ଅର୍ଗସ ବ୍ୟୁରୋ: ଜମ୍ମୁ-କଶ୍ମୀରର ସୀମାନ୍ତ ଉରୀରେ ଯବାନ ପାଳିଲେ ଦୀପାବଳି । ବାରମୁଲାର ସ୍ଥାନୀୟ ଲୋକଙ୍କ ସହ ଦୀପ ଜଳାଇଲେ ଓ ବାଣ ଫୁଟାଇଲେ । ସାରା ଦେଶକୁ ଦେଲେ ଏକତା ଓ ଆନନ୍ଦର ବାର୍ତ୍ତା