WHO ବୋର୍ଡରେ ସାମିଲ ହେବେ ଭାରତୀୟ ବଂଶଜ ଡକ୍ଟର ବିବେକ ମୂର୍ତ୍ତି  
by Argus News
Thu, Jan 11 | 7:00 a.m.

 ନୂଆଦିଲ୍ଲୀ:  WHO ବୋର୍ଡରେ ସାମିଲ ହେବେ ଭାରତୀୟ ବଂଶଜ । ମୂଳ ଭାରତୀୟ ସର୍ଜନ ଜେନେରାଲ ଡକ୍ଟର ବିବେକ ମୂର୍ତ୍ତିଙ୍କ ନାଁ ପ୍ରସ୍ତାବ ଦେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ଆମେରିକାର ସଂସଦ ସିନେଟରେ ଏନେଇ ପ୍ରସ୍ତାବ ଦେଇଛନ୍ତି ବାଇଡେନ୍‌ । ଦ୍ବିତୀୟ ଥର ପାଇଁ ଡକ୍ଟର ବିବେକ ମୂର୍ତ୍ତିଙ୍କ ନାଁ ପ୍ରସ୍ତାବ ଦିଆଯାଇଛି ।

ଡକ୍ଟର ମୂର୍ତ୍ତିଙ୍କୁ WHO ବୋର୍ଡରେ ସାମିଲ କରିବା ପ୍ରସ୍ତାବ ୨୦୨୨ରୁ ହିଁ ପେଣ୍ଡିଙ୍ଗ ରହିଛି । ୨୦୨୧ରେ ୨୧ ତମ ସର୍ଜନ ଜେନେରାଲ ଭାବେ ଡକ୍ଟର ବିବେକ ମୂର୍ତ୍ତିଙ୍କ ନାଁକୁ ମଞ୍ଜୁରୀ ମିଳିଥିଲା । ଡକ୍ଟର ମୂର୍ତ୍ତି ହେଉଛନ୍ତି ଆମେରିକାରେ ଭାରତୀୟ ମୂଳ ଭାବେ ପ୍ରଥମ ସର୍ଜନ ଜେନେରାଲ । ଆମେରିକାରେ ସର୍ଜନ ଜେନେରାଲଙ୍କୁ ଦେଶର ଟପ ଡାକ୍ତର ଭାବେ ଗ୍ରହଣ କରାଯାଏ । ଦେଶ ପାଇଁ ସବୁଠୁ ଭଲ ହେଲ୍ଥ ପଲିସି ପ୍ରସ୍ତୁତ କରିବା ଜଣେ ସର୍ଜନ ଜେନେରାଲଙ୍କ କାର୍ଯ୍ୟ ।

ଅଧିକ ପଢନ୍ତୁ ଭାରତ ଖବର 

MANMOHAN SAMAL
2m ago
କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନୋବଳକୁ ସୁଦୃଢ କଲେ
ଅର୍ଗସ ବ୍ୟୁରୋ : ଆଜି ଦିନିକିଆ ଗସ୍ତରେ ମୟୂରଭଞ୍ଜ ଗସ୍ତରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦୁଇ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନବଳକୁ ସୁଦୃ
ନିଯୁକ୍ତି ନାଁରେ ଗୋଚର
27m ago
ନିଯୁକ୍ତି ନାଁରେ ଗୋଚର ଜମି ହଡ଼ପ କରୁଛନ୍ତି କନ୍ଧମାଳ ସାଂସଦ
ଅର୍ଗସ ବ୍ୟୁରୋ: ସ୍କୁଲ ଭିତରକୁ ଧସେଇ ପଶିଲେ ଲୋକେ , ସାଇନ ବୋର୍ଡ ଭାଙ୍ଗିଲେ। ଜମି ମାଫିଆ କହି ଦେଲେ ନାରାବାଜି l ଏଭଳି ଘଟଣା ବର୍ତ୍ତମାନ ସାରା ଜିଲ୍ଲାରେ ଚର୍ଚ୍ଚା ହୋଇଥିବା ବେଳେ ଘଟଣାକ
ରଣ ହୁଙ୍କାର
30m ago
ବିଜେଡି ଗଡରେ ମୋଦି ଦେବେ ରଣ ହୁଙ୍କାର
ଭୁବନେଶ୍ୱର: ବିଜେପି ଫୋକସରେ ଓଡ଼ିଶା .. ପୁରୀରେ ମୋଦି କରିବେ ରୋଡ ସୋ'.. ବଡ ଦାଣ୍ଡରେ ରଣହୁଙ୍କାର ଦେବେ ପିଏମ ମୋଦି । ମୋଦିଙ୍କ ଘନ ଘନ ଓଡ଼ିଶା ଗସ୍ତ ନବୀନଙ୍