ଜାମ୍ମୁ କାଶ୍ମୀରରେ ହାଡ଼ ଭଙ୍ଗା ଶୀତ, ମାଇନସ ୫ ଡିଗ୍ରୀରେ ଥରୁଛି କାଶ୍ମୀର ଉପତ୍ୟକା
by Argus News
Tue, Jan 02 | 7:48 a.m.

ଅର୍ଗସ ବ୍ୟୁରୋ: ଜାମ୍ମୁ କାଶ୍ମୀରରେ ହାଡ଼ ଭଙ୍ଗା ଶୀତ । ମାଇନସ ୫ ଡିଗ୍ରୀରେ ଥରୁଛି କାଶ୍ମୀର ଉପତ୍ୟକା । ବରଫରେ ଢାଙ୍କି ହୋଇ ଆହୁରି ସୁନ୍ଦର ଲାଗୁଛି ଧରଣୀ । ଭାରତର ଏହି ଭୂସ୍ବର୍ଗକୁ ଦେଖିବାକୁ ଏବେ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ଼ । ଶୀତ ସାଙ୍ଗକୁ ସକାଳୁ ସକାଳୁ ଦେଖିବାକୁ ମିଳୁଛି ଘନ କୁହୁଡ଼ି । ଡାଲ ହ୍ରଦର ପାଣି ଉପରେ ବରଫର ଚାଦର ଜମିଥିବା ଦେଖିବାକୁ ମିଳିଛି । ଯାହା ନୌକାବିହାର ସମୟରେ ପର୍ଯ୍ୟଟକଙ୍କ ମନ ମୋହୁଛି । ପ୍ରବଳ ଥଣ୍ଡାରେ ହ୍ରଦରେ ଡଙ୍ଗାରେ ବୁଲି ମଜା ନେଉଛନ୍ତି ଲୋକେ ।

ଅଧିକ ପଢ଼ନ୍ତୁ ଦେଶ ଖବର:

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ