ନୂଆ ବର୍ଷକୁ ନୂଆ ଢ଼ଙ୍ଗରେ ସ୍ବାଗତ
by Argus News
Mon, Jan 01 | 9:32 p.m.

ଅର୍ଗସ ବ୍ୟୁରୋ : ନୂଆ ବର୍ଷକୁ ନୂଆ ଢ଼ଙ୍ଗରେ ସ୍ବାଗତ । ନୂଆ ସୁର୍ଯ୍ୟୋଦୟରେ ସୂର୍ଯ୍ୟ ନମସ୍କାର କରି ଗିନିଜ ଓ୍ୱାର୍ଲ୍ଡ ରେକର୍ଡ କଲେ ଗୁଜରାଟବାସୀ । ପ୍ରାୟ ୪ ହଜାର ଲୋକ ଏକସଙ୍ଗେ ୧୦୮ଟି ସ୍ଥାନରେ ସୂର୍ଯ୍ୟ ନମସ୍କାର କରି ବିଶ୍ବ ରେକର୍ଡ କରିଛନ୍ତି । ପ୍ରସିଦ୍ଧ ମୋଢ଼େରା ସୂର୍ଯ୍ୟ ମନ୍ଦିରରେ ଏହି ସୂର୍ଯ୍ୟ ନମସ୍କାର କରି ନୂଆ ରେକର୍ଡ ସ୍ଥାପନ କରାଯାଇଛି । 

ଅଧିକ ପଢନ୍ତୁ ଭାରତ ଖବର

ଏହି କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଓ ଗୃହମନ୍ତ୍ରୀ ହର୍ଷ ସାଂଘବୀ ମଧ୍ୟ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହାର ଫଟୋ ସେୟାର କରିବା ସହ ସମସ୍ତଙ୍କୁ ନିଜ ଦୈନନ୍ଦିନ ଜୀବନରେ ସୂର୍ଯ୍ୟ ନମସ୍କାରକୁ ସାମିଲ କରିବାକୁ ଅପିଲ କରିଛନ୍ତି ।

SECOND
1m ago
ଶନିବାର ଥମିଛି ପ୍ରଚାର, ଆସନ୍ତାକାଲି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ
ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଶନିବାର ଥମିଛି ପ୍ରଚାର । ସମସ୍ତ ବଳ ଲଗାଇ ଦେଇଛନ୍ତି ପ୍ରାର୍ଥୀ । ଜନତାଙ୍କ ମନ ଜିତିବା ସହ ବିକାଶ ଓ ନି
LOW PRESSURE
29m ago
ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା, ପାଣିପାଗ ବିଭାଗର ସୂଚନା
ଅର୍ଗସ ବ୍ୟୁରୋ: ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ହୋଇପାରେ ବର୍ଷା । ପ୍ରାକ୍ ମୌସୁମୀ ଋତୁରେ ବାତ୍ୟା ଆକଳନ କଲ
IPL-2024
37m ago
ରୋମାଞ୍ଚକର ସ୍ଥିତିରେ IPL-2024, ପ୍ଲେଅଫ୍‌ରେ ଆର୍‌ସିବି
ଅର୍ଗସ ବ୍ୟୁରୋ: ରୋମାଞ୍ଚକର ସ୍ଥିତିରେ IPL-2024 । ପ୍ଲେଅଫ୍‌ରେ ଆର୍‌ସିବି । ଚେନ୍ନାଇ ସୁପର୍ କିଙ୍ଗ୍ସକୁ ପଛକୁ ହଟାଇ ଅପ୍ରତ୍ୟାଶିତ ଭାବେ ପ୍ଲେଅଫ୍ ଯୋଗ୍ୟତା ଅର୍ଜ