ନିର୍ବାଚନ ଖବର : ସ୍କ୍ରୋଲ କରନ୍ତୁ, ଅପଡେଟ୍‌ ପାଆନ୍ତୁ
by Argus News
Sun, Apr 28 | 9:06 p.m.
  • ପାଣ୍ଡିଆନଙ୍କ ଉପରେ ବର୍ଷିଲେ ରାହୁଲ । କହିଲେ, ନବୀନ ନୁହେଁ ପାନ ଚଳାଉଛନ୍ତି ସରକାର
  • ସାଲେପୁର ସଭାରେ ରାହୁଲ ଗାନ୍ଧିଙ୍କ ଅଭିଭାଷଣ । ଏତେ ଖରାରେ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ । ନବୀନ ଏଠାରେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ନେଇ ସରକାର ଚଳାଉଛନ୍ତି । ଅଳ୍ପ କିଛି ଲୋକ ହିଁ ସବୁ ଫାଇଦା ଉଠାଉଛନ୍ତି
  • ନବୀନଙ୍କୁ ଟାର୍ଗେଟ୍‌ କଲେ ସମୀର ମହାନ୍ତି । କହିଲେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବେ ରାଜନୈତିକ କାର୍ଯ୍ୟରେ ବ୍ୟବହୃତ । ନିଜେ ଯାଉ ନାହାନ୍ତି, କିନ୍ତୁ ବିଜେଡିର ଜଣେ ଗୁମାସ୍ତାଙ୍କୁ ପଠାଉଛନ୍ତି
  • ଆଜି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ବ୍ରହ୍ମପୁରର ରଙ୍ଗେଇଲୁଣ୍ଡା ଏୟାରପୋର୍ଟ ଓ ସେଠାରୁ ଆମ୍ବପୁଆ ଯାଇ ଏକ ସାଧାରଣ ସଭାରେ ଯୋଗଦେବେ
  • ବିଜେପିର ଚାର୍ଜସିଟ କାର୍ଯ୍ୟକ୍ରମ; ‘ମହାନଦୀ ଆଖିରେ ଲୁହ’ ପ୍ରସଙ୍ଗରେ ବିଜେଡିକୁ ସମାଲୋଚନା
  • ବିଜେପିର ବିଧାନସଭା ପ୍ରାର୍ଥୀ ଘୋଷଣା : ଅରିନ୍ଦମ ଟିକଟ ପାଇବା ପରେ ବବିଙ୍କର ବଢିଲାଣି ଟେନସନ୍‌
  • ପୁଣି ବିବାଦରେ ପାଣ଼୍ଡିଆନ । ଗତକାଲି ଅଭିଭାଷଣରେ କହିଥିଲେ,ନବୀନଙ୍କ ଇଞ୍ଜିନ ବହୁତ ମଜବୁତ
  • କାହିଁକି ବଳକା ୩ ଆସନରେ ବିଜେଡି ଘୋଷଣା କରୁନି ପ୍ରାର୍ଥୀ ? ଗୋଷ୍ଠୀ କନ୍ଦଳ ନା ପ୍ରାର୍ଥୀ ଅଭାବ ? ବଢିଲା ଚର୍ଚ୍ଚା
  • ନିର୍ବାଚନ ପୂର୍ବରୁ କାର ଭିତରୁ ୩ ଲକ୍ଷ ୬୦ହଜାର ଟଙ୍କା ଜବତ । ଭୁବନେଶ୍ବର ଚନ୍ଦ୍ରଶେଖରପୁରରୁ କାର ସହ ଟଙ୍କା ଜବତ
  • ରାହୁଲଙ୍କ ଗସ୍ତର କୌଣସି ପ୍ରଭାବ ପଡ଼ିବ ନାହିଁ, ଲୋକମତ ପରେ ଜୁନ ୪ରେ ସବୁ ଜଣାପଡ଼ିବ । BJP ସରକାର କରିବ, ୨୧ ଲୋକସଭା ବି ଜିତିବ ବୋଲି କହିଲେ ମନମୋହନ
  •  

RAHUL
28m ago
ବଲାଙ୍ଗିର ଜନସଭାରେ ଯୋଗ ଦେବେ ରାହୁଲ
ଅର୍ଗସ ବ୍ୟୁରୋ: ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧି। ମେ’ ୧୫ ରେ ବଲାଙ୍ଗିର ଜନସଭାରେ ଯୋଗ ଦେଇ ରାହୁଲ ସମ୍ବୋଧନ କରିବେ ଓ ସେଠାରୁ ବାଇକ ରାଲି ସହ ସବୁଠି ପ୍ରଚାର କର
NAVEEN PATNAIK
ନବୀନଙ୍କୁ ଫଶାଇଦେଲା ଭାରତ ରତ୍ନ ପ୍ରସଙ୍ଗ !
ଅର୍ଗସ ବ୍ୟୁରୋ : ସ୍ଵାର୍ଥପରର ସୀମାପାର କଲେଣି ମୁଖ୍ୟମନ୍ତ୍ରୀ । ଓଡ଼ିଶା ପାଇଁ ବିଜୁ ବାବୁଙ୍କ ଅନେକ ଅବଦାନ ଅଛି ଆମେ ଜମାରୁ ଅସ୍ଵୀକାର କରୁନୁ । ହେଲେ ରାଜ୍ୟରେ ଶହଶହ ବରପୁତ୍ର ଅଛନ୍ତି
PURI
ରତ୍ନଭଣ୍ଡାର ଚାବି ହଜାଇଛି କିଏ ?
ଅର୍ଗସ ବ୍ୟୁରୋ: ନବୀନ ବାବୁ କହିଲେ ଓଡ଼ିଆଙ୍କ ପାଇଁ ଚିନ୍ତା କରନ୍ତିନି ମୋଦି । ହେଲେ ପ୍ରକୃତରେ ଓଡ଼ିଆଙ୍କ ଲାଗି ଚିନ୍ତା କରନ୍ତି କିଏ ? ସେନେଇ ଗୋଟି ଗୋଟି ଗୁମର ଖୋଲିଦେଲେ ଧର୍ମେନ୍ଦ୍ର