ମୌଳିକ ସୁବିଧାରୁ ବଞ୍ଚିତ, ଭୋଟ୍ ବର୍ଜନ କଲେ ଗ୍ରାମବାସୀ
by Argus News
Sat, May 25 | 9:10 a.m.

ଦେବଗଡ: ଆଜି ହେଉଛି ତୃତୀୟ ପର୍ଯ୍ୟାୟ ମତଦାନ । ହେଲେ ଏଠି ଭୋଟ ବର୍ଜନ କରିଛନ୍ତି ଗ୍ରାମ ବାସୀ । ସମସ୍ତ ପ୍ରକାର ମୌଳିକ ସୁବିଧାରୁ ବଂଚିତ ହେଉଥିବା ଅଭିଯୋଗ କରିଛନ୍ତି । ସରକାରଙ୍କର ବହୁତ ପ୍ରକାର ଯୋଜନା କିନ୍ତୁ ଏଠି ଅନେକ ଯୋଜନା ପହଁଚି ପାରିନାହିଁ । 

ଆମେ ଆଦିବାସୀ ଲୋକ ବୋଲି 25 ବର୍ଷର ସରକାର ଆମ ପାଇଁ କୌଣସି ପ୍ରକାର ସୁବିଧା ଯୋଗାଇ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଠି ପାଣି, ବିଦ୍ୟୁତ, ରାସ୍ତା, ବାସଗୃହ ଏମିତିକି ଅନେକ ପ୍ରକାର  ଯୋଜନା ସରକାରଙ୍କର କିନ୍ତୁ ଏଠି ସବୁ ଫେଲ୍ । 

ଏ ହେଉଛି ଦେବଗଡ ଜିଲ୍ଲା ରିଆମାଳ ବ୍ଲକ 224ନ ବୁଥ୍ ର ତିଲେଇପଶି ଗ୍ରାମର ଭୋଟର୍ ଆଜି ସକାଳୁ ବୁଥ ସାମ୍ନାରେ ମହିଳା ଓ ପୁରୁଷ ଉଭୟ ବସି ଭୋଟ ବର୍ଜନ କରିଛନ୍ତି । 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା