ଖଜୁରୀ କେମିତି ଖାଇଲେ କେଉଁ ରୋଗରୁ ମୁକ୍ତି ପାଇପାରିଵେ... ପଢନ୍ତୁ
by Argus News
Sat, Mar 02 | 5:49 p.m.

ଅର୍ଗସ ବ୍ୟୁରୋ: ଅନେକ ରୋଗରୁ  ନିଜ ଶରୀରକୁ ରକ୍ଷା କରିଵା ପାଇଁ ପ୍ରଚୁର ପରିମାଣର ଫାଇଵରର  ଆଵଶ୍ୟକତା ରହିଛି । ଫାଇଵର କେଵଳ ହଜମ ଶକ୍ତିକୁ ଵଢାଏ ନାହିଁ ଵରଂ ଅନେକ ରୋଗରୁ ରକ୍ଷା କରିଵାରେ ସାହାଯ୍ୟ କରିଥାଏ। ଆଉ ଖଜୁରୀରେ ପ୍ରଚୁର ପରିମାଣର ଫାଇଵର ଭରପୂର ହୋଇ ରହିଛି ।

ଖଜୁରୀ କେମିତି ଖାଇଲେ କେଉଁ ରୋଗରୁ ମୁକ୍ତି ପାଇପାରିଵେ ପଢନ୍ତୁ...

ଏହି ୩ ପ୍ରକାରର ରୋଗ ପାଇଁ ଖଜୁରୀକୁ କ୍ଷୀରରେ  ଭିଜାଇ ଖାଇଲେ ଅତ୍ୟନ୍ତ ଲାଭଦାୟକ...

ଅର୍ଶ ରୋଗ ପାଇଁ ଖଜୁରୀ:-

ଯଦି ଆପଣ ଅର୍ଶ ରୋଗୀ ତେଵେ ଖଜୁରୀକୁ କ୍ଷୀରରେ  ଖାଇଵା ନିହାତି ଆଵଶ୍ୟକ । ଯେତେଵେଳେ  ଆପଣ ଏହାକୁ କ୍ଷୀରରେ ସିଜାଇ ଖାଆନ୍ତି , ଏହାର ଫଇଵରର ପରିମାଣ ଦୁଇଗୁଣ ଵଢିଯାଏ ଫଳରେ ମଳ ପରିଷ୍କାର ହେଵା ଦ୍ଵାରା କୋଷ୍ଠ କାଠିନ୍ୟରୁ ମୁକ୍ତି ମିଳିଥାଏ । ଏହି ଭଳି ଉପାୟରେ ଖଜୁରୀ ଖାଇଵା ଦ୍ଵାରା ଅର୍ଶ ରୋଗର ଲକ୍ଷ୍ୟଣ କମ୍ ହୋଇଥାଏ । 

ମୋଟାପା ରୋଗୀ ଖଜୁରୀ କେମିତି ଖାଇବେ:-

 ମୋଟାପଣ କମାଇଵା ପାଇଁ ଶରୀରରେ ଚର୍ଵିର ପରିମାଣ କମିଵା ନିହାତି ଆଵଶ୍ୟକ । ପେଟରେ ମେଟାଵୋଲିକ ହାର ଵଢିଵା ଦ୍ଵାରା  ଆପଣଙ୍କର ଖାଇଵା ହଜମ ହୋଇନଥାଏ ଏଵଂ ତା ପରେ ମୋଟାପଣ ସମସ୍ୟା ଵଢିଵାରେ ଲାଗିଥାଏ । ତେଣୁ  ମୋଟାପଣ କମାଇଵା ପାଇଁ ଆପଣ ରାତିରେ କ୍ଷୀରରେ ଖଜୁରୀ ଭିଜାଇ ସକାଳ ଖାଇଵା ଉଚିତ୍। ଏପରି ଖାଇଵା ଦ୍ଵାରା ଏହା ସ୍କ୍ରଵ୍ ଭଳି କାମ କରେ । ଶରୀରରେ ଜମା ହୋଇଥିଵା ଚର୍ଵିକୁ ହ୍ରାସ କରିଵାରେ ସାହାଯ୍ୟ କରେ ।

ଉଚ୍ଚ କୋଲେଷ୍ଟ୍ରଲ ପାଇଁ ଖଜୁରୀ :-

ଖଜୁରୀ ସେବନ କରିବା ଦ୍ୱାରା ଉଚ୍ଚ କୋଲେଷ୍ଟ୍ରୋଲ ନିୟନ୍ତ୍ରଣ ହୋଇପାରିବ । କ୍ଷୀର ସହିତ ଖଜୁରୀ ଖାଇଲେ ଧମନୀ ସୁସ୍ଥ ରହେ । ଏହା କୋଲେଷ୍ଟ୍ରଲ ହ୍ରାସ କରେ, ଧମନୀକୁ ସଫା କରେ ଏଵଂ ଭଲରେ ରକ୍ତ ସଚାଂଳନ କରାଏ । ଏହା ଵ୍ୟତୀତ ହୃଦୟକୁ ସୁସ୍ଥ ରଖିଵାରେ ମଧ୍ୟ ସହାୟକ ହୋଇଥାଏ । 
 

SAMEER DAS
50m ago
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପିରେ ସାମିଲ ହେଲେ ସମୀର ଦାଶ
ଅର୍ଗସ ବ୍ୟୁରୋ: ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସମୀର ଦାଶ। ନିମାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ ବିଜେଡି ଛାଡିଥିଲେ
STORM
ବଡ ଖବର: ମାଡି ଆସୁଛି ବାତ୍ୟା ? ?
ଅର୍ଗସ ବ୍ୟୁରୋ: ଆସୁଛି ବାତ୍ୟା। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡିଶାକୁ ବାତ୍ୟା ଭୟ। ୨୦ରୁ ୨୧ ତାରିଖ ମଧ୍ୟରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ। ବର୍ଷା ନେଇ ପାଣିପା
ELECTIONS
ଆଜି ରେଢ଼ାଖୋଲ, ପାଟଣା ଓ ଖୋର୍ଦ୍ଧାରେ ଜନସଭା କରିବେ ରାଜନାଥ ସିଂ
ଅର୍ଗସ ବ୍ୟୁରୋ: ଓଡ଼ିଶା ଗସ୍ତରେ ବିଜେପିର ତୁଙ୍ଗ ନେତା । ଆଜି ରେଢ଼ାଖୋଲ, ପାଟଣା ଓ ଖୋର୍ଦ୍ଧାରେ ଜନସଭା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରେଢାଖୋଲ ସଭାରେ ସାଙ୍ଗରେ ରହିବ