ନବରାତ୍ରୀରେ ଉପବାସ ରଖିଛି ବାଘ
by Argus News
Tue, Apr 09 | 7:24 p.m.

ନୂଆଦିଲ୍ଲୀ:  ନବରାତ୍ରୀରେ ଉପବାସ ରଖିଛି ବାଘ ।  ଏହା ଶୁଣିବା ପରେ ଆପଣ ଭାବୁଥିବେ ଆମେ ମିଛ କହୁଛୁ । 
ହେଲେ କଥା ମିଛ ନୁହେଁ  ବରଂ ସମ୍ପୂର୍ଣ ସତ ।  ନବରାତ୍ରୀର ବ୍ରତ  ଆରମ୍ଭ ହେବାକୁ ଯାଉଛି । ଭାରତରେ ପ୍ରାୟତଃ ଲୋକ ଏ ବ୍ରତ କରିଥାନ୍ତି ।   କିନ୍ତୁ ଆପଣ କେବେ ଭାବିଛନ୍ତି କି ବାଘ ବି ବ୍ରତ  ରଖେ ବୋଲି ।  ଆଶ୍ଚର୍ଯ୍ୟ ହେଉଛନ୍ତି ନା..  ହଁ ବାଘ ବି ବ୍ରତ ରଖେ।

 ଏମିତି ଏକ ଚିଡିଆଘର ଅଛି ଯେଉଁଠି  ବାଘ ସପ୍ତାହକୁ ଥରେ  ଉପବାସ ରହିଥାଏ।   ମାଂସ ର ଗୋଟିଏ ଖଣ୍ଡ ବି  ମୁହଁରେ ଲଗାଇନଥାଏ  ବାଘ ।    ଏପରି ଏକ ଚିଡିଆଘର ଅଛି  ନେପାଳରେ। ଯେଉଁଠି  ଜାଣିଶୁଣି ଗୋଟିଏ ଦିନ   ବାଘଙ୍କୁ ଉପବାସରେ ରହିବାକୁ ଦିଆଯାଇଥାଏ।  ତେବେ ଏପରି  କରିବା ଦ୍ୱାରା ବାଘମାନଙ୍କର ସ୍ୱାସ୍ଥ୍ୟ ଭଲ ରହିଥାଏ ବୋଲି  ଜୁ ର ସୂଚନା ଅଧିକାରୀ କହିଛନ୍ତି।

ଅଧିକ ପଢନ୍ତୁ ଭାରତ ଖବର 
 

ମୃତ୍ୟୁ
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ
ଚୁଆପାଣି
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ