୧୫ ତମ ବିବାହ ବାର୍ଷିକୀରେ କିଛି ଏମିତି କହିଲେ ଧୋନି
by Argus News
Thu, Jul 04 | 5:09 p.m.

ଅର୍ଗସ ବ୍ୟୁରୋ: ୧୫ ତମ ବିବାହ ବାର୍ଷିକୀ ପାଳନ କଲେ ଏମଏସ ଧୋନି ଏବଂ ସାକ୍ସି ଧୋନି। କେକ କାଟି ପରସ୍ପରକୁ ଆନିଭର୍ସରୀ ଉଇସ କଲେ। ସେଲିବ୍ରେସନର ଏକ ହୃଦୟସ୍ପର୍ଶୀ ଭିଡ଼ିଓ ନିଜ ସୋସିଆଲ ମିଡିଆରେ ସେଆର କଲେ ପତ୍ନୀ ସାକ୍ସି ଧୋନି।

ଆଜିର ଦିନ ପ୍ରତ୍ୟେକ ଭାରତୀୟଙ୍କ ପାଇ ସ୍ପେସିଆଲ । କାରଣ ଆଜି ଆମ ଚାମ୍ପିୟନସ ନିଜ ମାଟିକୁ ଫେରିଛନ୍ତି। ଟି-୨୦ ବିଶ୍ବକପ ଚାମ୍ପିୟନ ଟ୍ରଫି ନେଇ ବାର୍ବାଡୋସରୁ ଦିଲ୍ଲୀରେ ପହଂଚିଛନ୍ତି ଭାରତୀୟ କ୍ରିକେଟ ଦଳର ସମସ୍ତ ଖେଳାଳି । ଏହି ଅବସରରେ ଏଆରପୋର୍ଟରେ ସେମାନଙ୍କ ପାଇ ଭବ୍ୟ ସାଗତର ଆୟୋଜନ କରାଯାଇଥିଲା। ବାତ୍ୟା ପାଇଁ ବାର୍ବାଡୋସରେ ଫଶି ରହିଥିଲା ଟିମ୍ ଇଣ୍ଡିଆ । ଯେଉଁଥିପାଇଁ ଖେଳାଳୀଙ୍କର ସ୍ବଦେଶ ଫେରିବାରେ ବିଳମ୍ବ ହୋଇଥିଲା । 

ଅନ୍ୟପଟେ ଭାରତର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କ ପାଇଁ ମଧ୍ୟ ଏହା ଏକ ବିଶେଷ ଦିନ। ତାଙ୍କ ବିବାହକୁ ଆଜି ୧୫ ବର୍ଷ ପୂରିଛି। ପତ୍ନୀ ସାକ୍ଷୀଙ୍କ ସହ କେକ୍ କାଟି ଆନିଭର୍ସରି ପାଳିଛନ୍ତି ଧୋନି।

ଅଧିକ ପଢନ୍ତୁ କ୍ରୀଡ଼ା ଖବର 

ଭବିଷ୍ୟବାଣୀ
ଡରାଇଲାଣି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ...
ନୂଆଦିଲ୍ଲୀ: ପୁଣି ସାମ୍ନାକୁ ଆସିଲା ବାବା ଭେଙ୍ଗାଙ୍କ ସାଙ୍ଘାତିକ ଭବିଷ୍ୟବାଣୀ । ଏ ଭବିଷ୍ୟବାଣୀ ଶୁଣିଲା ପରେ ପୁରା ବିଶ୍ଵରେ ହଇଚଇ ସୃଷ୍ଟି ହେଲାଣି । କାରଣ ବାବା କହିଛନ୍ତି
ଜନସମୁଦ୍ର
ଜଗା ପାଇଁ ଜନସମୁଦ୍ର...
ପୁରୀ : ଆଜି ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଜନସମୁଦ୍ର ହୋଇ ଉଠିଛି ବଡଦାଣ୍ଡ। ଛୁଟିଛି ଭକ୍ତଙ୍କ ସୁଅ। ଜଗାର ରଥଯାତ୍ରା ଦେଖିବା ପାଇଁ ଦୂରଦୂରାନ୍ତରୁ ଆଗମ
ରଥ
ତୁଳସୀ କାଠ ଓ ଫାଇବରରେ ନିର୍ମିତ ଗୋଟିଏ ଇଞ୍ଚ୍ ର ରଥ
ଭଦ୍ରକ: ତୁଳସୀ କାଠ ଓ ଫାଇବର ଗୋଟିଏ ଇଞ୍ଚ୍ ର ରଥ। ଏହି ରଥକୁ ନିର୍ମାଣ କରିଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ଜଣାଶୁଣା ଶିଳ୍ପୀ ଗୋପାଲ ସାମଲ। ତିନୋଟି ରଥ ନିର୍ମାଣ