କୋଲେଷ୍ଟର କଣ୍ଟ୍ରୋଲ କରିଥାଏ ରସୁଣ
by Argus News
Fri, Apr 12 | 3:24 p.m.

ନୂଆଦିଲ୍ଲୀ:  ନିଇତି ରସୁଣ ଖାଉଛନ୍ତି କି ? ତାହାଲେ ଆପଣଙ୍କ ଲାଗି ଏହା ଗୁରୁତ୍ଵପୂର୍ଣ୍ଣ ଖବର । କାରଣ ଆମମାନଙ୍କ ଭିତରୁ ଅନେକ ଲୋକ ରସୁଣ ଖାଇବାକୁ ପସନ୍ଦ କରନ୍ତି ନାହିଁ । ସେଥିରୁ ବାହାରୁଥିବା ଗନ୍ଧ...ବେଳେ ବେଳେ ଅନ୍ୟକୁ ବିରକ୍ତି କରାଏ । ତେଣୁ ଆମେ ଟିକିଏ କମ ଖାଆନ୍ତି ରସୁଣ । ହେଲେ ଆପଣ ଜାଣିଛନ୍ତି କି?  ରସୁଣ ଖାଇଲେ ଅନେକ  ଲାଭ ମିଳିଥାଏ ବୋଲି । ଯଦି ଆପଣ ପ୍ରତ୍ୟେକ  ଦିନ  ରସୁଣ ଖାଇବେ ତେବେ ଏଥିରୁ ୬ଟି ଉପକାର  ନିଶ୍ଚିତ ପାଇବେ । ଶରୀର ବି ସୁସ୍ଥ ରହିବ । 

ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ, ରସୁଣ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର ହୋଇଥାଏ ।  ପ୍ରତ୍ୟେକ ଦିନ ରସୁଣର ଦୁଇଟି କୋଲା ଖାଇବାଦ୍ୱାରା ଶରୀରକୁ ଲାଭ ହୋଇଥାଏ । ଏ କଥା ଆମେ ନୁହେଁ ବରଂ ଡାକ୍ତର ରାକେଶ ଗୁପ୍ତା କହିଛନ୍ତି । କାରଣ ରସୁଣ ଲାଭଦାୟକ ବୋଲି ପୂର୍ବରୁ ଆମେ ବି ଜାଣିଛନ୍ତି । ଖାଲି ଏତିକି ନୁହେଁ ବରଂ ରସୁଣ ଖାଇବା ଦ୍ୱାରା  କୋଷ୍ଠକାଠିନ୍ୟ  ସମସ୍ୟା ରହିନଥାଏ। କୋଲେଷ୍ଟରକୁ କଣ୍ଟ୍ରୋଲ କରିଥାଏ ରସୁଣ। ଏଥିସହିତ  ମୋଟାପା  କମାଇବାରେ ସାହାଯ୍ୟ କରିଥାଏ ରସୁଣ।  କଞ୍ଚା ରସୁଣ  ହାଇବ୍ଲଡ ପ୍ରେସର ରୋଗୀଙ୍କ ପାଇଁ ବେସ୍‌ ଲାଭଦାୟକ।  ରସୁଣ ଖାଇବା ଦ୍ୱାରା ଡାଇଜେସନ ବହୁତ ଭଲ ହୋଇଥାଏ।   ଏଥିସହିତ ଏହାର ସେବନ ଦ୍ୱାରା ଇମ୍ୟୁନିଟି ମଧ୍ୟ ବୁଷ୍ଟ ହୋଇଥାଏ। 

ଅଧିକ ପଢନ୍ତୁ ଭାରତ ଖବର 
 

ମୃତ୍ୟୁ
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ
ଚୁଆପାଣି
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ