ରାସ୍ତା ଉପରେ ବୁଲୁଛି କୁମ୍ଭୀର, ଭାଇରାଲ ହେଲା ଭିଡିଓ
by Argus News
Mon, Jul 01 | 1:59 p.m.

ଅର୍ଗସ ବ୍ୟୁରୋ : ରାସ୍ତା ଉପରେ ବୁଲୁଛି କୁମ୍ଭୀର । ଯାହାକୁ ଦେଖିବା ପରେ ସ୍ଥାନିୟା ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଛି । ରାସ୍ତାରେ ଅନେକ ସମୟରେ ଭାଲୁ କିମ୍ବା ବାଘ ବୁଲୁଥିବାର ଦେଖିବାକୁ ମିଳିଥାଏ । ହେଲେ ପ୍ରବଳ ବର୍ଷା ସମୟରେ ଏକ ବିରାଟ ବଡ କୁମ୍ବୀର ରାସ୍ତାରେ ବୁଲୁଥିବାର ଭିଡିଓ ଭାଇରାଲ ହେଉଛି । ଯାହାକୁ ଦେଖି ରାସ୍ତାରେ ଯାଉଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । 

ତେବେ ଭିଡିଓଟି ହେଉଛି ମହାରାଷ୍ଟ୍ରର ଏକ ରାଜରାସ୍ତାର । ପାଖ ନଦୀରୁ ଏହି କୁମ୍ଭୀରଟି ରାଜରାସ୍ତାକୁ ଉଠିଆସିଛି । ପାଖାପାଖି ୮ ଫୁଟ ଲମ୍ବର ଏହି ବିଶାଳ କୁମ୍ଭୀର । ଏହାକୁ ଦେଖିବା ପରେ ପ୍ରାୟ ସମସ୍ତେ ନିଜ ଗାଡି ବନ୍ଦ ରଖି ତାର ଭିଡିଓ କରିବାକୁ ଲାଗିଥିଲେ । ପରେ ପରେ ସେ କୁମ୍ଭୀରଟି ଆଗକୁ ଆଗକୁ ଯାଉଥିବା ବେଳେ ଗୋଟେ ଅଟୋ ଲାଇଟ ଲଗାଇ ତାର ପିଛା କରୁଥିବା ଦେଖିବାକୁ ମିଳିଛି । ତେବେ ପ୍ରବଳ ବର୍ଷା ଯୋଗୁଁ କୁମ୍ଭୀରଟି ନଦୀରୁ ବାହାରି ଆଶିଥିବା ଦେଖିବାକୁ ମିଳିଛି । ଭିଡିଓଟି ମହାରାଷ୍ଟ୍ରର ରତ୍ନଗିରିର ବୋଲି କୁହାଯାଉଛି । 

 

ସୁଭଦ୍ରା ଯୋଜନା
ସୁଭଦ୍ରା ଯୋଜନାକୁ ନେଇ ସ୍ପଷ୍ଟ ମତ ରଖିଲେ ଉପ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : "ମୁଁ ପୂର୍ବରୁ କହିଥିଲି 100 ଦିନ ମଧ୍ୟରେ ସୁଭଦ୍ରା ଯୋଜନା ଉପରେ ନିଷ୍ପତ୍ତି ନିଆଯିବ ବୋଲି । ସେପ୍ଟେମ୍ବର 17 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶ
SENSEX
ପ୍ରଥମଥର ପାଇଁ ୮୦ ହଜାର ଅତିକ୍ରମ କଲା ସେୟାର ବଜାର
ଅର୍ଗସ ବ୍ୟୁରୋ: ବିଶ୍ୱସ୍ତରୀୟ ସମର୍ଥନ ମଧ୍ୟରେ ଘରୋଇ ଷ୍ଟକ୍ ବଜାର ବୁଧବାର ଏକ ନୂତନ ଇତିହାସ ସୃଷ୍ଟି କରିଛି | ଆଜି, ବେପାର ଆରମ୍ଭ ହେବା ମାତ୍ରେ ହିଁ ସେନ୍ସେକ୍ସ 570 ରୁ ଅଧି
ରତ୍ନଭଣ୍ଡାର
ରତ୍ନଭଣ୍ଡାର ଖୋଲିବା ନେଇ ସ୍ପଷ୍ଟ କଲେ ଆଇନମନ୍ତ୍ରୀ
ଅଧିକ ପଢନ୍ତୁ : ରତ୍ନ ଭଣ୍ଡାର ଖୋଲିବା ନିଶ୍ଚିତ । ନିଷ୍ପତ୍ତି ସରିଛି । ଖୁବଶୀଘ୍ର ଏ ନେଇ ମୋଡ଼ାଲିଟ ପ୍ରସ୍ତୁତ ହେବ । ବୈଠକ ପରେ ତାରିଖ ମଧ୍ୟ ସରକାର ଘୋଷଣା କରିବେ ଏବଂ ବିଧିବଦ୍