ଚାକିରି ନ ଥିଲେ ପତ୍ନୀଙ୍କ ଭରଣପୋଷଣ କରିବାକୁ ଶ୍ରମିକ କାମ କରନ୍ତୁ ସ୍ବାମୀ
by Argus News
Wed, Jan 31 | 10:11 a.m.

ଅର୍ଗସ ବ୍ୟୁରୋ: ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ କହିଛି ଯେ, ସ୍ବାମୀଙ୍କର ଚାକିରିରୁ କୌଣସି ରୋଜଗାର ନ ଥିଲେ ମଧ୍ୟ ସେ ତାଙ୍କ ପତ୍ନୀଙ୍କୁ ରକ୍ଷଣାବେକ୍ଷଣ ବା ଭରଣପୋଷଣ ଯୋଗାଇବାକୁ ବାଧ୍ୟ କାରଣ ସେ ଜଣେ ଅଣକୁଶଳି ଶ୍ରମିକ ଭାବେ ପ୍ରତିଦିନ ପ୍ରାୟ ୩୦୦-୪୦୦ଟଙ୍କା ରୋଜଗାର କରିପାରିବେ। ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚର ଝଷ୍ଟିସ ରେନୁ ଅଗ୍ରଓ୍ବାଲ ଫ୍ୟାମିଲି କୋର୍ଟଙ୍କ ସେହି ଆଦେଶ ବିରୋଧରେ ବ୍ୟକ୍ତିଙ୍କ ସଂଶୋଧନ ଆବେଦନକୁ ଖାରଜ କରି ତାଙ୍କ ପତ୍ନୀଙ୍କୁ ଭରଣପୋଷଣ ପାଇଁ ମାସିକ ୨୦୦୦ ଟଙ୍କା ଦେବାକୁ କହିଥିଲେ।

ପତ୍ନୀଙ୍କ ସପକ୍ଷରେ ଦିଆଯାଇଥିବା ଭରଣପୋଷଣ ଆଦେଶ ପୁନରୁଦ୍ଧାର ପାଇଁ ସ୍ବାମୀଙ୍କ ବିରୋଧରେ ସମସ୍ତ ପ୍ରକାର ଉପାୟ ଆପଣେିବାକୁ ଜଷ୍ଟିସ ଅଗ୍ରଓ୍ବାଲ ନିର୍ଦ୍ଦେଶ ଦେଇଛନ୍ତି। ଫ୍ୟାମିଲି କୋର୍ଟଭ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସ୍ବାମୀ ହାଇକୋର୍ଟରେ ପହଞ୍ଚିଥିଲେ। ଯେଉଁଥିରେ ଦଣ୍ଡ ପ୍ରକ୍ରିୟା ଧାରା ୧୨୫ ଅନୁଯାୟୀ ପତ୍ନୀଙ୍କୁ ୨୦୦୦ଟଙ୍କା ଦେବାପାଇଁ ପରିବାର କୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ସ୍ବାମୀ ହାଇକୋର୍ଟରେ ଏକ ସଂଶୋଧନ ଆବେଦନ କରିଥିଲେ। 

ଅଧିକ ପଢ଼ନ୍ତୁ ଭାରତ ଖବର 

VOTE
12m ago
ଖୋଲିଲା ଇଭିଏମ
ଅର୍ଗସ ବ୍ୟୁରୋ: ଖୋଲିଲା ଇଭିଏମ । ଆସିବ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ । ମହାରାଷ୍ଟ୍ରର ୨୮୮ ଆସନ ଭୋଟ୍ ଗ୍ରହଣ ହୋଇଥିଲା । ଦୁଇ ମେଣ୍ଟ
ବିବାଦ
47m ago
ଯାଜପୁର ବିରଜା ଅଗ୍ନିଶ୍ବର ହାଟ ବିବାଦ
ଅର୍ଗସ ବ୍ୟୁରୋ: ଯାଜପୁର ବିରଜା ଅଗ୍ନିଶ୍ବର ହାଟ ବିବାଦ । ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରସାଦ ଦାସ ଅଟକ। ବବିଙ୍କ ଭାଇ ଭବ ପ୍ରସାଦ ଦାସ ଓରଫ ଲଲଙ୍କ ନାଁରେ ଯାଜପୁର ଥାନାର
ମହତାବ
ମହତାବଙ୍କ 125ତମ ଜୟନ୍ତୀର ଆଜି ତୃତୀୟ ଦିନ
ଅର୍ଗସ ବ୍ୟୁରୋ: ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ 125ତମ ଜୟନ୍ତୀର ଆଜି ତୃତୀୟ ଦିନ । ଜାତୀୟ ସ୍ତରରେ ପାଳନ ହେଲା ଉତ୍କଳକେଶରୀଙ୍କ ଜୟନ୍ତୀ । ଦ୍ବିତୀୟ ଦିନରେ ହରେକୃଷ୍
ଓଡ଼ିଶା ପର୍ବର
ଦିଲ୍ଲୀରେ ଓଡ଼ିଶା ପର୍ବର ଚମକ୍
ଅର୍ଗସ ବ୍ୟୁରୋ: ରାଷ୍ଟ୍ରୀୟ ରାଜଧାନୀରେ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଭବ୍ୟ ଝଲକ୍ । 24 ନଭେମ୍ବର ଯାଏ ଦିଲ୍ଲୀରେ ଓଡ଼ିଶା ପର୍ବ ୨୦୨୪ ର ଚମକ୍ । ପ୍ରଥମ ଥର ପାଇଁ ମହାମହି
ଧନୁଯାତ୍ରା
ବଦଳିବେ ଧନୁଯାତ୍ରାର କଂସ
ଅର୍ଗସ ବ୍ୟୁରୋ: ବଦଳିବେ ଧନୁଯାତ୍ରାର କଂସ । ଗତବର୍ଷ କଂସ ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇ ଲାଞ୍ଚ କରବାରରେ ମହାପ୍ରୟାଣ ଗାଡିର ଡ୍ରାଇଭର ଚାକିରିରୁ ବହିସ୍କୃ