ବିଶ୍ବ ଖୁସି ସୂଚକାଙ୍କରେ ପୁଣି ଥରେ ଫିନଲାଣ୍ଡ
by Argus News
Wed, Mar 20 | 12:36 p.m.

ଅର୍ଗସ ବ୍ୟୁରୋ : ଫିନଲାଣ୍ଡର ଲୋକମାନେ ସବୁଠାରୁ ଖୁସିରେ ଅଛନ୍ତି । ବିଶ୍ବ ଖୁସି ସୂଚକାଙ୍କରେ ପୁଣି ଥରେ ଫିନଲାଣ୍ଡ ପ୍ରଥମ ସ୍ଥାନରେ ରହିଛି । ଲଗାତର ୭ବର୍ଷ ଧରି ଫିନଲାଣ୍ଡ ପ୍ରଥମ ସ୍ଥାନରେ ରହୁଛି । ଡେନମାର୍କ, ଆଇସଲ୍ୟାଣ୍ଡ, ସ୍ବିଡେନ୍ ବିଶ୍ବ ଖୁସି ସୂଚକାଙ୍କର ଶ୍ରେଷ୍ଠ ୧୦ଟି ସ୍ଥାନରେ ରହଛନ୍ତି । ବିଶ୍ବ ଖୁସି ସୂଚକାଙ୍କରେ ସବୁଠୁ ତଳେ ରହିଛି ଆଫଗାନିସ୍ତାନ । ଏହାର ରାଙ୍କ ରହିଛି ୧୪୩ । ୨୦୨୦ରେର ତାଲିବାନ କ୍ଷମତା ଅକ୍ତିଆର କରିବା ପରଠାରୁ ଆଫଗାନିସ୍ତାରେ ଲୋକଙ୍କ ଅବସ୍ଥା ବିଗିଡିବାରେ ଲାଗିଛି ।

ଅଧିକ ପଢନ୍ତୁ : ପଖାଳ କଂସାକୁ, କଂଚା ଲଙ୍କା : ଶୁଖୁଆ ପୋଡ଼ାକୁ, ରସୁଣ ପାଖୁଡ଼ା....ଓଃ ପାଗ ପୂରା ଜମିଲା

ଖୁସି ସୂଚକାଙ୍କରେ ଆମେରିକା ୨୩ତମ ସ୍ଥାନରେ ଥିବା ବେଳେ ଜର୍ମାନୀ ୨୪ ତମ ସ୍ଥାନରେ ରହିଛି । ଏସୀୟ ଦେଶ କୁଏତ ଏହି ତାଲିକାର ୧୩ତମ ସ୍ଥାନରେ ରହିଛି । ନାଗରିକମାନଙ୍କ ଜୀବନକୁ ନେଇ କେତେ ସନ୍ତୁଷ୍ଟ, ସାମାଜିକ ଦାୟିତ୍ବବୋଧ, ସ୍ବାଧୀନତା, ବଦାନ୍ୟତା, ଦୁର୍ନୀତି ପ୍ରସଙ୍ଗକୁ ନେଇ ଜାତିସଂଘ ପକ୍ଷରୁ ବିଶ୍ବ ଖୁସି ସୂଚକାଙ୍କ ପ୍ରକାଶ ପାଇଛି ।

ନୋଟ୍ ବଣ୍ଟା
4m ago
ହାରିବା ଭୟରେ ବିଜେଡିର ଟଙ୍କା ବଣ୍ଟା ଅଭିଯାନ
ସମ୍ବଲପୁର: ଅର୍ଗସ ହାତରେ ଲାଗିଲା ପୁଣି ଏକ ଏକ୍ସକ୍ଲୁସିଭ୍ ଭିଯୁଆଲ । 500 ଟଙ୍କିଆ ନୋଟ୍ ବଣ୍ଟା ହେବା ବେଳେ ଛିଡୁ ନାହିଁ ଭାଗ । କିଏ କେତେ ନେବ ତାକୁ ନେଇ ଚାଲିଥିଲା ଯୁକ୍ତି
'ସନ୍ଥକବି'
10m ago
ପାଣ୍ଡିଆନ କହିଲେ 'ସନ୍ଥକବି' ଗଙ୍ଗାଧର ମେହେର
ସମ୍ବଲପୁର: ସଭାରେ ବିଳିବିଳେଇଲେ ପାଣ୍ଡିଆନ । ସମ୍ବଲପୁର ସଭାରେ ସମ୍ବୋଧନ କରୁଥିବା ସମୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ କହିଲେ 'ସନ୍ଥ କବି' । ଭୀମଭୋଇଙ୍କ ନାମ ପୂର୍ବରୁ କେବ
MODI
19m ago
ସରକାର ଆସିବ ଗରିବଙ୍କ ଟଙ୍କା ଫେରିବ :ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଇଡି ଦ୍ୱାରା ଜବତ ହୋଇଥିବା ସମସ୍ତ ଟଙ୍କାକୁ ଆମ ସରକାର ଆସିଲେ ଗରିବ ଲୋକଙ୍କୁ ସବୁ ଟଙ୍କା ଫେରସ୍ତ କରାଯିବ ବୋଲ଼ି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଆହୁରି ମଧ୍ୟ କହିଛନ୍ତ