ତେବେ ଏହି ଟିପ୍ସ ଆପଣାନ୍ତୁ ...
by Argus News
Wed, May 08 | 3:48 p.m.

ଅର୍ଗସ ବ୍ୟୁରୋ: ସମସ୍ତଙ୍କ ଘରେ ମଶା,ମାଛି, ଝିଟିପିଟି ରହିଥାନ୍ତି ।ଏମାନଙ୍କର ରହିବା ଦ୍ଵାରା ଘର ଅପରିଷ୍କାର ହୋଇଥାଏ । ତାହା ସହ ପିଲାମାନଙ୍କ ପ୍ରତି ମଧ୍ୟ ଅନେକ ବିପଦ ଥାଏ ।ମଶା,ମାଛି, ଝିଟିପିଟିଙ୍କର ରହିବାରେ ଆପଣ ବି ବିରକ୍ତି ହୋଇଯାଇଥିବେ । ଯଦି ସେମାନଙ୍କର ଆସିବା ବନ୍ଦ କରବାକୁ ଚାହୁଛନ୍ତି ତେବେ ଏହି ଟିପ୍ସ ଆପଣାନ୍ତୁ । ଏହି ଗୁଡିକ କରିବା ଦ୍ଵାରା ଘରରୁ କୋଷେ ଦୂରରେ ରହିବେ ସେମାନେ ।

ବହୁତ ଭଲ ବାସ୍ନା କରୁଥିବା ତେଲରେ ତୁଳା ଵୁଢାଇ କବାଟ କିମ୍ଵା ଝରକା ପାଖରେ ରଖିଦିଅନ୍ତୁ । ଏହିପରି କରିବା ଦ୍ଵାରା ମଶା,ମାଛି ଘରରୁ ଦୂରରେ ରହିବେ 

ଯେଉଁ ଜାଗାରେ ଅଧିକ ମାଛି ହୋଉଥିବେ ସେହି ଜାଗାରେ ଡାଲଚିନି ରଖିଦିଅନ୍ତୁ । ଡାଲଚିନି ରଖିବା ଦ୍ଵାରା ତା ଆଖ ପାଖରେ ମଶା,ମାଛି କିଛି ରହିବେନି । 

ଝିଟିପିଟିକୁ ଘରରୁ ଦୂରେଇବା ପାଇଁ ମୟୂର ପୁଛର ବ୍ୟବହାର କରନ୍ତୁ । ଏହାକୁ ଘରର କାନ୍ଥରେ ଲଗିଇଲେ ଝିଟିପିଟି ଆସିବେନି । 

ଅଣ୍ଡାର ଚୋପାକୁ କାନ୍ଥ ପାଖରେ ରଖିଲେବି ଝିଟିପିଟି କମ ହୋଇଥାଏ । ଖାଲିସେତିକି ନୁହେଁ ର୍କପୂର ଧୁଆଁକୁ ଦେବା ଦ୍ଵାରା ମଶା,ମାଛି କମ ହୋଇଥାଏ । 

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍