ଚଳଚଞ୍ଚଳ ଶ୍ରୀକ୍ଷେତ୍ର...ଗହଗହ ନାଦରେ ଗଗନ ପବନ ହଉଛି ମୁଖରିତ
by Argus News
Sat, Jun 22 | 12:20 p.m.
  1. ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା...ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ଚତୁର୍ଦ୍ଧା ବିଗ୍ରହ...ଭାଇ ଭଉଣୀଙ୍କ ସହ 108 ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ଶ୍ରୀଜୀଉ 
  2. ଭୋର୍ ୫ଟାରୁ ଆରମ୍ଭ ହୋଇଥିଲା ଧାଡି ପହଣ୍ଡି..ପ୍ରଥମେ ବଡ ଭାଇ ବଳଭଦ୍ର, ପରେ କାଳିଆ ସାଆନ୍ତ ଓ ଶେଷରେ ଭଉଣୀ ଶୁଭଦ୍ରା ସ୍ନାନବେଦୀରେ ବିରାଜମାନ କରିଛନ୍ତି
  3. ଚଳଚଞ୍ଚଳ ଶ୍ରୀକ୍ଷେତ୍ର...ଗହଗହ ନାଦରେ ଗଗନ ପବନ ହଉଛି ମୁଖରିତ..ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ
  4. ସୁରୁଖୁରୁରେ ଚାଲିଛି ସ୍ନାନ ନୀତି...ପହଣ୍ଡି ବେଳେ ବିଶୃଙ୍ଖଳା ସୃଷ୍ଟି ହେବା ଭଳି ପରିସ୍ଥିତି ଚଳିତ ବର୍ଷ ନାହିଁ ..ଗଜାନନ ବେଶ ବେଳେ କିଭଳି ବିନା ବାଧାରେ ଦର୍ଶନ କରିବେ ଶ୍ରଦ୍ଧାଳୁ ସେନେଇ ନିଆଯାଇଛି ପଦକ୍ଷେପ 
  5. 4 ଜିଲ୍ଲାକୁ ଛୁଇଁଛି ମୌସୁମୀ...ଖୁବଶୀଘ୍ର ସାରା ରାଜ୍ୟରେ ପ୍ରବେଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ...ପ୍ରଚଣ୍ଡ ଖରା ଓ ଗୁଳିଗୁଳିରୁ ଆଶ୍ବସ୍ତି
  6. ରାୟଗଡ଼ା କାଶୀପୁରରେ ଡିପଥେରିଆ ପ୍ରକୋପରୁ ଏଯାଏ ମିଳିନି ନିସ୍ତାର...ସେପଟେ ଅନୁଗୁଳରେ ଚିନ୍ତା ବଢ଼ାଇଲାଣି ଜାପାନୀ ଏନସେଫାଲାଇଟିସ୍... ପୁଷ୍ଟିହୀନତା ଉଭୟ ରୋଗ ସଂକ୍ରମଣ ପଛର ମୁଖ୍ୟ କାରଣ
  7.  ଆସନ୍ତା 25ରୁ ହେବାକୁ ଥିବା CSIR-UGC-NET ପରୀକ୍ଷା ସ୍ଥଗିତ...ଅନିବାର୍ଯ୍ୟ କାରଣବଶତଃ ଏବଂ ଲଜିଷ୍ଟିକ୍‌ ଇସ୍ୟୁରୁ ପରୀକ୍ଷା ସ୍ଥଗିତ ରଖିଲା NTA...ଖୁବଶୀଘ୍ର ଘୋଷଣା ହେବ ସଂଶୋଧିତ ପରୀକ୍ଷା ତାରିଖ
  8. ପୃଥକ ପୃଥକ ସଡକ ଦୁର୍ଘଟଣା..କଟକରେ ଟ୍ରକକୁ ପିଟି ଦୁଇ ବାଇକ ଆରୋହୀ ମୃତ...ଖୋର୍ଦ୍ଧାରେ ଛିଡା ହୋଇଥିବା ଟ୍ରକକୁ ପିଟିଲା ଟ୍ରକ ଜଣେ ମୃତ
  9. ବାରିପଦା ବସଷ୍ଟାଣ୍ଡରେ ହୋଇଥିବା ଗଣ୍ଡଗୋଳ, ମାରପିଟ ଓ ହଣାକଟା ଘଟଣାରେ ବସ ଚଳାଚଳ ଠପ୍..ଯାତ୍ରୀ ଅନ୍ତସନ୍ତ
  10. ସୁପାରି ଦେଇ ଏସସିବି ମେଡିକାଲର  ଫାର୍ମାସିଷ୍ଟଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୬ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ

 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା