'ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି'
by Argus News
Mon, Dec 18 | 7:28 p.m.

ଅର୍ଗସ ବ୍ୟୁରୋ: ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ କେମିତି ସରକାରୀ ଦଳର ସବୁ ସତ କଥା କହିଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସିଧାସିଧା ମଦ ଟଙ୍କାରେ କେମିତି ଶାସକଦଳର ମିଲିଭଗତ ଅଛି ସେନେଇ ପରୋକ୍ଷରେ ସବୁ କହିଦେଲେ କେନ୍ଦ୍ରମନ୍ତ୍ରୀ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ରାଜ୍ୟର ପଛୁଆ ଜିଲ୍ଲା କୁହାଯାଉଥିବା ବଲାଙ୍ଗିରରୁ ଏତେ ପରିମାଣରେ ଟଙ୍କା ରେଡ୍‌ ହେବା ପରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ କରି କାହାକୁ ଛଡ଼ା ଯିବନି ବୋଲି କହିଥିଲେ । ଏମିତିକି ମଦ ଟଙ୍କା କାଳେ ବିଜେଡିର ନିର୍ବାଚନ ପରିଚାଳନାରେ ଖର୍ଚ୍ଚ ହୋଇଥାଆନ୍ତା ବୋଲି ବିରୋଧୀ ଅଭିଯୋଗ କଲେ । ଏମିତିକି ଶାସକ ଦଳର ମନ୍ତ୍ରୀ ବିଧାୟକଙ୍କ ସହ କାଳେ ଧୀରଜଙ୍କର ଭାରି ଭଲ ସମ୍ପର୍କ, ଖାଲି ଏତିକି ନୁହେଁ ବୌଦ୍ଧରେ ଏକ କମ୍ପାନୀର ଉଦଘାଟନ ବି କରିଥିଲେ ନବୀନ । ଏତେ ସବୁ ପରେ କିନ୍ତୁ ମୁହଁ ଖୋଲିନଥିଲେ ନୀବନ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ବଢୁଥିବା ବେଳେ ଧର୍ମେନ୍ଦ୍ରଙ୍କ ଠାକୁର ଘରେ କିଏ କଦଳୀ ଖାଇନ ଉକ୍ତିକୁ ନେଇ ଏବେ ଭାରି ଚର୍ଚ୍ଚା ।
 

LOW PRESSURE
10m ago
ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା, ପାଣିପାଗ ବିଭାଗର ସୂଚନା
ଅର୍ଗସ ବ୍ୟୁରୋ: ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲ
IPL-2024
19m ago
ରୋମାଞ୍ଚକର ସ୍ଥିତିରେ IPL-2024, ପ୍ଲେଅଫ୍‌ରେ ଆର୍‌ସିବି
ଅର୍ଗସ ବ୍ୟୁରୋ: ରୋମାଞ୍ଚକର ସ୍ଥିତିରେ IPL-2024 । ପ୍ଲେଅଫ୍‌ରେ ଆର୍‌ସିବି । ଚେନ୍ନାଇ ସୁପର୍ କିଙ୍ଗ୍ସକୁ ପଛକୁ ହଟାଇ ଅପ୍ରତ୍ୟାଶିତ ଭାବେ ପ୍ଲେଅଫ୍ ଯୋଗ୍ୟତା ଅର୍ଜ
SAMEER RANJAN DAS
22m ago
ବିଜେଡି ଛାଡ଼ିଲେ ସମୀର ରଞ୍ଜନ ଦାସ
ଅର୍ଗସ ବ୍ୟୁରୋ: ସମୀର ରଞ୍ଜନ ଦାସ ଛାଡ଼ିଲେ ବିଜେଡି। ନିମାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାସ। ମୁଖ୍ୟମନ୍ତ୍ରୀଙ୍କୁ ପଠାଇଲେ ଇସ୍ତଫା ପତ୍ର। ଟିକେଟ କଟିଥିବାରୁ ଅସନ୍ତୁଷ୍