ମହିଳା ପ୍ରିମିୟର ଲିଗ୍ ଟାଇଟଲ୍ ଜିତିଲା RCB
by Argus News
Mon, Mar 18 | 8:29 a.m.

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ବାଙ୍ଗାଲୋର ରାଜ୍ । ମହିଳା ପ୍ରିମିୟର ଲିଗ୍ ଟାଇଟଲ୍ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଦ୍ବିତୀୟ ସ୍କଂସ୍କରଣର ଫାଇନାଲରେ ଆରସିବିର ରୋମାଞ୍ଚକର ବିଜୟ । ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ୱିକେଟରେ ହରାଇ ପ୍ରଥମ ଥର ପାଇଁ WPL ଚାମ୍ପିଅନ ହୋଇଛି ଆରସିବି ।

ତେବେ ଟାଇଟଲ୍ ଜିତି ଇତିହାସ ରଚିଛି RCB। ମହିଳା ପ୍ରିମିୟର ଲିଗର 2ୟ ଟାଇଟଲ ନିଜ ନାଁରେ କରିଛି ଦଳ। ଗ୍ଲାମର ଗାର୍ଲ ଏଲିସ ପେରିଙ୍କ ସାନଦାର ପ୍ରଦର୍ଶନ ଦଳକୁ ଦିଲ୍ଲୀ ବିପକ୍ଷରେ ବିଜୟ ହାସଲ କରାଇଛି। ସ୍ମୃତି ମାନ୍ଧାନାଙ୍କ ଅଧିନାୟକତ୍ବରେ RCB ଇତିହାସ ରଚିଛି। 
ଅଧିକ ପଢନ୍ତୁ କ୍ରୀଡା ଖବର 

BJP
17m ago
ଜମ୍ମୁ-କାଶ୍ମୀରରେ କଡା ସୁରକ୍ଷା : ପୂର୍ବତନ ସରପଞ୍ଚଙ୍କୁ ହତ୍ୟା, ପର୍ଯ୍ୟଟକ ଦମ୍ପତି ଗୁରୁତର
ଅର୍ଗସ ବ୍ୟୁରୋ : ପୁଣି ଜମ୍ମୁ-କାଶ୍ମୀରରେ ଦୁଇ ଦୁଇଟି ଆତଙ୍କୀ ଆକ୍ରମଣ । ଆତଙ୍କବାଦୀ ଆକ୍ରମଣରେ ସୋପିଆନରେ ବିଜେପି ନେତାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନନ୍ତନାଗରେ ପର୍ଯ୍ୟଟକ ଦମ୍ପତ୍ତ
MODI
18m ago
ପୁରୀରେ ମୋଦି, ମହାପ୍ରଭୁଙ୍କୁ କରିବେ ଦର୍ଶନ
ଅର୍ଗସ ବ୍ୟୁରୋ : ପୁରୀରେ ପଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ସକାଳୁ ସକାଳୁ ଭୁବନେଶ୍ବର ରାଜଭବନରୁ ବାହାରି ପୁରୀ ଅଭିମୁଖେ ଆସିଥିଲେ । ପୁରୀରେ ପଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶ
PANDIAN
24m ago
୪ ଜୁନରେ ବିଜେଡିର ଏକ୍ସପାରି ଡେଟ ଶେଷ, ପାଣ୍ତିଆନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଲେ ଯୁବକ
ଅର୍ଗସ ବ୍ୟୁରୋ: ଭିକେ ପାଣ୍ତିଆନକୁ ସମ୍ବଲପୁରରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ୪ ଜୁନରେ ବିଜେଡିର ଏକ୍ସପାଏରୀ ଡେଟ ଶେଷ ହେଊଥିବାରୁ ଭିକେ ପାଣ୍ତିଆନ ରୋଡ ସୋର