କାଲି ଏକୋଇସିଆ ହୋଇଥିଲା, ଆଜି ମା'ର ପରିଚୟ ମିଳିଲା
by Argus News
Tue, Jan 02 | 1:09 p.m.

ସମ୍ବଲପୁର: ରେଙ୍ଗାଲିରେ ବୋରୱେଲ୍ ରୁ ଶିଶୁ ଉଦ୍ଧାର ଘଟଣାରେ ମିଳିଲା ବିଜୟିନୀର ମା' ର ପରିଚୟ । ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳର । ଏବଂ ତାଙ୍କ ମାନସିକ ଅବସ୍ଥା ଠିକ୍ ନଥିବା କହିଛନ୍ତି ସମ୍ବଲପୁର ଏସପି ମୁକେଶ ଭାମୁ । ସେପଟେ ଉକ୍ତ ମହିଳା ଜଣଙ୍କ ଏସସିବିରେ ଚିକିତ୍ସାଧୀନ ଅଛନ୍ତି । ବିଜୟିନୀ ଉକ୍ତ ମହିଳାଙ୍କର ଦ୍ୱିତୀୟ କନ୍ୟା ସନ୍ତାନ ।  

ଗତକାଲି ବୁର୍ଲା ଏସଏନସିୟୁରେ ଶିଶୁ କନ୍ୟାର ଖୁବ ଧୁମଧାମ୍ ରେ ଏକୋଇସିଆ ପାଳନ ହୋଇଥିଲା । ହୋମ ଯଞ୍ଚ ସହ କେକ୍ କାଟି ଶିଶୁକନ୍ୟାର ନାମକରଣ ହୋଇଥିଲା ।  

ପର କରିଦେଲା ପରିବାର, ଆଦରି ନେଲା ଭୀମସାର

ଧିରେ ଧିରେ ଶିଶୁକନ୍ୟାର ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରୁଥିବାବେଳେ ଆଉ ଅଳ୍ପ ଦିନ ପରେ ଡିସଚାର୍ଜ କରାଯିବ । ଏହାପରେ ହିଁ ଶିଶୁକନ୍ୟାର ଭବିଷ୍ୟତକୁ ନେଇ ପ୍ରଶାସନ ନିଷ୍ପତ୍ତି ନେବ । ହେଲେ ଠିକ ଏତିକି ବେଳେ ଉଦ୍ଧାର ଶିଶୁକନ୍ୟାର ମାଆର ପରିଚୟ ମିଳିଥିବା କହିଛନ୍ତି ଏସପି । ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳର । ଏବଂ ତାଙ୍କ ମାନସିକ ଅବସ୍ଥା ଠିକ୍ ନଥିବା କହିଛନ୍ତି ଏସପି । ସେପଟେ ଉକ୍ତ ମହିଳା ଜଣଙ୍କ ଏସସିବିରେ ଚିକିତ୍ସାଧୀନ ଅଛନ୍ତି । 

 


 

ଭଣ୍ଡାରିପୋଖରୀରେ
2m ago
ଭଣ୍ଡାରିପୋଖରୀରେ ତ୍ରିମୁଖୀ ଲଢ଼େଇ: କିଏ ମାରିବ ବାଜି..... କାହାକୁ ବାଛିବେ ଭୋଟର
ଅର୍ଗସ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ରାଜନୈତିକ ବାତାବରଣ ସେତିକି ସରଗରମ ହେଉଛି । ହାତରେ ଆଉ ଦିନ କେଇଟା ବାକି ଥିବା ବେଳେ, ପ୍ରଚାରକୁ ଜୋରଦାର କରୁଛନ୍ତି ୩ ପ୍ରମୁଖ ଦଳ
TRAIN
10m ago
ଟ୍ରେନ୍ ବୁକିଂରେ ବଡ ରିହାତି
ଅର୍ଗସ ବ୍ୟୁରୋ: ଯଦି ଆପଣ ଏହି ଖରା ସମୟରେ କୌଣସି ସ୍ଥାନକୁ ଯାତ୍ରା କରିବାକୁ ଯୋଜନା କରୁଛନ୍ତି ତେବେ ପେଟିଏମ୍ ଆପଣଙ୍କୁ ଛୁଟି ଦେବାର ଦାୟିତ୍ଵ ନେଉଛି । ପେଟିଏମ୍ 'ଟ୍ରାଭେଲ
DHARMENDRA PRADHAN
13m ago
ପର ଘର ତିଅଣରେ ଅତିଥି ସତ୍କାର କରିବାରେ ମୁଖ୍ୟମନ୍ତ୍ରୀ ସିଦ୍ଧହସ୍ତ : କେନ୍ଦ୍ରମନ୍ତ୍ରୀ
ଅର୍ଗସ ବ୍ୟୁରୋ : ପର ଘର ତିଅଣରେ ଅତିଥି ସତ୍କାର କରିବାରେ ମୁଖ୍ୟମନ୍ତ୍ରୀ ସିଦ୍ଧହସ୍ତ । ନରେନ୍ଦ୍ର ମୋଦୀଙ୍କ ସରକାର ଏସଏଚଜି ଭଉଣୀଙ୍କ ପାଇଁ ବ୍ୟାଙ୍କରୁ ଋଣ ଦେବାର ବ୍ୟବସ୍ଥା କଲେ । ଗରି