ପରୀକ୍ଷା ବେଳେ ଉତ୍ତେଜନା
by Argus News
Mon, Sep 30 | 5:46 p.m.

ଭୁବନେଶ୍ୱର: ପରୀକ୍ଷା ବେଳେ ଉତ୍ତେଜନା । ନୟାପଲ୍ଲୀ  SSB edutech assessment and testing center ରେ ଗଣ୍ଡଗୋଳ । ପରୀକ୍ଷା ଦେବା ପାଇଁ ଆସିଥିବା ଛାତ୍ରୀ ଓ ସେଣ୍ଟର ଦାୟିତ୍ବରେ ଥିବା ଅଧିକାରୀ ଭିତରେ ଯୁକ୍ତିତର୍କ । ପରୀକ୍ଷା ଦେବାରେ ବିଳମ୍ବ କାହିଁକି ବୋଲି ପଚାରିଲେ ଛାତ୍ରଛାତ୍ରୀ ଓ ଗଣମାଧ୍ୟମକୁ ନାଲି ଆଖି ଦେଖାଉଛନ୍ତି ସେଣ୍ଟର ଦାୟିତ୍ବରେ ଥିବା ଅଧିକାରୀ । ସାଢେ ୧୦ରେ ୨ୟ ବ୍ୟାଚ୍ ପରୀକ୍ଷାର୍ଥୀ ପ୍ରବେଶ କରିବା କଥା । କିନ୍ତୁ ଏହା ବିଳମ୍ବ ହୋଇଥିଲା । ଫଳରେ ଉତ୍ତେଜନା ଦେଖାଦେଇଛି । ଖବର ପହଞ୍ଚିବା ପରେ ଉକ୍ତ ସ୍ଥାନରେ ପୋଲିସ ଫୋର୍ସ ପହଞ୍ଚିଛି । 
 

ସତ୍ୟପାଠ
16m ago
ଆସନ୍ତାକାଲି ଠାରୁ ସତ୍ୟପାଠ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି
ଭୁବନେଶ୍ବର : ଭୁବନେଶ୍ବର ଭରତପୁର ଥାନା ମାମଲାରେ ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ। ଆସନ୍ତାକାଲିଠାରୁ ସତ୍ୟପାଠ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି। 21 ଦିନ ଯାଏଁ ଗ୍ରହଣ ହେ
ସୁପ୍ରିମକୋର୍ଟ
39m ago
ପୀଡ଼ିତାଙ୍କ ଫଟୋ ଭାଇରାଲ ନେଇ ବର୍ଷିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: କୋଲକାତା ଆରଜି କର ହସପିଟାଲ ମାମଲା । ପୀଡ଼ିତାଙ୍କ ପରିଚୟ ଓ ଫଟୋ ଗଣମାଧ୍ୟମରେ ଘୁରି ବୁଲୁଥିବାରୁ ପୁଣିଥରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ସୋସିଆଲ ମିଡିଆ ସହ ଅନ୍ୟ ସମସ୍
ବସ୍
53m ago
ଭାରସାମ୍ୟ ହରାଇଲା ବସ୍ , ଅଳ୍ପକେ ବର୍ତ୍ତିଲେ
ଅନୁଗୋଳ : ଅନୁଗୋଳରୁ ବଲାଙ୍ଗୀର ଯାଉଥିବା OSRTC ବସ୍ ଜରପଡା ଥାନା ଓଗୀ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତାରୁ ଖସି ପଡିଥିବା ବେଳେ 50 ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତ