ପୁଅର ଚେହେରା ସ୍ବାମୀ ସହ ମିଶୁଥିଲା ବୋଲି ପୁଅକୁ ମାରିଦେଲା ମା'
by Argus News
Thu, Jan 11 | 9:36 p.m.

ଅର୍ଗସ ବ୍ୟୁରୋ : ପୁଅର ଚେହେରା ସ୍ବାମୀ ସହ ମିଶୁଥିଲା ବୋଲି ପୁଅକୁ ମାରିଦେଲା ମାଆ । ପୁଅ ସ୍ବାମୀ ଭଳି ଦେଖାଯାଉଥିବାରୁ ନିଜ ଜନ୍ମ କଲା ପୁଅକୁ ହତ୍ୟା କଲେ ସୂଚନା ସେଠ । ବହୁ ଚର୍ଚ୍ଚିତ ଗୋଆ ହତ୍ୟାକାଣ୍ଡର କାରଣ ସାମ୍ନାକୁ ଆସିଛି । ଆଉ କାରଣ ଶୁଣିବାପରେ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି ସମସ୍ତେ । ବେଙ୍ଗାଳୁରୁର ଏକ AI କମ୍ପାନୀର CEO ସୂଚନା ସେଠ ନିଜେ ତାଙ୍କ ପୁଅର ହତ୍ୟା କରିଥିବା ସ୍ବୀକାର କରିଛନ୍ତି । 

ଅଧିକ ପଢନ୍ତୁ ଭାରତ ଖବର

ଗୋଆର ଏକ ଆପର୍ଟମେଣ୍ଟରେ ତାଙ୍କ ପୁଅକୁ ହତ୍ୟା କରିଥିଲେ ସୂଚନା । ସ୍ବାମୀ ଭେଙ୍କଟରମନଙ୍କୁ ସେ ଘୃଣା କରୁଥିଲେ । ପୋଲିସର ସୂଚନା ଅନୁସାରେ, ସୂଚନା ତାଙ୍କ ପୁଅକୁ ଦେଖିଲେ ସ୍ବାମୀଙ୍କ କଥା ମନେ ପଡ଼ୁଥିଲା । ଭାଙ୍ଗି ଯାଇଥିବା ସମ୍ପର୍କ ମନକୁ ବରମ୍ବାର ଆଘାତ ଦେଉଥିଲା ସେହିପରି ପ୍ରତି ରବିବାର ବାପା-ପୁଅର ଭେଟଘାଟକୁ କୋର୍ଟ ଅନୁମତି ମିଳିସାରିଥିଲା ଯାହା ଚାହୁଁନଥିଲେ ସୂଚନା । କର୍ଣ୍ଣାଟକରୁ ଗିରଫ ହେବା ପରେ ସୂଚନା ନିଜ ପୁଅକୁ ହତ୍ୟା କରିନଥିବା କହୁଥିଲା । ହେଲେ ପୋଲିସର ଜେରା ପରେ ସବୁ ସତ ଓଗାଳିଥିଲା ସୂଚନା ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ