ସ୍ୱିଚଅଫ ଫୋନର ମିଳିବ ଲୋକେସନ
by Argus News
Wed, Apr 10 | 6:10 p.m.

ନୂଆଦିଲ୍ଲୀ: ଗୁଗଲର ବଡ ଅପଡେଟ୍‌। ସ୍ୱିଚ ଅଫ ଫୋନର ମିଳିବ ଲୋକେସନ। ଆଜ୍ଞା ହଁ ଗୁଗଲ ଦ୍ୱାରା ନୂଆ  Find My Device ର ଅନୁଶନ୍ଧାନ କରାଯାଇଛି। ଯାହା ପୁରୁଣା ଭର୍ସନ ତୁଳନାରେ ଯଥେଷ୍ଟ ଅପଗ୍ରେଡ୍। ଲାଟେଷ୍ଟ ଭର୍ସନ ସମ୍ପର୍କରେ କୁହାଯାଇଛି ଯେ,  ଯଦି Pixel 8 ଏବଂ Pixel 8 pro ସ୍ୱିଚ ମଧ୍ୟ ହୋଇଯାଉଛି ଏହା ପରେ ବି ଏହାର ଲୋକେସନର ସର୍ଚ କରାଯାଇପାରିବ।  ଚୋରି ହୋଇଯାଇଥିବା ସ୍ମାର୍ଟଫୋନକୁ ଖୋଜିବାରେ ସାହାର୍ଯ୍ୟ କରିବ find my device ର  crowdsourced network ।

ଏହି ଲାଟେଷ୍ଟ ଭର୍ସନ ଅପଡେଟ୍‌ ପରେ ଅଫଲାଇନ ବା ସ୍ୱିଚ୍ ଅଫ ଥିବା ଫୋନ ରିଙ୍ଗ ହେବ  ଏବଂ ଗୁଗଲ ମ୍ୟାପରେ  ଏହାର ଲୋକେସନ ମଧ୍ୟ ଦେଖିପାରିବେ  ୟୁଜର୍ସ।  ଆସନ୍ତା ସମୟରେ ମଧ୍ୟ ଏହି ଫିଚରକୁ  ଅନ୍ୟ ଡିଭାଇସରେ ବିସ୍ତାର ହେବାକୁ ଯାଉଛି ବୋଲି ସୂଚନା।  ତେବେ ବର୍ତ୍ତମାନ ଏହି ଫିଚର  ଆମେରିକା ଏବଂ କାନାଡାରେ ଜାରି କରାଯାଇଛି । ଖୁବ ଶୀଘ୍ର ବିଶ୍ୱର ଅନ୍ୟ ଦେଶମାନଙ୍କରେ ଉପଲବ୍ଧ ହେବ। 
ଅଧିକ ପଢନ୍ତୁ  ଭାରତ ଖବର 

ମୃତ୍ୟୁ
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ
ଚୁଆପାଣି
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ