କଂଗ୍ରେସ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରି ନାଟକ କରୁଛି: ଧର୍ମେନ୍ଦ୍ର ପ୍ରଧାନ 
by Argus News
Sun, Jan 14 | 1:19 p.m.

ଭୁବନେଶ୍ୱର/ନୂଆଦିଲ୍ଲୀ : ଆଜିଠୁ କଂଗ୍ରେସ କରୁଛି ଭାରତ ଯୋଡ଼ ନ୍ୟାୟ ଯାତ୍ରା । ତେବେ ଏ ଯାତ୍ରାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ଟୁକଡେ ଟୁକଡେ ଗ୍ୟାଙ୍ଗ ଦେଶକୁ ଯୋଡ଼ିବାର  ନାଟକ କରୁଛି । ଦେଶ ଆଜି ରାମମୟ ହୋଇଛି । ଭାରତରେ ରାମଙ୍କ ବିଚାରଧାରା ଚାଲିଛି ।

ଦେଶରେ ଏକ ନୂଆ ଜାଗରଣ ସୃଷ୍ଟି ହୋଇଛି । କିଛି ଲୋକ ଏ ପ୍ରଗତିକୁ ସହିପାରୁନାହାନ୍ତି । ଯାହାକୁ ନେଇ ନକାରାତ୍ମକ ରାଜନୀତି କରୁଛନ୍ତି । ଦେଶବାସୀ ୨ଟି ନିର୍ବାଚନରେ ଏହାର ଉତ୍ତର ଦେଇସାରିଛନ୍ତି । ଆଗାମୀ ନିର୍ବାଚନରେ ବି ଏହାର ଉତ୍ତର ଦେବେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଅଧିକ ପଢନ୍ତୁ  ଭାରତ ଖବର 

ଶିକ୍ଷକ ମୃତ
ନିର୍ବାଚନ ଡ୍ୟୁଟି ସାରି ଏଭିଏମ ମେସିନ ହସ୍ତାନ୍ତର ବେଳେ ଶିକ୍ଷକ ମୃତ
କଳାହାଣ୍ଡି: ଗତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଥିଲା । ଏଥିରେ ଭୋଟ ପାଇଁ ବିଭିନ୍ନ ବିଭାଗର ଅଧିକାରୀ କର୍ମଚାରୀ ତଥା ଶିକ୍ଷକ ମାନେ ନିୟୋଜିତ ଥିଲେ । ଏହି ପରିପ୍ରେକ୍ଷୀରେ ଜୁନାଗଡ଼ ବ୍ଲ
BJD LEADER ISSUE
ମିଛ ପାହାଡ଼ରେ ବସିଛନ୍ତି ପାଣ୍ଡିଆନ
ଅର୍ଗସ ବ୍ୟୁରୋ: ମିଛ ସୌଦାଗର ପାଣ୍ଡିଆନ । କେମିତି କେନ୍ଦ୍ର ସରକାରଙ୍କ ବିରୋଧରେ ଡାହା ମିଛ କହି ଦୋଷଦେବେ ସେହି କଥା ସେ ଚିନ୍ତା କରନ୍ତି । କାରଣ ପ୍ରସାଦ ଯୋଜନାରେ କେନ୍ଦ୍ର ସରକାର ରାଜ୍
PRESSMEET
ନ୍ୟୁ ମ୍ୟାରିଅନରେ ପ୍ରେସମିଟ୍‌ : ରାଜନୀତିରେ ଲାଗିଲା ନିଆଁ
ଅର୍ଗସ ବ୍ୟୁରୋ: ବିଜେଡିକୁ ଅଣନିଶ୍ଵାସୀ କରିଦେଲା ଗତକାଲି ବିଜେପିର ପ୍ରେସମିଟ । ତଥ୍ୟ ଭିତ୍ତିକ, ପୂରା ଯୁକ୍ତିଯୁକ୍ତ ପ୍ରଶ୍ନରେ ଉତ୍ତର ନଦେଇ ରାଗରେ ରକ୍ତଚାଉଳ ଚୋବାଇଲେ ବିଜେଡି ନେତା