ନିର୍ବାଚନୀ ହିଂସା , ଘରେ ନିଆଁ ଲାଗି ସର୍ବସ୍ବ ନଷ୍ଟ
by Argus News
Thu, May 23 | 10:59 a.m.

ଜଗତସିଂହପୁର : ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ଜଗତସିଂହପୁର ନିର୍ବାଚନୀ ହିଂସା ଦେଖିବାକୁ ମିଳୁଛି । ଗତ କାଲି ଵିଳମ୍ଵିତ ରାତିରେ ସଭାମୂଳ ପଞ୍ଚାୟତ ସଭାମୂଳ ଗାଁର ଵ୍ରହ୍ମାନନ୍ଦ ଭୋଇ ଘରେ କେହି ଦୃଵୁତ୍ତ ନିଆଁ ଲଗାଇଦେଇଛି । ଘରରେ ଥିବା ଆସବାବପତ୍ର, ଟଙ୍କା ସୁନା ସବୁ ଜଳି ପୋଡି ପାଉଁଶ ହୋଇଯାଇଛି । ରାତିରେ ବ୍ରହ୍ମାନନ୍ଦ ପରିବାର ଲୋକ ଶୋଇଯାଇଥିଲା ବେଳେ ହାଠାତ୍ ନିଆଁ ଲାଗିଯାଇଥିଲା ।

ଅଧିକ ପଢନ୍ତୁ : କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉପରେ ବୋମା ପକାଇ ଉଡ଼ାଇ ଦେବାକୁ ଧମକ

ତେବେ ସୌଭାଗ୍ୟବଶତଃ ପରିବାରର କାହାରି ଜୀବନ ହାନି ହୋଇନଥିବାବେଳେ,୨ ଟି ଗାଈ ପୋଡିଯିବା ସହ ୧୦ଟି ବସ୍ତା ଧାନ ପୋଡିଯାଇଥିବା ଜଣାପଡିଛି । ନିଆଁରେ ସର୍ବସ୍ବ ହରାଇ ଏବେ ଅସହାୟ ହୋଇପଡିଛନ୍ତି ଵ୍ରହ୍ମାମାନନ୍ଦ । ଏହି ବିଷୟରେ ସେ ଜଗତସିଂହପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି । 

SALMAN KHAN
18m ago
ସଲମାନ ଖାନ ବିବାହ ନକରିବାର ମୁଖ୍ୟ କାରଣ କହିଲେ ବାପା
ଅର୍ଗସ ବ୍ୟୁରୋ: ସଲମାନ ଖାନଙ୍କୁ ବର୍ତ୍ତମାନ ୫୮ ବର୍ଷ ବୟସ । ତଥାପି ଏହି ବୟସରେ ସେ ଅବିବାହିତ ଅଛନ୍ତି। ସଲମାନ ଏପର୍ଯ୍ୟନ୍ତ କାହିଁକି ବିବାହ କରିନାହାଁନ୍ତି କିମ୍ବା ସେ କାହିଁକି ବିବା
ବଢିବ ବର୍ଷା
39m ago
ଘୂର୍ଣ୍ଣିବଳୟ ପ୍ରଭାବରେ ୨୬ ରୁ ବଢିବ ବର୍ଷା
ଭୁବନେଶ୍ୱର: ବଙ୍ଗୋପସାଗରରେ ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ପ୍ରଭାବରେ ୨୬ ରୁ ବଢିବ ବର୍ଷା। କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଆଲର୍ଟ। ଆସନ୍ତା ୫ ଦିନ ବର୍ଷା ହେବ। ୪୮ ଘଂଟ
ମୁଖ୍ୟମନ୍ତ୍ରୀ
46m ago
ଶାଗ, ପଖାଳ ଖାଇଲେ...ଲୋକଙ୍କ ଦୁଃଖ ବୁଝିଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ: ପଖାଳ କଂସା ବଢାଯାଇଛି, ବାଡିର ସଜ ସଜ ସଜନା ଶାଗ ଭଜାଯାଇଛି । ଲେମ୍ବୁ, ଦହି ବାସ୍ନାରେ ଘର ମହକୁଛି । କାରଣ ଘରର ପୁଅ ପହଞ୍ଚିଛି...ବୁଲି ବୁଲି ହାଲିଆ ହୋଇ ଯିବଣୀ । ପୁଅ