ସ୍କୁଲରେ ଫେସିଆଲ ହେଉଥିଲେ ପ୍ରଧାନ ଶିକ୍ଷୟତ୍ରୀ, ଭାଇରାଲ ହେଲା ଭିଡିଓ
by Argus News
Fri, Apr 19 | 2:54 p.m.

ଅର୍ଗସ ବ୍ୟୁରୋ : ସ୍କୁଲକୁ ବିୟୁଟି ପାର୍ଲର ବନେଇ ଦେଲେ ପ୍ରଧାନ ଶିକ୍ଷୟତ୍ରୀ । ପାଠ ପଢାଇବା ବଦଳରେ ଚାଲିଛି ଫେସିଆଲ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଫେସିଆଲ କରୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । 

ପ୍ରଧାନ ଶିକ୍ଷୟତ୍ରୀ ସଂଗୀତା ସିଂ ସ୍କୁଲର ରୋଷେଇ ଘରେ ଫେସିଆଲ ହେଉଥିବାର ଦେଖିବାକୁ ମିଳିଥିଲା । ଏହି ସମୟରେ ସହକାରୀ ଶିକ୍ଷୟତ୍ରୀ ତାଙ୍କର ଭିଡିଓ ବନାଇଥିଲେ । ଏହି ସମୟରେ ପ୍ରଧାନ ଶିକ୍ଷୟତ୍ରୀ ଜଣକ ରାଗିଯାଇ ତାଙ୍କ ସହ ମାରପିଟ କରିଥିଲେ । ଏବଂ ତାଙ୍କ ହାତକୁ ମଧ୍ୟ କାମୁଡି ଦେଇଥିଲେ । ତାଙ୍କ ପାଟି ଶୁଣିବା ପରେ ଅନ୍ୟ ସହକାରୀ ଶିକ୍ଷକମାନେ ଆସି ତାଙ୍କୁ ଅଟକାଇ ଥିଲେ । ତେବେ ପୋଲିସ ଏନେଇ ତଦନ୍ତ ଜାରି ରଖିଛି । 

 

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକ ଏହାକୁ ନେଇ କମେଣ୍ଟ ଦେଇଛନ୍ତି । ଦଣେ ଲେଖିଛନ୍ତି, ସରକାରୀ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀମାନେ ପାଠ ପଢାଉନାହାନ୍ତି । ଅନ୍ୟଜଣେ ଲେଖିଛନ୍ତି, ସେହି ଶିକ୍ଷୟତ୍ରୀଙ୍କୁ ଭୟଙ୍କର ଦଣ୍ଡ ମିଳିବା ଦରକାର । 

SP
2m ago
ସପା ଓ କଂଗ୍ରେସ ମିଳିତ ଭାବେ ଦୁର୍ନୀତିର ଦୋକାନ ଚଳାଇବାକୁ ଚାହୁଁଛନ୍ତି: ମୋଦି
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶରେ ମୋଦିଙ୍କ ମାରାଥନ ପ୍ରଚାର । ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ନିର୍ବାଚନୀ ଜନସଭାରୁ ବିରୋଧୀ ସମାଜବାଦୀ ପାର୍ଟି ସମେତ ଇଣ୍ଡି ମେଣ୍
HIMANTA
17m ago
ପାଣ୍ଡିଆନ୍ ଲୁଚାଇ ରଖିଛନ୍ତି ରତ୍ନଭଣ୍ଡାର ଚାବି: ହିମନ୍ତ ବିଶ୍ୱଶର୍ମା
ଅର୍ଗସ ବ୍ୟୁରୋ: ପାଣ୍ଡିଆନଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ପାଣ୍ଡିଆନ୍ ଲୁଚାଇ ରଖିଛନ୍ତି ରତ୍ନଭଣ୍ଡାର ଚାବି । ଜଟଣୀ ଛତାବରର
TUKUNI
39m ago
ବିଜେପି କର୍ମୀଙ୍କୁ ଆକ୍ରମଣ କଲେ ଟୁକୁନିଙ୍କ ଗୁଣ୍ଡା !
ଅର୍ଗସ ବ୍ୟୁରୋ: ଟୁକୁନି ସାହୁଙ୍କ ଗୁଣ୍ଡାଙ୍କ ଆତଙ୍କରାଜ୍ ! ବିଜେପି କର୍ମୀଙ୍କୁ ଆକ୍ରମଣ କଲେ ଟୁକୁନିଙ୍କ ଗୁଣ୍ଡା ! ପୁଣି ସୀମା ଟପିଲେ ମନ୍ତ୍ରୀ ଟୁକୁନି ସାହୁଙ୍