ଫ୍ୟାଶନ୍ ଇନଫ୍ଲୁଏନ୍ସର ସୁରଭି ଜୌନଙ୍କ ମୃତ୍ୟୁ
by Argus News
Sun, Apr 21 | 1:14 p.m.

ନୂଆଦିଲ୍ଲୀ: ଫ୍ୟାଶନ୍ ଇନଫ୍ଲୁଏନ୍ସର ସୁରଭି ଜୌନ କର୍କଟ ରୋଗରେ ଚିକିତ୍ସିତ ହେଉଥିଲେ ।କିନ୍ତୁ ୩୦ଵର୍ଷ ଵୟଷରେ ମୃତ୍ୟୁ ବରଣ କରଛନ୍ତି ।ଲୋକପ୍ରିୟ ଫ୍ୟାଶନ୍ ଇନଫ୍ଲୁଏନ୍ସର ସୁରଭି ଜୌନ କ୍ୟାନସର ସହିତ ଯୁଦ୍ଧ ପରେ ମୃତ୍ୟୁ ବରଣ କରିଥିଲେ ତାଙ୍କର  ମୃତ୍ୟୁ ପରେ ପରିବାର ଲୋକ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ଇନଷ୍ଟାଗ୍ରାମରେ ତାଙ୍କର ବହୁତ ପ୍ରଶଂସକ ଥିଲେ।ସୁରଭି ଜୌନ ଓଭାରି କ୍ୟାନସର ପାଇଁ ଚିକିତ୍ସିତ ହେଉଥିଲେ। ଇନଷ୍ଟାଗ୍ରାମରେ ତାଙ୍କର ଶେଷ ପୋଷ୍ଟ ଥିଲା କିଛି ସପ୍ତାହ ପୂର୍ବରୁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଵା ଵେଳେ ତାଙ୍କର ଏକ ଫୋଟ ସେୟାର କରିଥିଲେ।

ମୁଁ ମୋର ସ୍ୱାସ୍ଥ୍ୟ ବିଷୟରେ କାହାକୁ ଅପଡେଟ୍ କରିନାହିଁ ସେ ଲେଖିଛନ୍ତି ଯେ ମୁଁ ଏଵେ ଡାକ୍ତରଖାନାରେ ଅଛି। ସୁରଭି ଜୌନ ଦ୍ୱିତୀୟ ଥର କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ୨୭ ବର୍ଷ ବୟସରେ ତାଙ୍କର ପ୍ରଥମେ ଆକ୍ରାନ୍ତ ହୋଇଥିଲେ। ପରେ ସେ ଏକ ବଡ଼ ଅସ୍ତ୍ରୋପଚାର କରିଥିଲେ।

ଆହୁରି ପଢନ୍ତୁ ବିଦେଶ ଖବର...

BOBBY DAS
23m ago
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
34m ago
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
37m ago
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ