ଚାନ୍ଦବାଲିରେ ସର୍ବାଧିକ 158.6 ମିମି ବର୍ଷା ରେକର୍ଡ
by Argus News
Fri, Oct 25 | 11:29 a.m.

ଅର୍ଗସ ବ୍ୟୁରୋ : ଚାନ୍ଦବାଲିରେ ସର୍ବାଧିକ ବର୍ଷା ରେକର୍ଡ । ଗତ 24 ଘଣ୍ଟାରେ ଚାନ୍ଦବାଲିରେ ସର୍ବାଧିକ 158.6 ମିମି ବର୍ଷା ରେକର୍ଡ ହୋଇଛି । ରାଜକନିକାରେ 156.0 ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ମାର୍ଶାଘାଇରେ ରେକର୍ଡ ହୋଇଛି 110.0 ମିମି ବର୍ଷା ।

ଅଧିକ ପଢନ୍ତୁ : ବାତ୍ୟା ସମୀକ୍ଷା ; ସଫଳ ମୁକାବିଲା ପାଇଁ ସବୁ ବିଭାଗକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଓଉପଦାରେ 109.0 ମିମି ବର୍ଷା ରେକର୍ଡ କରାଯାଇଛି । ସେପଟେ ବର୍ଷା ପାଇଁ ୩ ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜକୁ ଅତି ପ୍ରବଳ ବର୍ଷା ନେଇ ଜାରି ହୋଇଛି ରେଡ୍‌ ଆଲର୍ଟ । 

LOSE WEIGHT
16m ago
ମାତ୍ର 10 ମିନିଟ୍ ଚାଲିବା ଦ୍ୱାରା ଓଜନ ହ୍ରାସ କରିପାରିବେ
ଅର୍ଗସ ବ୍ୟୁରୋ: ବର୍ତ୍ତମାନ ସମୟରେ ଫିଟ୍ ରହିବା ବଡ କଥା । ଯେଉଁମାନଙ୍କର ଫିଟନେସ୍ ପାଇଁ ସମୟ ନାହିଁ ସେମାନେ କେବଳ 10 ମିନିଟ୍ ଚାଲିବା ଦ୍ୱାରା ଅନେକ ଲାଭ ପାଇପାରିବେ । ହଁ, ଦୈନିକ 10-15
PATANJALI
27m ago
ଅଧିକ ବିକ୍ରି ହୋଇଛି ପତଞ୍ଜଳୀ ଖାଇବା ତେଲ
ଅର୍ଗସ ବ୍ୟୁରୋ: ପତଞ୍ଜଳୀ ପ୍ରଡକ୍ଟ ଘରେ ଘରେ ପରିଚିତ। ଏହା ସମସ୍ତଙ୍କର ଭାରି ପ୍ରିୟ। ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ପତଞ୍ଜଳୀ ପ୍ରଡକ୍ଟ। ପତଞ୍ଜଳୀ ଭିନ୍ନ ଭିନ୍
ଧାମରା
37m ago
ଧାମରା ନିକଟସ୍ଥ ସମୁଦ୍ର ମୁହାଣରେ ଅଟକିଲା ଦୁଇ ଟ୍ରଲର
ଅର୍ଗସ ବ୍ୟୁରୋ : ଧାମରା ନିକଟସ୍ଥ ସମୁଦ୍ର ମୁହାଣରେ ଅଟକିଲା ଦୁଇ ଟ୍ରଲର। ଗୋଟିଏ ଟ୍ରଲର ଆଉ ଏକ ଟ୍ରଲରକୁ ଦୌଡି ସାହାଯ୍ୟରେ ଟାଣୁଥିବାର ଚିତ୍ର କୈଦ ହୋଇଛି କ୍ୟାମେରା ଲ୍ୟାନ୍ସରେ। ଦୁଇଟ