ସଫଳ ହେବାକୁ ଦେବନି ଏହି ତିନି ଭୁଲ
by Argus News
Tue, Apr 16 | 3:48 p.m.

ନୂଆଦିଲ୍ଲୀ: ସଫଳ ହେବାକୁ ଦେବନି ଏହି ତିନି ଭୁଲ୍‌। ଆଚାର୍ଯ୍ୟ ଚାଣକ୍ୟ  ମଣିଷଙ୍କର ଏପରି ଭୁଲକୁ ବର୍ଣ୍ଣନା କରିଛନ୍ତି ଯେଉଁ ଭୁଲ କି କେବେବି  ସଫଳ ହେବାକୁ ଦେବନି ବରଂ ବରବାଦ କରିଦେବ।  ଏହି ଭୁଲ ଗୁଡିକ ମଣିଷଙ୍କର ସଫଳତାରେ ବାଧା ସୃଷ୍ଟି କରିଥାନ୍ତି।  ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ  ଟଙ୍କା ସଞ୍ଚୟ କରିବା ଜୀବନରେ ବହୁତ  ଜରୁରୀ।  ସେଭିଙ୍ଗ ହୋଇଥିବା ଧନ  ବିପଦ ସମୟରେ କାମରେ ଲାଗିଥାଏ ।  ଚାଣକ୍ୟ କୁହନ୍ତି ଯେଉଁ ମଣିଷ ଟଙ୍କା ସଞ୍ଚୟ ନ କରେ ସେମାନେ ସବୁବେଳେ  ଆର୍ଥୀକ ସମସ୍ୟା ଦେଇ ଗତି କରିଥାନ୍ତି।  

ମଣିଷକୁ ସର୍ବଦା ପରିଶ୍ରମ ଓ ସଚ୍ଚୋଟତାର ସହିତ ଆଗକୁ ବଢିବା ଦରକାର।  ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ  ଯେଉଁ ବ୍ୟକ୍ତି ଭୁଲ ପନ୍ଥା ଆପୋଣାଇ  ଟଙ୍କା ଉପାର୍ଜନ କରିଥାନ୍ତି  ଏବଂ ଆଗକୁ ବଢିବାକୁ ଚେଷ୍ଟା କରିଥାନ୍ତି ସେମାନେ କେବେକି ସଫଳ ହୋଇପାରିନଥାନ୍ତି।  ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ  ଏକ ଲକ୍ଷ୍ୟ ରହିବା ଦରକାର ଆଉ ଏହି ଲକ୍ଷ୍ୟକୁ କାହା ଆଗରେ ପ୍ରକାଶ କରିବା ବଡ ଭୁଲ  । କାରଣ କିଛି ଲୋକ  ନିଜର ଲକ୍ଷ୍ୟ ବିଷୟରେ  ଅନ୍ୟମାନଙ୍କ ଆଗରେ  କହିଦେଇଥାନ୍ତି।  ଏପରି କରିବା ଦ୍ୱାରା ବ୍ୟକ୍ତିର କ୍ଷତି ହୋଇଥାଏ। ଚାଣକ୍ୟଙ୍କ କହିବାନୁସାରେ ନିଜର ଲକ୍ଷ୍ୟକୁ ଅନ୍ୟ ଆଗରେ କହିବା ଦ୍ୱାରା   ସେହି ଲକ୍ଷ୍ୟ ପୁରା ହେବାରେ ଚାନ୍ସ ବହୁତ କମ ହୋଇଯାଇଥାଏ। 
ଅଧିକ ପଢନ୍ତୁ ଭାରତ ଖବର 

AMIT SHAH
34m ago
ଢେଙ୍କାନାଳ ପରଜଙ୍ଗ ସଭାରେ ବର୍ଷିଲେ ଗୃହମନ୍ତ୍ରୀ ଅମିତ ଶାହ
ଅର୍ଗସ ବ୍ୟୁରୋ : ବିଜେଡି ସରକାରକୁ ଉପାଡ଼ି ଫୋପାଡ଼ି ଦିଅ । ଢେଙ୍କାନାଳ ପରଜଙ୍ଗ ସଭାରେ ବର୍ଷିଲେ ଗୃହମନ୍ତ୍ରୀ ଅମିତ ଶାହ । ଓଡ଼ିଶାକୁ କୌଣସି ତାମିଲ ବାବୁ ଶାସନ କରିପାରିବେନି କହିଛନ୍ତି ଶା
କାନ୍ସ ଫିଲ୍ମ
51m ago
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସାମିଲ ହେଲେ `ପଞ୍ଚାୟତ'ର ବିନୋଦ
ଅର୍ଗସ ବ୍ୟୁରୋ: ଓ୍ବେବସିରିଜ `ପଞ୍ଚାୟତ' ରେ ବିନୋଦ ଭୂମିକାରେ ନଜର ଆସିଥିବା ଅଭିନେତା ଅଶୋକ ପାଠକ ରାତାରାତି ଲୋକପ୍ରିୟ ହାସଲ କରିଥିଲେ। ଆଉ ତାଙ୍କ ନାଁ ସୋସିଆଲ ମିଡିଆରେ ଖୁବଶୀଘ୍
REFRIGERATION
ବିନା ଫ୍ରିଜରେ ଖାଦ୍ୟ ନଷ୍ଟ ହୋଇଯାଉଛି କି ? ଜାଣନ୍ତୁ କିପରି ରଖିବେ ଖାଦ୍ୟ...
ଅର୍ଗସ ବ୍ୟୁରୋ: ଖରା ଦିନେ ଖାଦ୍ୟ ଫ୍ରିଜରେ ନରଖିଲେ ନଷ୍ଟ ହୋଇଯାଉଛି ନା। ଯେଉଁ ମାତ୍ରାରେ ଖରା ହେଉଛି ଖାଦ୍ୟ ନଷ୍ଟ ହେବା ସୁନିଶ୍ଚିତ। ତେବେ ବିନା ଫ୍ରିରେ ଖାଦ୍ୟକୁ କିପରି ସତେଜ ରଖିବ