ଭାରତରେ କୋଇଲା ଉତ୍ପାଦନରେ ୭.୨ପ୍ରତିଶତକୁ ବୃଦ୍ଧି ଘଟିଛି
by Argus News
Mon, Dec 02 | 4:51 p.m.

ଅର୍ଗସ ବ୍ୟୁରୋ: ଭାରତର କୋଇଲା ଉତ୍ପାଦନରେ ରେକର୍ଡ  ବୃଦ୍ଧି । ଭାରତରେ କୋଇଲା ଉତ୍ପାଦନରେ ୭.୨ପ୍ରତିଶତକୁ ବୃଦ୍ଧି ଘଟିଛି । ଏହି ବୃଦ୍ଧି ଭାରତର ଶକ୍ତି ଚାହିଦା ପୂରଣ କରିବା ଏବଂ ଅର୍ଥନୈତିକ ବୃଦ୍ଧି ସମର୍ଥନ କରିବାରେ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଛି।ରିପୋର୍ଟ ଅନୁଯାୟୀ, ଭାରତର କୋଇଲା ଉତ୍ପାଦନ କ୍ଷମତା ଦିନକୁ ଦିନ ବୃଦ୍ଧି ପାଉଛି।

 

ବିରଜା ହାଟ
39m ago
ବବିଙ୍କ ପରିବାରର ଅହଂକାର ଯୋଗୁଁ ବଳି ପଡ଼ିଲେ ବ୍ୟବସାୟୀ
ଅର୍ଗସ ବ୍ୟୁରୋ: ଉନବିଂଶ ଶତାବ୍ଦୀରୁ ମା ବିରଜାଙ୍କ ମନ୍ଦିର ନିକଟରେ ବସି ଆସୁଥିଲା ବିରଜା ହାଟ। ଶହ ଶହ ଚାଷୀ ଓ ବ୍ୟବସାୟୀଙ୍କର ପରିବାର ପୋଷଣର ଏହା ଥିଲା ମାଧ୍ୟମ କିନ୍ତୁ ଯାଜପୁରର ଗୋଟି
ଓଡ଼ିଶାରୁ ହେଲା
45m ago
ଓଡ଼ିଶାରୁ ହେଲା ଦେଶ ସୁରକ୍ଷାର ରୋଡମ୍ୟାପ୍ ପ୍ରସ୍ତୁତି
ଅର୍ଗସ ବ୍ୟୁରୋ: ସ୍ମାର୍ଟ ହୁଅ । ଟେକନୋଲୋଜି ବ୍ୟବହାରରେ ପାରଙ୍ଗମ ହୁଅ। ତିନିଦିନିଆ ଡିଜି ସମ୍ମିଳନୀରେ ସବୁ ରାଜ୍ୟର ଶୀର୍ଷ ପୋଲିସ ପଦାଧୀକାରୀଙ୍କୁ କିଛି ଏଭଳି ଟିପ୍ସ ଦେଇଛନ୍ତ
ଆଳୁ ଝଡ଼
47m ago
କଳାବଜାର ଆଶଙ୍କାରେ ଯୋଗାଣ ବିଭାଗର ଚଢାଉ
ଅର୍ଗସ ବ୍ୟୁରୋ: ଆଳୁକୁ ନେଇ ଅଗଷ୍ଟରେ ଅମାନିଆ ହୋଇଥିଲେ ଦିଦି । ଏବେ ପୁଣି ଆଳୁ ଗାଡି ନ ଛାଡିବାକୁ ଜିଦ । ବଙ୍ଗରେ ପଛେ ବ୍ୟବସାୟୀ କ୍ଷତି ସହନ୍ତୁ ହେଲେ ଓଡିଶାକୁ କିନ୍ତୁ ଆସିବନ
ପୁଷ୍ପା-୨’ ରିଲିଜ
57m ago
ପୁଷ୍ପା-୨’ ରିଲିଜ ପୂର୍ବରୁ ଓପ୍‌ନିଙ୍ଗ ଡେ’ରେ ରୋଜଗାର କଲା ୩୦ କୋଟି
ଅର୍ଗସ ବ୍ୟୁରୋ: ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଯୋଡ଼ି ପୁଣିଥରେ ଧମାଲ କରିବାକୁ ଯାଉଛି। ପୁଷ୍ପା-୨ ରିଲିଜ ହେବାକୁ ସଂପୂର୍ଣ୍ଣ ପ୍ରସ୍ତୁତି ସରିଛି । ଏହି ଫିଲ୍ମ ୫ ଡିସେମ୍ବରର
ଦେବ ଦୀପାବଳି
57m ago
ଦେବ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଭୁବନେଶ୍ୱର ରାମ ମନ୍ଦିରରେ ଦେବ ଦୀପାବଳି ପାଳନ । ଦେବ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରତିବର୍ଷ ମାର୍ଗଶିର ମାସ ଶୁକ୍ଳ ପ୍ରତିପଦ ତିଥିରେ ପାଳନ ହୁଏ ଦେ