ରାଜଧାନୀ ଦିଲ୍ଲୀରେ ବାୟୁରମାନ ଅତ୍ୟନ୍ତ ଚିନ୍ତାଜନକ
by Argus News
Sun, Nov 10 | 10:52 a.m.

ଅର୍ଗସ ବ୍ୟୁରୋ:  ବିଷ ବଳୟରେ ରାଜଧାନୀ ଦିଲ୍ଲୀ । ରାଜଧାନୀ ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ଚିନ୍ତାଜନକ । ରବିବାର ସକାଳୁ ଧୂଆଁର ଏକ ଘନ ଆସ୍ତରଣ ସହ ବାୟୁର ଗୁଣବତ୍ତା `ଅତ୍ୟନ୍ତ ଖରାପ' ସ୍ଥିତିରେ ରହିଛି । ସକାଳୁ AQI 355 ରେକର୍ଡ କରାଯାଇଛି । ଦିଲ୍ଲୀ ବାସୀଙ୍କ ଚିନ୍ତା ବଢାଇଛି ପ୍ରଦୂଷଣ । ବିଶେଷଜ୍ଞଙ୍କ ମତରେ, ପ୍ରଦୂଷଣର ମାତ୍ରା ଏତେ ଅଧିକ ରହିଲେ ଲୋକଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ବିଗିଡ଼ିବାରେ ଲାଗିଛି । ଲୋକଙ୍କ ନିଶ୍ବାସ, ପ୍ରଶ୍ବାସ ନେବାରେ ବାଧା ଉପୁଜେ । ସେହିପରି ବାୟୁ ସହ ଦିଲ୍ଲୀର ଜଳ ପ୍ରଦୂଷଣ ବି ସାଙ୍ଘାତିକ ସ୍ତରରେ ପହଞ୍ଚିଛି । ଯମୁନା ନଦୀରେ ଭାସୁଛି ବିଷାକ୍ତ ଫେଣ ।

ଅଧିକ ପଢ଼ନ୍ତୁ ଦେଶ ଖବର:

ବୈଠକ
11m ago
ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ ର ଗୁରୁତ୍ୱପୂର୍ଣ୍ଣ ବୈଠକ
ଅର୍ଗସ ବ୍ୟୁରୋ: ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ ର ଗୁରୁତ୍ୱପୂର୍ଣ୍ଣ ବୈଠକ । ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଷୟ ଉପରେ ହେବ ଆଲୋଚନା । ଅନେ
ନିର୍ବାଚନ
17m ago
ଆଜି ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ
ଅର୍ଗସ ବ୍ୟୁରୋ: ଆଜି ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ..ରାଜ୍ୟର ଭାଗ୍ୟ ନିର୍ଦ୍ଧାରଣ କରିବେ ଝାଡ଼ଖଣ୍ଡବାସୀ ... ବୁଥ ପ୍ରସ୍ତୁତି ସହ ସୁରକ୍ଷା ବ୍ୟବସ୍ଥା ହୋଇଛ
ପ୍ରଶିକ୍ଷଣ ଶିବିର
ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ନିମନ୍ତେ ପ୍ରଶିକ୍ଷଣ ଶିବିର
ଭୁବନେଶ୍ୱର: ଓଡ଼ିଆ ଭାଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ସରକାରୀ ଅଧିକାରୀ ମାନଙ୍କ ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ସଂସ୍କୃତି ଭବନସ୍ଥି