ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ କଲେଜ ଛାତ୍ର ନିଖୋଜ
by Argus News
Mon, Sep 23 | 11:28 a.m.

କଟକ: ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ କଲେଜ ଛାତ୍ର ନିଖୋଜ ଅଭିଯୋଗ। ଚୌଦ୍ବାର ୧୨ ନଂ ୱାର୍ଡର ପ୍ରଦୀପ କୁମାର ଦାସ ସାଇକେଲ ରଖି ନଦୀକୁ ଡେଇଁଛନ୍ତି ।  ଗତକାଲି ରାତିରୁ ସେ ଘରୁ କେଉଁ ଆଡ଼େ ଚାଲିଯାଇଥିଲେ l ଜଗତପୁର ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ଖୋଜାଖୋଜି ଆରମ୍ଭ କରିଛି l ପ୍ରଦୀପ ଚୌଦ୍ବାର କଲେଜର +3 ବାଣିଜ୍ୟ ଛାତ୍ର ।
 

କ୍ୟାଲସିୟମ
10m ago
କ୍ୟାଲସିୟମ ଅଭାବକୁ ଦୂର କରିବ ଏହିସବୁ ଜିନିଷ
ଅର୍ଗସ ବ୍ୟୁରୋ: ଆମ ହାଡ ଏବଂ ଗଣ୍ଠିକୁ ଦୃଢ ଏବଂ ସୁସ୍ଥ ରଖିବା ପାଇଁ କ୍ୟାଲସିୟମର ଆବଶ୍ୟକତା ଥାଏ । ଏହାର ଅଭାବ ହେତୁ ଶରୀରରେ କେଉଁ ସମସ୍ୟା ଘଟେ ଏବଂ ଏହାର ଅଭାବକୁ ଦୂର କରିବା ପାଇ
‘ଲାପତା ଲେଡିଜ୍’
23m ago
‘ଲାପତା ଲେଡିଜ୍’ ଓସ୍କାର ପାଇଁ ଭାରତର ଅଫିସିଆଲ ଏଣ୍ଟ୍ରି
ଅର୍ଗସ ବ୍ୟୁରୋ: କିରଣ ରାଓଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ 'ଲାପତା ଲେଡିଜ୍' ବକ୍ସ ଅଫିସରେ ଚହଳ ସୃଷ୍ଟି କରିଥିଲା। ସମୀକ୍ଷକମାନେ ବି ଏହାକୁ ପ୍ରସଂଶା କରିଥିଲେ। ଏବେ ଆଉ ଏ
ରାଇରଙ୍ଗପୁର
27m ago
ରାଇରଙ୍ଗପୁର ବନ ବିଭାଗ ଉଦ୍ଧାର କଲା ରଣା ସାପ
ଅର୍ଗସ ବ୍ୟୁରୋ: ରାଇରଙ୍ଗପୁର ବନ ବିଭାଗ ଦ୍ୱାରା ରଣା ସାପ ଉଦ୍ଧାର ହୋଇଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନାଞ୍ଚଳ ଅଧୀନରେ ଥିବା ଚମ୍ପାବୁଦା ବିଲ ଭିତରେ ମହିଳା ମାନେ ଘାସ ବାଛୁଥିବା ସମୟର