ଉତ୍ତର ଭାରତରେ ପ୍ରବଳ ତୁଷାରପାତ
by Argus News
Wed, Jan 31 | 9:35 a.m.

ଅର୍ଗସ ବ୍ୟୁରୋ: ଉତ୍ତର ଭାରତରେ ପ୍ରବଳ ତୁଷାରପାତ । ଜମ୍ମୁ କାଶ୍ମୀରଠୁ ନେଇ ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ରକ୍ତ ଜମାଇ ଦେଲା ଭଳି ଥଣ୍ଡା ଅନୁଭୁତ ହେଉଛି । କାଶ୍ମୀରରେ ପ୍ରବଳ ବରଫପାତ ଯୋଗୁଁ ରାସ୍ତାରେ ଜମି ରହିଛି ବରଫ । ଅନେକ ଅଞ୍ଚଳକୁ ଯିବା ମଧ୍ୟ ସମ୍ଭବ ହେଉନାହିଁ। 

ଫେବ୍ରୁଆରୀ ୪ ତାରିଖ ଯାଏ ଏଭଳି ସ୍ଥିତି ଲାଗି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ତେଣୁ ୫ ରାଜ୍ୟ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ ବିହାରରେ କୋଲ୍ଡ ଡେ ଆଲର୍ଟ ଜାରି କରାଯାଇଛି । ତେବେ ବରଫ ଦେଖିବାକୁ କାଶ୍ମୀରକୁ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ଼ । ଗୁଲମାର୍ଗରେ ବରଫପାତର ମଜା ନେଉଛନ୍ତି ଲୋକେ । ଭାରତର ଏହି ଭୂସ୍ବର୍ଗକୁ ଦେଖିବାକୁ ଦେଶ ବିଦେଶରୁ ଆସୁଛନ୍ତି ପର୍ଯ୍ୟଟକ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

ରୋଡ 'ସୋ'
36m ago
20ରେ ମୋଦି କରିବେ ରୋଡ 'ସୋ'
ପୁରୀ: ୨୦ ରେ ପୁରୀ ଆସିବେ ପ୍ରଧାନମନ୍ତ୍ରୀ । ଚାଲିଛି ସୁରକ୍ଷା ବ୍ୟବସ୍ଥାକୁ ନେଇ ଘନଘନ ଯାଞ୍ଚ । ପି ଏମ ମୋଦୀଙ୍କ ଗସ୍ତକୁ ନେଇ ପରୀକ୍ଷା ମୂଳକ ଭାବରେ ପୁରୀରେ ଅବତରଣ କରିଛି ବାୟୁସେନା
BEDTIME
40m ago
ରାତିରେ ନିଦ କାହିଁକି ହୁଏନି ? ତେବେ ଶୋଇବା ପୂର୍ବରୁ କଣ କରିବା...
ଅର୍ଗସ ବ୍ୟୁରୋ : ଯେତେ ଚେଷ୍ଟା କଲେ ବି ରାତିରେ ନିଦ ହେଉନି । ଯାହା ଆଜିର ସମୟରେ ବଡ଼ ସମସ୍ୟା ଭାବେ ଛିଡା ହୋଇଚି । ବର୍ତ୍ତମାନ ଯୁଗର ଏକ ପ୍ରମୁଖ ସମସ୍ୟା ମଧ୍ୟରୁ ଅନ୍ୟତମ ଭାବେ ହୋଇଚି
EAT
56m ago
ଗ୍ରୀଷ୍ଣ ଋତୁରେ ଖାଆନ୍ତୁ ଏହିସବୁ ପରିବା, ମିଳିବ ଅନେକ ଫାଇଦା...
ଅର୍ଗସ ବ୍ୟୁରୋ: ଗ୍ରୀଷ୍ଣ ଋତୁ ଏକ ସଂଘର୍ଷପୂର୍ଣ୍ଣ ଋତୁ। ଏହି ଋତୁରେ ଶରୀରକୁ କୋଷ୍ଠକାଠିନ୍ୟ, ଗ୍ୟାସ୍, ବାନ୍ତି ଏବଂ ଅମ୍ଳତା ,ବଂ ଏସିଡିଟି ପରି ଛୋଟ ଛୋଟ ରୋ