ନିର୍ବାଚନ ବଡ଼ ଖବର : ସ୍କ୍ରୋଲ କରିବା ମାତ୍ରେ...
by Argus News
Fri, Apr 19 | 3:12 p.m.
  • ବିଜେଡି ଛାଡିପାରନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ଭୁବନେଶ୍ୱରରୁ ୫ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ପାଟ୍ଟଶାଣୀ ବିଜେପି ସହ ଆଲୋଚନାରେ ଥିବା ଚର୍ଚ୍ଚା । 
  • ଟିକଟ ନମିଳିବାରୁ ବିଜେଡି ସୁପ୍ରିମୋଙ୍କ ଉପରେ ଖୁସ ନଥିଲେ ପାଟ୍ଟଶାଣୀ । ଗତକାଲି ରାତିରେ ଦିଲ୍ଲୀ ଯାଇଥିବା ନେଇ ଚର୍ଚ୍ଚା
  • ନିର୍ବାଚନ ପୂର୍ବରୁ ବିଜୟ ପାଲ ସିଂ ତୋମାରଙ୍କ ବଡ଼ ବୟାନ । କହିଲେ, ବିଜେପିରେ ଯୋଗଦେବେ ଆଉ କିଛି ବିଜେଡିର ହେଭିୱେଟ୍‌ ନେତା
  • ଆସିପାରେ ବିଜେଡି ପ୍ରାର୍ଥୀ ତାଲିକା । ବାକିଥିବା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା ନେଇ ବଢିଲା ଚର୍ଚ୍ଚା
  • ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ରର ମହାପର୍ବ । ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ଭୋଟ୍‌ 
  • ତାମିଲନାଡ଼ୁର ବିଭିନ୍ନ ପୋଲିଂ ବୁଥ୍‌ରେ ଅଭିନେତାଙ୍କ ଭିଡ଼ । ଚେନ୍ନାଇରେ ଭୋଟ୍ ଦେଲେ ସୁପରଷ୍ଟାର  ରଜନୀକାନ୍ତ । ଭୋଟ ଦେଲେ ସାଉଥ୍ ଅଭିନେତା ଅଜିତ୍
  • ମହାରାଷ୍ଟ୍ରର ମୋଟ୍ ୪୮ ଆସନରୁ ୫ରେ ଭୋଟ୍ । ନାଗପୁରରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ରାମତେକ ଆସନରେ ମତଦାନ ଚାଲିଛି 
  • ଟିକଟ କଟିବା ପରେ କାନ୍ଦିଲେ ନିମାପଡାର ବିଧାୟକ ସମୀର ଦାସ । କହିଲେ , ୪୨ ବର୍ଷର ରାଜନୀତି ଜୀବନରେ ଲୋକଙ୍କ ପାଇଁ ବହୁତ କିଛି କରିଛି...ହେଲେ...
  • ବିଶ୍ବର ସବୁଠୁ ଛୋଟ ମହିଳାଙ୍କ ମତଦାନ । ନାଗପୁର ପୋଲିଂ ବୁଥରେ ମତଦାନ କଲେ ଜ୍ୟୋତି ଅମଗେ
  • ମହାରାଷ୍ଟ୍ର ନାଗପୁରରେ ମତଦାନ କଲେ RSS ମୁଖ୍ୟ ମୋହନ ଭାଗବତ । ଭୋଟ ଦେବା ଆମ କର୍ତ୍ତବ୍ୟ, ଆମ ଅଧିକାର ବୋଲି କହିଲେ ଭାଗବତ । ୧୦୦ ପ୍ରତିଶତ ମତଦାନ ହେବା ଆବଶ୍ୟକ ବୋଲି ପ୍ରତିକ୍ରିୟା
ଭୟାବହ ଅଗ୍ନିକାଣ୍ଡ
12m ago
ଅନ୍ନପୂର୍ଣ୍ଣା ଫାଇନାନ୍ସ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ
ବାଲେଶ୍ୱର: ରେମୁଣା ଗୋଲେଇ ସ୍ଥିତ ଅନ୍ନପୂର୍ଣ୍ଣା ଫାଇନାନ୍ସ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ । ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଏହି ଦୁର୍ଘଟଣାର
TANKA
13m ago
ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହି ୨୦୦ ଟଙ୍କା ଦିଆ ଯାଇଛି
ଅର୍ଗସ ବ୍ୟୁରୋ: ର୍ନିବାଚନ ଯେତେ ପାଖେଇ ଆସୁଛି ବର୍ତ୍ତମାନ ସେତେ ଜୋରରେ ପ୍ରଚାର ପ୍ରସାର କରାଯାଉଛି । ଆଉ ଭୋଟରଙ୍କୁ କିଣିବା ପାଇଁ ସଭାରେ ପୁଳା ପୁଳା ଟଙ୍କା ଵଣ୍ଟା ଯାଉଛି । ନବୀନଙ୍
TIGER
23m ago
ଧରାପଡିଲା ସହରୀ ବାଘ
ଅର୍ଗସ ବ୍ୟୁରୋ: ଧରାପଡିଲା ସହରୀ ବାଘ । ଏହା ଏକ କଲରା ପତରିଆ ବାଘ ବୋଲି ପ୍ରତ୍ୟକ୍ଷଦର୍ଶୀ ଙ୍କ ପକ୍ଷରୁ ସୂଚନା ମିଳିଛି । ଆଜି ସକାଳ ୬.୪୦ ମିନିଟ ସମୟରେ ସହରର ଭଞ୍ଜପୁ