ଅଗ୍ନିପଥ ଯୋଜନାର ପ୍ରଶଂସା କଲେ ସ୍ଥଳ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ
by Argus News
Fri, Dec 08 | 8:02 a.m.

ଅର୍ଗସ ବ୍ୟୁରୋ:  କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାର ଭୁରି ଭୁରି ପ୍ରଶଂସା କଲେ ସ୍ଥଳ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ । ସେ କହିଛନ୍ତି ଅଗ୍ନିପଥ ଯୋଜନା ହେଉଛି ଏଭଳି ଏକ ଯୋଜନା ଯାହା ସେନାର ସବୁ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳ ଯୁକ୍ତ ଯୁବକମାନଙ୍କୁ ସାମିଲ ହେବା ପାଇଁ ସୁଯୋଗ ପ୍ରଦାନ କରିଛି । ପୁଣେର ମିଲିଟାରୀ ଇଞ୍ଜିନିୟରିଂ କଲେଜର ସମାବର୍ତ୍ତନ ସମାରୋହରେ ଯୋଗଦେବା ସହ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏହା କହିଛନ୍ତି ଜେନେରାଲ ମନୋଜ ପାଣ୍ଡେ । ଅଗ୍ନିବୀର ମାନଙ୍କୁ ପ୍ରଶିକ୍ଷଣ ଦେବାରେ ସେନା ଅଧୀକାରୀମାନଙ୍କ କାର୍ଯ୍ୟକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ।

ଅଧିକ ପଢ଼ନ୍ତୁ ଦେଶ ଖବର:

ଅବସର
now
ଅବସର ନେଇପାରନ୍ତି କୋହଲି, ଧୋନୀ!
ଅର୍ଗସ ବ୍ୟୁରୋ: ଗତ କାଲି ହେଉଛି ଧୋନୀ-କୋହଲିଙ୍କ ଆଇପିଏଲର ହାଇଭୋଲଟେଜ ମ୍ୟାଚ। ଫ୍ୟାନ ମାନେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ହେବାକୁ ଥିବା ମ୍ୟାଚ ପାଇଁ ଅନାଇ ବସିଛନ୍ତି। ଏହା ମଧ୍ୟର
GANJAM BJD
1m ago
ରକ୍ତ ରଂଜିତ ହେଲା ଗଂଜାମ ଜିଲ୍ଲା
ଅର୍ଗସ ବ୍ୟୁରୋ : ରକ୍ତରଂଜିତ ହେଲା ନିର୍ବାଚନୀ ରାଜନୀତି । ଗଡ଼ିଲା ରାଜନୈତିକ ଦଳର କର୍ମୀଙ୍କ ମୁଣ୍ଡ। ରକ୍ତରେ ଭିଜିଲା ଖଲ୍ଲିକୋଟ ମାଟି । ରାଜନୈତିକ ହତ୍ୟା ପରେ ରଣକ୍ଷେତ୍ର ପାଲଟିଛ
ସାଥି ହୋଇ
4m ago
ସାଥି ହୋଇ ଖେଳୁଥିବାବେଳେ ପଡ଼ିଲା ବଜ୍ରପାତ
ଅର୍ଗସ ବ୍ୟୁରୋ: ବଜ୍ରପାତରେ ଜଣେ ଶିଶୁ କନ୍ୟାଙ୍କ ଜୀବନ ଯାଇଛି। ଆଜି ସନ୍ଧ୍ୟା ସମୟରେ ବଜ୍ରପାତ ହେବାରୁ ଶିଶୁକନ୍ୟାର ମୃତ୍ୟୁ ହୋଇଥିଲା। ମୃତ ଶିଶୁକନ୍ୟା ଜଣକ ହେଲେ ବାଙ୍ଗିରିପୋଷି ଥାନା ଅଧୀ