କେବେ ବି ଏହି ଦୁଇ ବ୍ୟକ୍ତିଙ୍କ ଘରେ ଭୋଜନ କରନ୍ତୁ ନାହିଁ !
by Argus News
Tue, Apr 16 | 4:36 p.m.

 ନୂଆଦିଲ୍ଲୀ: କେବେ ବି ଏହି ଦୁଇ ବ୍ୟକ୍ତିଙ୍କ ଘରେ ଭୋଜନ କରନ୍ତୁ ନାହିଁ।  ନହେଲେ ସର୍ବଦା ଦୁଃଖି ରହିବା ସହିତ କାଙ୍ଗାଳ ହୋଇଯିବେ । ଗରୁଡ ପୁରାଣ ଅନୁସାରେ  ଯେକୌଣସି ବି ବ୍ୟକ୍ତି ଏହି ଦୁଇ ବ୍ୟକ୍ତିଙ୍କ ଘରେ ଭୋଜନ କରିବା କଥା ନୁହେଁ। ଗରୁଡ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି କିଛି ଅପରାଧ କରିଛି ଅଥବା  ଅପରାଧି ଭାବେ ସାବ୍ୟସ୍ତ ହୋଇସାରିଛି ସେହି ବ୍ୟକ୍ତିଙ୍କ ଘରେ ଖଦ୍ୟ ଗ୍ରହଣ କରିବା ଉଚିତ୍‌ ନୁହେଁ।  ଗରୁଡ ପୁରାଣ ଅନୁସାରେ  ଅଭିଯୁକ୍ତଙ୍କ  ଘରେ  ଭୋଜନ କଲେ ନକରାତ୍ମକ ପ୍ରଭାବ ପଡିଥାଏ।

 ଯଦି କୌଣସି ବ୍ୟକ୍ତି ଏପରି କରନ୍ତି ତାଙ୍କୁ ପାପ ଲାଗିଥାଏ ଏବଂ ଜୀବନରେ ଅନେକ ପ୍ରକାର ସମସ୍ୟା  ଆସିଥାଏ।  ଗରୁଡ ପୁରାଣରେ ଆହୁରି ମଧ୍ୟ କୁହାଯାଇଛି ଯେ,  ମଣିଷଙ୍କୁ କେବେ ବି  ଏପରି ବ୍ୟକ୍ତିଙ୍କ ଘରେ ଭୋଜନ କରିବା ଉଚିତ୍‌ ନୁହେଁ ଯେଉଁମାନେ  ଇଶ୍ୱରଙ୍କୁ ନିନ୍ଦା କରିଥାନ୍ତି।  ଇଶ୍ୱରଙ୍କୁ ନିନ୍ଦା କରୁଥିବା ବ୍ୟକ୍ତି  ଭଲ ବ୍ୟକ୍ତି ନଥାନ୍ତି। ଏପରି ଲୋକଙ୍କ ସହ ସମ୍ପର୍କ   ଯୋଡିବା ଉଚିତ୍‌ ନୁହେଁ।   ଇଶ୍ୱର ନିନ୍ଦା, ଅଧାର୍ମିକ  ଆଚରଣ କରୁଥିବା ବ୍ୟକ୍ତିଙ୍କ ଘରେ ଭୋଜନ କଲେ ଆପଣଙ୍କୁ ମହଙ୍ଗା ପଡିପାରେ।  

ଅଧିକ ପଢନ୍ତୁ ଭାରତ ଖବର
 

ବିଜେଡି
7m ago
ରେଢାଖୋଲରେ ଟଙ୍କା ବାଣ୍ଟି ଭୋଟ କିଣୁଛି ବିଜେଡି
ସମ୍ବଲପୁର: ଯୋଡି ଶଙ୍ଖ ପାଇଁ ଯୋଡି ୫୦୦ ଟଙ୍କା । ରେଢାଖୋଲରେ ଟଙ୍କା ବାଣ୍ଟି ଭୋଟ କିଣୁଛି ବିଜେଡି। MP ଏବଂ MLA ଭୋଟ୍‌ ପାଇଁ ଜଣଙ୍କ ପିଛା ଏକ ହଜାର ଟଙ୍କା ଲେଖାଏଁ ବାଣ୍ଟୁଛ
HANUMAN
20m ago
ହନୁମାନଙ୍କୁ କାହିଁକି ସିନ୍ଦୁର ଲଗାଯାଏ
ଅର୍ଗସ ବ୍ୟୁରୋ: ଦେଶର ସମସ୍ତ ସ୍ଥାନରେ ହନୁମାନଙ୍କ ପୂଜା କରାଯାଏ । ଏହା ସହ ପ୍ରତି ବର୍ଷ ହନୁମାନ ଜୟନ୍ତୀ ମଧ୍ୟ ଏକ ବଡ ପର୍ବ ଭାବେ ପାଳନ କରାଯାଏ । ତେବେ ପ୍ରତିବର୍ଷ ଚନ୍ଦ୍ର ମାସ
2 CRORE FRAUD
25m ago
୨ କୋଟି ଟଙ୍କା ଠକେଇ ଘଟଣା ଗିରଫ ହେଲେ ବିମାଳାନନ୍ଦ ଭୂୟାଁ
ଅର୍ଗସ ବ୍ୟୁରୋ : ୨ କୋଟି ଟଙ୍କା ଠକେଇ ଘଟଣା ଗିରଫ ହେଲେ ପ୍ରୋପ୍ରାଇଟର ବିମାଳାନନ୍ଦ ଭୂୟାଁ । ଅଭିଯୁକ୍ତଙ୍କୁ ଲକ୍ଷ୍ନୌରୁ ଇନ୍ଦିରାନଗରରୁ ଗିରଫରୁ କରାଯାଇଛି । ଅଭିଯୁକ୍ତ ବିମାଳାନନ୍ଦ ଭୂୟା