ଇଡଲି,ସାମ୍ଵର,ନଡିଆ ଚଟଣି ମାତ୍ର ୧୦ ଟଙ୍କାରେ
by Argus News
Fri, May 10 | 12:09 p.m.

ଅର୍ଗସ ବ୍ୟୁରୋ: ସମସ୍ତେ ଚାହାଁନ୍ତି କମ୍ ଟଙ୍କାରେ କିଛି ଭଲ ଖାଇବାକୁ ମିଳୁ । ବାହାରେ ଖାଉଥିବା ଲୋକ ମାନେ ସବୁ ବେଳେ ଭଲଖାଇବା ଦରକାର। ତେବେ ଆସନ୍ତୁ ଜାଣିବା ସବୁଠାରୁ ସସ୍ତା ସାଉଥ ଇଣ୍ଡିଆନ ଖାଇବା କେଉଁଠି ମିଳୁଛି । 

ଆଜିକାଲିର ସମୟରେ ୧୦ ଟଙ୍କାରେ କିଛି ବି ହେଉନାହିଁ ଖାଇବା ତ ଦୂରର କଥା । କିନ୍ତୁ ଏମିତି ଏକ ଜଗା ଅଛି ଯେଉଁଠି ୧୦ ଟଙ୍କାରେ ବି ବହୁତ ଭଲ ଖାଇବା ମିଳୁଛି । 

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର

କିନ୍ତୁ ଏବେ୧୦ ଟଙ୍କାରେ ସକାଳର ଖାଇବା ମିଳୁଛି । ଖାଇବା ଦେଖିବାରେ ଯେମିତି ସ୍ଵାଦରେ ମଧ୍ୟ ସେମିତି। ସେଠାରେ ଇଡଲି,ସାମ୍ଵର,ନଡିଆ ଚଟଣି ମାତ୍ର ୧୦ ଟଙ୍କାରେ ମିଳୁଛି । ଏଠାରେ ଆପଣଙ୍କୁ ସାଉଥ ଇଣ୍ଡିଆନ ଖାଇବା ପୁରା ଘରୋଇ ଷ୍ଟାଇଲରେ ମିଳିଯିବ । କମ ଟଙ୍କାରେ ପୁରା ଗରମ ଗରମ ସାଉଥ ଇଣ୍ଡିଆନ ଖାଇବା ଏଠାରେ ମିଳିବ ।ଏହି ଜାଗାରେ ଆପଣଙ୍କୁ ମାତ୍ର ୫୦ ଟଙ୍କାରେ ଦୋସା ଖାଇବାକୁ ମିଳିଯିବ ।ଏହି ଦୋକାନଟି  ଆପଣଙ୍କୁ ମିଳିଯିବ ୟୁପିର ଲକ୍ଷ୍ନରେ ଇଂଜିନିୟରିଂ କଲେଜ ପାଖରେ । ଦୋକାନଟି ସକାଳେ ୫ଟାରୁ ୧୧ଟା ପର୍ଯ୍ୟନ୍ତ ଆଉ ଦ୍ଵିପହରେ ୨ଟା ରୁ ୧୧ଟା ପର୍ଯ୍ୟନ୍ତ ଖୋଲା ରହୁଛି  
 

ପୋଲିସ
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍