ଲଗାଣ ବର୍ଷା ସହ ଜାରି ରହିଛି ତୁହାକୁ ତୁହା ପବନ ବହୁଛି
by Argus News
Fri, Oct 25 | 7:15 a.m.

ଅର୍ଗସ ବ୍ୟୁରୋ: ଦାନା ପ୍ରଭାବରେ ଲଗାଣ ବର୍ଷା ସହ ଜାରି ରହିଛି ତୁହାକୁ ତୁହା ପବନ ବୋହୁଛି । ଅତି ପ୍ରବଳ ବର୍ଷା ନେଇ ଆଜି ପାଇଁ 9 ଜିଲ୍ଲାକୁ ଜାରି ହୋଇଛି ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଢ଼େଙ୍କାନାଳ, ଅନୁଗୁଳ, ଯାଜପୁରକୁ ରେଡ ଆଲର୍ଟ ଜାରି ହୋଇଛି । 6 ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ଭୀଷଣ ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପରେ ଉତ୍ତର  ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ୧୨ କିମି  ବେଗରେ ବାତ୍ୟା ଟି ଗତି କରିବା ସହ ଧାମରା ଠାରୁ ଉତ୍ତରରେ  ୧୫ କିମି ଓ ହାବେଳୀଖଟି ଠାରୁ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ରହିଛି । 

ଲ୍ୟାଣ୍ଡଫଲ୍ ସମୟରେ କିଛି ସ୍ଥାନରେ  ବର୍ଷା  ହୋଇଥିବା ବେଳେ ବାଲେଶ୍ୱରରେ ୪୨.୮, ଚାନ୍ଦବାଲିରେ ୧୩୧.୬ ଓ ପାରାଦୀପ ରେ  ୫୮.୩, ଭୁବନେଶ୍ୱର ୧୯.୪ ଓ  ପୁରୀରେ  ୧୮.୪ ମିମି  ବର୍ଷା  ରେକର୍ଡ କରାଯାଇଛି । 

 

ଭୀଷଣ ବାତ୍ୟା
5m ago
"ଭୀଷଣ ବାତ୍ୟା" ରୁ "ବାତ୍ୟା"ରେ ପରିଣତ ହେଲା ଦାନା
ଅର୍ଗସ ବ୍ୟୁରୋ : ଦୁର୍ବଳ ହେଲା ଭୀଷଣ ବାତ୍ୟା ଦାନା।ଦୁର୍ବଳ ହୋଇ ଏକ ବାତ୍ୟାରେ ପରିଣତ ହେଲା।ଆସନ୍ତା ୬ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ ବାତ୍ୟା।ଗତ ରାତିର
ଦାନା ପ୍ରଭାବ
29m ago
ଦାନା ପ୍ରଭାବ ; ରାତିରେ ଶୋଇଥିବା ବେଳେ ପଡିଲା ଗଛ, ୧ଗୁରୁତର ଆହତ
ବାଲେଶ୍ବର : ବାତ୍ୟା ଦାନା ପ୍ରଭାବରେ ପ୍ରବଳ ପବନ ଯୋଗୁଁ ଘର ଉପରେ ଭାଙ୍ଗି ପଡ଼ିଲା ଗଛ,ଜଣେ ଗୁରୁତର ଆହତ । ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି, ବାଲିଆପାଳ ବ୍ଲକ ଚୈ।ମୁ
MISSING
ସୁବର୍ଣ୍ଣରେଖାରେ ବୁଡ଼ି ଯୁବକ ନିଖୋଜ
ଅର୍ଗସ ବ୍ୟୁରୋ: ସୁବର୍ଣ୍ଣରେଖାରେ ବୁଡ଼ି ଯୁବକ ନିଖୋଜ । ସୁବର୍ଣ୍ଣରେଖାରେ ଗାଧୋଇବାକୁ ଯାଇ ଜଣେ ନିଖୋଜ ହୋଇଥିବା ସୂଚନା ରହିଛି । ଜଳେଶ୍ବର ବ୍ଲକ ଗଡ଼ସାହି ବାଲିଆପାଳ ଗାଁର ଯୁବକ ନିଖୋ