ବାତ୍ୟା ଦାନା ପ୍ରଭାବରେ ବୁଡିଗଲା ସାତଭାୟା ଥଇଥାନ ସ୍ଥଳୀ ବଗପାଟିଆ
by Argus News
Fri, Oct 25 | 7:20 a.m.

ଅର୍ଗସ ବ୍ୟୁରୋ: ଭୀଷଣ ବାତ୍ୟାର ରୂପ ନେଇ ମଧ୍ୟରାତ୍ରରେ ସ୍ଥଳଭାଗ ଛୁଇଁଲା ବାତ୍ୟା ଦାନା । ହବାଳିଖଟିରେ ଲ୍ୟାଣ୍ଡଫଲ ବେଳେ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସହ ଲୋକଙ୍କ ମନରେ ଛନକା ଭରିଲା ପବନର ବେଗ । 100 ରୁ 110 କିମି ବେଗରେ ବହିଲା ପବନ । ପ୍ରାୟ 6 ଘଣ୍ଟା ଧରି ଚାଲିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ବାତ୍ୟା ଦାନା ପ୍ରଭାବରେ ବୁଡିଗଲା ସାତଭାୟା ଥଇଥାନ ସ୍ଥଳୀ ବଗପାଟିଆ । ପାଣି ଘେରରେ ୫୭୧ ପରିବାର । 
 

 

ଦାନା ପ୍ରଭାବ
19m ago
ଦାନା ପ୍ରଭାବ ; ରାତିରେ ଶୋଇଥିବା ବେଳେ ପଡିଲା ଗଛ, ୧ଗୁରୁତର ଆହତ
ବାଲେଶ୍ବର : ବାତ୍ୟା ଦାନା ପ୍ରଭାବରେ ପ୍ରବଳ ପବନ ଯୋଗୁଁ ଘର ଉପରେ ଭାଙ୍ଗି ପଡ଼ିଲା ଗଛ,ଜଣେ ଗୁରୁତର ଆହତ । ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି, ବାଲିଆପାଳ ବ୍ଲକ ଚୈ।ମୁ
MISSING
ସୁବର୍ଣ୍ଣରେଖାରେ ବୁଡ଼ି ଯୁବକ ନିଖୋଜ
ଅର୍ଗସ ବ୍ୟୁରୋ: ସୁବର୍ଣ୍ଣରେଖାରେ ବୁଡ଼ି ଯୁବକ ନିଖୋଜ । ସୁବର୍ଣ୍ଣରେଖାରେ ଗାଧୋଇବାକୁ ଯାଇ ଜଣେ ନିଖୋଜ ହୋଇଥିବା ସୂଚନା ରହିଛି । ଜଳେଶ୍ବର ବ୍ଲକ ଗଡ଼ସାହି ବାଲିଆପାଳ ଗାଁର ଯୁବକ ନିଖୋ
CYCLONE DANA
speed 10; ସ୍କ୍ରୋଲ୍ କରନ୍ତୁ... ଖବର ପଢନ୍ତୁ...
କେନ୍ଦ୍ରାପଡାର ହବାଳିଖଟି ନେଚର କ୍ୟାମ୍ପ ନିକଟରେ ସ୍ଥଳଭାଗ ଛୁଇଁଲା ଭୀଷଣ ବାତ୍ୟା ଦାନା .... ପ୍ରବଳ ବର୍ଷା ସହ ଜୋରରେ ବହିଲା ପବନ ଲ୍ୟାଣ୍ଡଫଲ୍ ପରେ କେନ୍ଦ୍ରାପଡ଼ା, ଭଦ୍ରକ