ଭରତପୁର ଥାନା ଘଟଣାରେ ବିଭାଗୀୟ ତଦନ୍ତ ଆରମ୍ଭ
by Argus News
Tue, Oct 01 | 6:12 p.m.

ଭୁବନେଶ୍ବର : ଭରତପୁର ଥାନାରେ ଆର୍ମି ପୋଲିସ ବିବାଦ ମାମଲା | ମେସିନ ଆଗରେ ଘଟଣା କହୁଛନ୍ତି ନିଲମ୍ବିତ ପୋଲିସ | ନିଲମ୍ବିତ ଥାନା ଅଧିକାରୀ ଓ ପୋଲିସ ଅଫିସରଙ୍କର ହେଉଛି ପଲିଗ୍ରାଫ ଟେଷ୍ଟ | ଗୁଜୁରାଟ  ଗାନ୍ଧୀ ନଗର DFSL ରେ ହେଉଛି ମିଛ ଧରା ପରୀକ୍ଷା ।  

ଅଧିକ ପଢନ୍ତୁ : ଆସନ୍ତାକାଲି ଠାରୁ ସତ୍ୟପାଠ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି

ସେପଟେ ଭରତପୁର ଥାନା ଘଟଣାରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ଗତକାଲି ଜଷ୍ଟିସ ଚିତ୍ତରଞ୍ଜନ ଦାଶ କମିଶନଙ୍କ ପ୍ରଥମ ବୈଠକ ବସିଥିଲା। ଆଜିଠାରୁ ସତ୍ୟପାଠ ଦାଖଲ ପକ୍ରିୟା ଆରମ୍ଭ ହେବ। ଏଥିପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ।  ୨୧ ଦିନ ମଧ୍ୟରେ ସତ୍ୟପାଠ ଦାଖଲ ପାଇଁ ଆହ୍ୱାନ କରାଯିବ।  ଯେଉଁମାନେ ଘଟଣାରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ସମ୍ପୃକ୍ତ ଥିବେ ସେମାନେ ସତ୍ୟପାଠ ଦାଖଲ କରିପାରିବେ। ଆଗ ସତ୍ୟପାଠ ଯାଞ୍ଚ କରି ହାଜର ପାଇଁ ସମନ କରାଯିବ। ଏହାପରେ ତାଙ୍କର ବୟାନ ରେକର୍ଡ ସହ ସାକ୍ଷ୍ୟ ଗ୍ରହଣ କରାଯିବ।
 

ରାଜଧାନୀରେ
ରାଜଧାନୀରେ ଲଜ୍ଜା: ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ
ଅର୍ଗସ ବ୍ୟୁରୋ: ରାଜଧାନୀରେ ଜଣେ ମହିଳାଙ୍କୁ କେତେକ ଚୋର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ହୋଇଛି। ଘରେ ମହିଳାଙ୍କ ସହ ତାଙ୍କ ଦୁଇ ବର୍ଷର ଛୁ
ମାହାଙ୍ଗା ଡବଲ
ମାହାଙ୍ଗା ଡବଲ ମର୍ଡର ଘଟଣା: ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ମଲିଲା ଆଶ୍ୱସ୍ତି
ଅର୍ଗସ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୂର୍ବତନ ଆଇନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ମଲିଲା ଆଶ୍ୱସ୍ତି। ସାଲେପୁର JMFC କୋର୍ଟଙ୍କ ରାୟକୁ ଖାରଜ କଲ
ଟେଷ୍ଟ ମ୍ୟାଚରେ
ଟେଷ୍ଟ ମ୍ୟାଚରେ ବିରାଟ କୋହଲିଙ୍କ ଆଉ ଏକ ବଡ଼ ଧମାକା
ଅର୍ଗସ ବ୍ୟୁରୋ: କାନପୁର ଟେଷ୍ଟ ମ୍ୟାଚରେ ଭାରତ ବାଂଲାଦେଶକୁ ହରାଇବା ସହ ଇତିହାସ ରଚିଛି। ଭାରତ କାନପୁରରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶରେ ୭ ୱିକେଟରେ ବିଜୟ ହାସଲ କରିଛି