବଦ୍ଧତାର ପରିଚ
ବିଜେଡି
55m ago
ଆଗାମୀ ୫୦ ବର୍ଷ ଯାଏଁ ଓଡିଶାରେ ଶାସନ କରିବ ବିଜେପି
ଅର୍ଗସ ବ୍ୟୁରୋ: ବିଜେଡିର ଇତିହାସ ଶେଷ ହୋଇଗଲାଣି । ବିଜେପି ସରକାର ଭଲ କାମ କରୁଛି । ଆଗାମୀ ୫୦ ବର୍ଷ ଯାଏଁ ଓଡିଶାରେ ଶାସନ କରିବ ବିଜେପି । ଚିନ୍ତା କରିବାର ଆବଶ୍ୟକତା ନାହିଁ । ଓଡିଶ
ମଲ୍ଟି କ୍ରୀଡ଼ା କମ୍ପ୍ଲ
ରାଜଧାନୀ ଉପକଣ୍ଠରେ ନିର୍ମାଣ ହେବ ମଲ୍ଟି କ୍ରୀଡ଼ା କମ୍ପ୍ଲେକ୍ସ
ଅର୍ଗସ ବ୍ୟୁରୋ: ରାଜଧାନୀ ଉପକଣ୍ଠରେ ନିର୍ମାଣ ହେବ ମଲ୍ଟି କ୍ରୀଡ଼ା କମ୍ପ୍ଲେକ୍ସ। 1 ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଏହି କ୍ରୀଡ଼ା ଭିତ୍ତିଭୂମି। ଏହାସହ ଆଗକୁ ପ୍ରତି ଜିଲ୍ଲାର
ବିରଜା ହାଟ
ସମାଧାନ ହେଲା ବିରଜା ହାଟ ସ୍ଥାନାନ୍ତରଣ ବିବାଦ
ଯାଜପୁର: ସମାଧାନ ହେଲା ବିରଜା ହାଟ ସ୍ଥାନାନ୍ତରଣ ବିବାଦ। ଫେରିଲା ପୁରୁଣା ସ୍ଥାନକୁ ବିରଜା ହାଟ। ମା ବିରଜାଙ୍କ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ସଠିକ ଭାବେ ହେବ। ଆସନ୍ତା ରବିବାରରୁ ପୁରୁଣ