ଫ୍ଲାଇଙ୍ଗ ସ୍କ୍ୱାର୍ଡର ଚଢ଼ାଉ, ୧୩ଟି ମୋଟର ସାଇକେଲ ଜବତ
by Argus News
Sat, Apr 20 | 10:55 a.m.

ଅର୍ଗସ ବ୍ୟୁରୋ:  ଦିନକୁ ଦିନ ବଢ଼ୁଛି ଲୁଟେରାଙ୍କ ରାଜ।  ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା କାଲଟା ନିକଟରେ ପ୍ଲlଇଙ୍ଗ ସ୍କ୍ବାର୍ଡ ଓ ଜିଏସଟି ମିଳିତ ଚଢାଉ କରି ଗୋଟିଏ ଆଇଚର୍ 407 ଗାଡ଼ି ଓ ୧୩ଟି ମୋଟର ସାଇକେଲ ଜବତ କରିଛି। ବାଇକ ଗୁଡିକର କୌଣସି କାଗଜପତ୍ର ନାହିଁ । ବାଇକ ଗୁଡିକ କିଏ ଆଣୁଥିଲା ସେ ନେଇ ତଦନ୍ତ ଜାରି ରହିଛି । ରାଉରକେଲାରୁ ବଡବିଲ ଅଭିମୁଖେ ସେ ବାଇକ ଗୁଡିକୁ ନିଆଯାଉଥିଲା । ଏହାସହ ଅଧିକ ତଦନ୍ତ ଜାରି ରହିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ