ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କୁ ଅଷ୍ଟ୍ରେଲିଆରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ
by Argus News
Thu, Feb 15 | 7:30 p.m.

ଅର୍ଗସ ବ୍ୟୁରୋ:  ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କୁ ଅଷ୍ଟ୍ରେଲିଆରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଅଷ୍ଟ୍ରେଲିଆର ରାଜଧାନୀ କାନବେରା ସ୍ଥିତ ଫ୍ଲୋରେଠାରେ ଅବସ୍ଥିତ ହିନ୍ଦୁ ମନ୍ଦିରରେ ଅଷ୍ଟ୍ରେଲିଆରେ ଅବସ୍ଥାପିତ। ଭାରତୀୟ ହାଇ କମିଶନର ଗୋପାଳ ବାଗଲେ ଏବଂ ଅଷ୍ଟ୍ରେଲିଆ ହିନ୍ଦୁ କାଉନସିଲ୍‍ର ନିର୍ଦ୍ଦେଶକ ପ୍ରକାଶ
ମେହେଟ୍ଟା ଗୁରୁଜୀ ଡଃ ଶତପଥୀଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।ସୂଚନାଯୋଗ୍ୟ ଯେ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀ ତାଙ୍କର ବିଶ୍ୱ ସାଇ ଆନ୍ଦୋଳନ ପ୍ରେକ୍ଷାପଟ୍ଟରେ।ଅଷ୍ଟ୍ରେଲିଆ ମହାଦେଶରେ ଭ୍ରମଣକରି ଏକାଧିକ ମନ୍ଦିର ପ୍ରତିଷ୍ଠା କରିବା ସହିତ ଅନେକ ଦାତବ୍ୟ ଓ ସାମାଜିକ କାର୍ଯ୍ୟକୁ ପ୍ରୋତ୍ସାହିତ କରିଛନ୍ତି । ବିଶେଷକରି ପ୍ରବାସୀ ଭାରତୀୟ ଏବଂ ଓଡ଼ିଆ ସମୁଦାୟ ମଧ୍ୟରେ ସୁବିଚାର, ସେବା ଏବଂ ସାମାଜିକ ଓ ସାଂସ୍କୃତିକ ଜାଗରଣ ସୃଷ୍ଟି କରିବାରେ ଗୁରୁଜୀ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି ।

ଏହି ଅବସରରେ ଅଷ୍ଟ୍ରେଲିଆରେ ଶ୍ରୀଗୁରୁ ଭାଗବତର ପ୍ରସାର ଆରମ୍ଭ ହୋଇଥିଲା । ଅଷ୍ଟ୍ରେଲିଆରେ ବସବାସ କରୁଥିବା ହିନ୍ଦୁ ସମ୍ପ୍ରଦାୟର ଅଧିବାସୀମାନେ ସଂଗୀତ ଓ ନୃତ୍ୟ ମାଧ୍ୟମରେ ଶ୍ରୀଗୁରୁ ଭାଗବତର ମନୋରମ ପରିବେଷଣ କରିଥିଲେ । ଗୁରୁଜୀ ସମବେତ ବିଶାଳ ଜନତା ଓ ବୁଦ୍ଧିଜୀବୀମାନଙ୍କୁ ଉଦ୍‍ବୋଧନଦେଇ ଧର୍ମ, ସଂସ୍କୃତି ଏବଂ ଶ୍ରଗୁରୁ ଭାଗବତର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।

ଅଧିକ ପଢ଼ନ୍ତୁ ବିଦେଶ ଖବର:

ମାତୃ ଦିବସ
33m ago
ମାତୃ ଦିବସ ଉପଲକ୍ଷେ ବୃଦ୍ଧାଶ୍ରମରେ ମା' ମାନଙ୍କୁ ପୂଜାର୍ଚ୍ଚନା
କଟକ : ଆଜି ପବିତ୍ର ମାତୃ ଦିବସ । ଏହି ଅବସର ରେ କଟକ ଜିଲ୍ଲା ନିଆଳି ବ୍ଲକ ବୃନ୍ଦାବନ ବୃଦ୍ଧାଶ୍ରମରେ ଭ୍ୟୁ ଫାଉଣ୍ଡେସନ ପକ୍ଷରୁ ମାତୃ ବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛ
TEMPERATURES
ନିର୍ବାଚନ ଥିବା ସହରରେ ତାପମାତ୍ରା ୪୦ ଡିଗ୍ରୀ ଭିତରେ ରହିବ
ଅର୍ଗସ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଅନୁକୂଳ ରହିବ ପାଗ। ନିର୍ବାଚନ ଥିବା ସହରରେ ତାପମାତ୍ରା ୪୦ ଡିଗ୍ରୀ ଭିତରେ ରହିବ । କିଛି ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାର
ପ୍ରଧାନମନ୍ତ୍ରୀ ମୋଦି
୨୦ ରେ ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ : ୨୦ ରେ ପୁଣି ଓଡ଼ିଶା ଆସୁଛନ୍ତି ମୋଦି । ପୁରୀରେ ରୋଡ଼ ସୋ କରିବେ ପ୍ରଧାନମନ୍ତ୍ରୀ । ଅନୁଗୁଳ ଓ କଟକରେ ବିଶାଳ ଜନସଭା କରିବେ ପିଏମ ମୋଦି । ସେହିପରି ଆସନ୍ତା 15 ତାରିଖ ଦି