ଆଗାମୀ 3 ଦିନରେ ଆହୁରି 2 ରୁ 3 ଡିଗ୍ରୀ ବଢିବ ଦିନ ତାପମାତ୍ରା
by Argus News
Fri, Apr 26 | 1:46 p.m.

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗର ଆଲର୍ଟ । 30 ଯାଏଁ ତାତିରୁ ନାହିଁ ତ୍ରାହି । ଏପ୍ରିଲ 30 ତାରିଖ ଯାଏଁ ରାଜ୍ୟରେ ହେବ ଟାଣ ଖରା । ହିଟ୍ ୱେଭ୍ ନେଇ ଆଲର୍ଟ ଜାରି ହୋଇଛି । ଆଗାମୀ ୩ ଦିନରେ ଆହୁରି ୨ ରୁ ୩ ଡ଼ିଗ୍ରୀ ଯାଏଁ ବଢିବ ଦିନ ତାପମାତ୍ରା । ଆଜି ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ରେକର୍ଡ ହୋଇଛି । ଦୁଇ ଦିନ ସିଭିୟର ହିଟୱେଭ୍ ନେଇ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର । 


 

ଝାରସୁଗୁଡା: ୪୦.୪ 
ସମ୍ବଲପୁର: ୪୦
କେନ୍ଦୁଝର: ୪୦ 
ଚାନ୍ଦବାଲି: ୩୯.୬ 
ଭୁବନେଶ୍ୱର: ୩୯.୨
ହୀରାକୁଦ: ୩୯.୨
ବାଲେଶ୍ୱର: ୩୯
ରାଉରକେଲା: ୩୮.୮ 
ପୁରୀ: ୩୪.୨
ପାରାଦୀପ: ୩୩.୪ 
ଗୋପାଳପୁର: ୩୩.୪

ରଣ ହୁଙ୍କାର
now
ବିଜେଡି ଗଡରେ ମୋଦି ଦେବେ ରଣ ହୁଙ୍କାର
ଭୁବନେଶ୍ୱର: ବିଜେପି ଫୋକସରେ ଓଡ଼ିଶା .. ପୁରୀରେ ମୋଦି କରିବେ ରୋଡ ସୋ'.. ବଡ ଦାଣ୍ଡରେ ରଣହୁଙ୍କାର ଦେବେ ପିଏମ ମୋଦି । ମୋଦିଙ୍କ ଘନ ଘନ ଓଡ଼ିଶା ଗସ୍ତ ନବୀନଙ୍
ଛୋଟ ଛୋଟ କଥାରେ
4m ago
ଛୋଟ ଛୋଟ କଥାରେ ଯଦି ଆପଣ ରାଗିଯାଉଛନ୍ତି......ଏହି ଉପାୟ ଆପଣାନ୍ତୁ
ଅର୍ଗସ ବ୍ୟୁରୋ: ଯଦି ତୁମେ ଭାବୁଛ ଯେ ତୁମେ ଯାହା କହୁଛ ସବୁ ଠିକ୍, ତେବେ ପ୍ରଥମେ ଏହି ଚିନ୍ତାଧାରାକୁ ପରିବର୍ତ୍ତନ କର କାରଣ ତୁମେ ଯାହା ଦୃଷ୍ଟିକୋଣରୁ ଠିକ୍ ଭାବରେ ବିଚାର କରୁଛ, ତାହା ଅନ୍
DELHI COURT REMANDS
10m ago
ସ୍ୱାତୀ ମାଲିୱାଲଙ୍କୁ ମାରପିଟ୍ କରିଥିବା ନେଇ ହୋଇଥିଲା ଅଭିଯୋଗ
ଅର୍ଗସ ବ୍ୟୁରୋ : ୫ ଦିନିଆ ରିମାଣ୍ଡରେ ଗଲେ ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ବିଭବ କୁମାର । ସ୍ୱାତୀ ମାଲିୱାଲଙ୍କ ଉପରେ ଆକ୍ରମଣ ମାମଲାରେ କୁମାରଙ୍କୁ ୫ ଦିନିଆ ରିମାଣ୍ଡ ପାଇଁ ଦିଲ୍ଲୀର ଏ