ଖାଲି କୁଣ୍ଡ ଘରେ ରହିଲେ ସୁଖ ଶାନ୍ତି ନଷ୍ଟ ହୋଇଯାଏ
by Argus News
Wed, Apr 24 | 12:08 p.m.

ଅର୍ଗସ ବ୍ୟୁରୋ: ସମସ୍ତଙ୍କ ଘରେ ଫୁଲ ଗଛ ଲଗାନ୍ତି କିନ୍ତୁ ଯେଉଁ କୁଣ୍ଡରେ ଫୁଲ ଗଛ ଲାଗିନଥିଵ ସେଇ ଖାଲି କୁଣ୍ଡ ଘରେ ରଖିଵା  ଶୁଭ ହୋଇଥାଏ ନା ଅଶୁଭ ।କୁହାଯାଏ କି ଘରର ଵାସ୍ତୁ ଅନୁସାରେ କିଛି ନିୟମ ଅଛି ।
 ଯଦି ଆପଣ ଏହି ସଵୁ ନିୟମ ପାଳନ କରିଵେ ତେଵେ ଘରର ସୁଖ ,ଶାନ୍ତି ସଵୁଵେଳେ ରହିଵ । ଆଜି ଆପଣଙ୍କୁ ଆମେ ସେମିତି କିଛି ଵାସ୍ତୁ ଟିପ୍ସ ଵିଷୟରେ କହିଵୁ। ତେଵେ ଆସନ୍ତୁ ଜାଣିଵା ସେଗୁଡିକ କଣ କଣ । 

ଆମେ ସମସ୍ତେ ଘରର ସାଜ ସଜ୍ଜା ପାଇଁ କୁଣ୍ଡ କିଣି ସେଥିରେ ଗଛ ଲଗାଇ ରଖନ୍ତି । କିନ୍ତୁ ଵାସ୍ତୁ ଅନୁସାରେ ଘରେ ଖାଲି କୁଣ୍ଡ ରଖିଵା ଶୁଭ ନୁହେଁ ।ଘରର ଉତ୍ତର ପୂର୍ଵ ଦିଗରେ ଖାଲି କୁଣ୍ଡ ରଖନ୍ତୁ ନାହିଁ ।

ଏହା କରିଵା ଦ୍ଵାରା ଆପଣଙ୍କର ଘରର ସାକାରତ୍ମକ ଶକ୍ତି ଵସ ଵାସ କରିଵ । ପରିଵାରର ସୁଖ ଶାନ୍ତି ନଷ୍ଟ ହୋଇଯାଏ । ଦକ୍ଷିଣ ଦିଗରେ ଖାଲି କୁଣ୍ଡ ରଖନ୍ତୁ ନାହିଁ କାରଣ ଏପରି କାର୍ଯ୍ୟ କରିଲେ ରାହୁ ଚାଳନ ହୁଏ । 
 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ