OTT ଲଭର୍ ଙ୍କ ପାଇଁ ଖୁସି ଖବର
by Argus News
Sat, Sep 21 | 11:03 a.m.

ଅର୍ଗସ ବ୍ୟୁରୋ: OTT ଲଭର୍ ଙ୍କ ପାଇଁ ଖୁସି ଖବର । ଏଥର ପାର୍ବଣରେ ଜିଓର ଧମାକେ ଧାର୍ ଅଫର୍ । ମାତ୍ର 175 ଟଙ୍କା ରିଚାର୍ଜ କରି ପାଆନ୍ତୁ ଅନଲିମିଟେଡ୍ ଡାଟା ଓ 11ଟି ପପୁଲାର୍ OTT ପ୍ଲାଟ୍ ଫର୍ମର ସବସ୍କ୍ରିପ୍ ସନ୍   । ସବୁବେଳେ କଷ୍ଟମର୍ ଫ୍ରେଣ୍ଡଲୀ ପ୍ଲାନ କରୁଥିବା ଜିଓ ପୁଣି ଏକ ନୂଆ ଅଫର୍ ଆଣିଛି । ଯାହା ଗ୍ରହକଙ୍କ ମନ ଖୁସି କରିଦେବ । ପୁଣି ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବାବେଳେ ଏହି ଆକର୍ଷଣୀୟ ଅଫର୍ ଆଣିଛି ଜିଓ ।

ମାସକୁ ମାତ୍ର 175 ରିଚାର୍ଜ କରି ଆପଣ ପାଇପାରିବେ 11ଟି ପପୁଲାର୍ OTT ପ୍ଲାଟ୍ ଫର୍ମର ସବସ୍କ୍ରିପ୍ ସନ୍ । ଆଉ 10 ଜିବିର ହାଇସ୍ପିଡ୍ ଡାଟା । ସବୁଠୁ ମଜାଦାର୍ କଥା ହେଉଛି 10 ଜିବି ଡାଟା ସରିବା ପରେ ବି ଆପଣ ଏହି ସୁବିଧାର ଲାଭ ଉଠାଇପାରିବେ । ଏହି ପ୍ଲାନ୍ ର ଭାଲିଟିଡି 28 ଦିନ । 175 ଟଙ୍କା ରିଚାର୍ଜ କଲେ 11ଟି ପପୁଲାର୍ ଓଟିଟି ପ୍ଲାଟଫର୍ମ ଯେପରିକି sonyLiv, zee5, jiocinema premium, lionsgate play, discovery+, sunNXT, KANCHA LANNKA, Planet marathi, chaupal, hoichoi, jioTV । 

ତେବେ ମନେ ରଖନ୍ତୁ ଏହା କେବଳ ଡାଟା ପ୍ଲାନ୍ । ଏହି ପ୍ଲାନ୍ ରିଚାର୍ଜ କଲେ ଆପଣ ପାଇବେ ଜିଓ ସିନେମା ପ୍ରିମିୟମ୍ କୁପନ୍ । ଏହାସହ ଏହି 11ଟି ଚ୍ୟାନେଲ୍ ରେ ଆପଣଙ୍କ ମନ ପସନ୍ଦର ସୋ ଦେଖି ଛୁଟି କଟାଇପାରିବେ । ରିଲାଏନ୍ସ ଜିଓ ଉପଭୋକ୍ତାମାନଙ୍କ ପାଇଁ ମାସିକ, ତ୍ରୈ ମାସିକ ଏବଂ ବାର୍ଷିକ ଯୋଜନାରେ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଅଫର୍ ଦେଇଥାଏ । ଯାହା ଏୟାରଟେଲ ଏବଂ ଅନ୍ୟମାନଙ୍କ ତୁଳନାରେ ଖୁବ ଶସ୍ତା ମୂଲ୍ୟରେ ଗ୍ରାହକଙ୍କୁ ମାଗଣା unlimited 5G ଡାଟା ପ୍ରଦାନ କରିଥାଏ । ଯାହା ୟୁଜର୍ ଫ୍ରେଣ୍ଡଲୀ ହେବା ସହ କଷ୍ଟମର୍ ଙ୍କୁ ବେଶ ଆକୃଷ୍ଟ କରିଥାଏ ।

ତିରୁପତି ମନ୍ଦିର
51m ago
ମାଛ ତେଲରେ ଛଣା ଯାଉଛି ଠାକୁରଙ୍କ ଲଡୁ !
ନୂଆଦିଲ୍ଲୀ: ତିରୁପତି ମନ୍ଦିରକୁ ନେଇ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ । ମନ୍ଦିରରେ ଯେଉଁ ଲଡୁ ମିଳୁଛି ସେହି ଲଡୁରେ ପଶୁ ଚର୍ବି ଓ ମାଛ ତେଲରେ ଛଣାଯାଉଛି । ଏମିତି ଚାଂଚଲ୍ୟକର ତଥ୍
ବଜ୍ରାଘାତ
ଗତ 5ବର୍ଷରେ ଓଡିଶାରେ 11ଶହରୁ ଅଧିକ ଲୋକଙ୍କ ମୃତ୍ୟୁ
ମୟୂରଭଞ୍ଜ: ରାଜ୍ୟରେ ଦିନକୁ ଦିନ ବଢୁଛି ବଜ୍ରାଘାତ ଜନିତ ମୃତ୍ୟୁ। ବିଗତ ୫ ବର୍ଷ ମଧ୍ୟରେ ସମଗ୍ର ଓଡ଼ିଶାରେ ୧୧ ଶହରୁ ଅଧିକ ଲୋକ ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି । କେବଳ ମୟୂରଭଞ୍
ବୁମରା
ରେକର୍ଡ କଲେ ବୁମରା,୧୦ମ ବୋଲର ଭାବେ ୪୦୦ ୱିକେଟ୍ କ୍ଲବରେ ହେଲେ ସାମିଲ୍
ଅର୍ଗସ ବ୍ୟୁରୋ:ବାଂଲାଦେଶ ବିପକ୍ଷ ଟେଷ୍ଟରେ ଦେଖିବାକୁ ମିଳିଛି ଭାରତର ଷ୍ଟାର ବୋଲର ଯଶପ୍ରୀତ ବୁମରାଙ୍କ କମାଲ୍ । ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ହାସନ ମହମୁଦଙ୍କୁ ଆଉଟ