ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ଗୌତମ ଆଦାନୀ ଏବଂ ତାଙ୍କ ପରିବାର  
by Argus News
Tue, May 07 | 1:21 p.m.

ନୂଆଦିଲ୍ଲୀ: ଗଣତନ୍ତ୍ରର ମହାପର୍ବରେ ସାମିଲ୍ ହୋଇଛନ୍ତି ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀ ଏବଂ ତାଙ୍କ ପରିବାର । ତୃତୀୟ ପର୍ଯ୍ୟାୟ ପାଇଁ ଚାଲିଥିବା ଭୋଟିଂରେ ଅମ୍ମଦାବାଦର ଏକ ପୋଲିଂ ବୁଥରେ ନିଜର ମତାଧିକାରୀ ସାବ୍ୟସ୍ତ କରିଛନ୍ତି ଗୌତମ ଆଦାନୀ।

ଭୋଟ ଦେବା ପରେ ଟ୍ବିଟ୍ କରି ଗୌତମ ଆଦାନୀ କହିଛନ୍ତି ଯେ, ଦେଶର ଜଣେ ନାଗରିକ ହିସାବରେ ଭୋଟ୍ ଦେବା ଆମର ଅଧିକାର ଏବଂ ଦାୟିତ୍ବ ।  ଆମର ଗଣତନ୍ତ୍ର ପାଇଁ ପ୍ରତ୍ୟେକ ଭୋଟ୍ ହେଉଛି ଏକ ଦୃଢ ସ୍ବର। ତେଣୁ ଭାରତର ଭବିଷ୍ୟତ ଗଠନ ପାଇଁ ଭୋଟ୍ ଦେବାକୁ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି ଗୌତମ ଆଦାନୀ। ଲୋକମାନେ ଘରୁ ବାହାରକୁ ଆସିବା ସହ ଅଧିକରୁ ଅଧିକ ଭୋଟ ଦେବାକୁ ଅପିଲ କରିଛନ୍ତି ଗୌତମ ଆଦାନୀ।

ଅଧିକ ପଢନ୍ତୁ  ଭାରତ ଖବର 

ନିହଲପ୍ରସାଦ ନିକଟରେ
2m ago
ନିହଲପ୍ରସାଦ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ୨ମୃତ
ଅର୍ଗସ ବ୍ୟୁରୋ: ଢ଼େଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଟୋଲରପଶି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ
ଅମିତ ଶାହ
20m ago
ଆସନ୍ତା କାଲି ପରଜଙ୍ଗ ଆସୁଛନ୍ତି ଅମିତ ଶାହ , ବିଶାଳ ଜନସଭାକୁ କରିବେ ସମ୍ବୋଧନ
ଢେଙ୍କାନାଳ : ଆସନ୍ତା କାଲି ପରଜଙ୍ଗ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବିଶାଳ ଜନସଭାକୁ କରିବେ ସମ୍ବୋଧନ |ତେବେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ କଙ୍କଡାହାଡ଼ ବ୍ଲକର ବାଟ ଗା
ମତଦାନ
24m ago
ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ: ଦିନ ଗୋଟାଏ ସୁଦ୍ଧା ୩୫.୩୧ ପ୍ରତିଶତ
ଭୁବନେଶ୍ୱର: ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ଦିନ ଗୋଟାଏ ସୁଦ୍ଧା ୩୫.୩୧ ପ୍ରତିଶତ ମତଦାନ । 5 ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର