En
ଓ
Latest
Trending
Channel Number
ଚୁଟକିରେ ପଢନ୍ତୁ ଏଇ ମୁହୂର୍ତ୍ତର ଖବର...
by Argus News
Fri, Jul 12 | 6:20 p.m.
ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା...୧୨ ହଜାରରୁ ଅଧିକ ଲୋକ ଅନଲାଇନରେ ମତାମତ ଦେଇଛନ୍ତି...ପୂର୍ବ ବର୍ଷ ତୁଳନାରେ ଏହା ୬ ଗୁଣା ଅଧିକ
ଲୋକଙ୍କ ଆଶା ପ୍ରତିଫଳିତ କରିବାକୁ ଉଦ୍ୟମ ଜାରି ରହିବ...ଆଜିର ବୈଠକରେ ୨୬ଟି ମୂଲ୍ୟବାନ ପ୍ରସ୍ତାବ ପାଇଛୁ...ବିଭାଗ ତରଫରୁ ମୂଲ୍ୟବାନ ପ୍ରସ୍ତାବ ଲିପିବଦ୍ଧ କରାଯାଇଛି...ଏସବୁ ପ୍ରସ୍ତାବ ବଜେଟରେ ପ୍ରତିଫଳିତ କରିବାକୁ ଚେଷ୍ଟା କରିବୁ କହିଲେ ମୁଖ୍ୟମନ୍ତ୍ରୀ
ନବନିଯୁକ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ କଡା ଚେତାବନୀ...ରଥ ଉପରେ ମୋବାଇଲ ମନା...ବିଶୃଙ୍ଖଳିତ ଆଚରଣ କଲେ କଡା କାର୍ଯ୍ୟାନୁଷ୍ଠାନ
ଆଜି କିମ୍ବା ଆସନ୍ତା କାଲି ସ୍ପଷ୍ଟ ହେବ ରତ୍ନ ଭଣ୍ଡାର ଏସଓପି । ସରକାର ଏହା ଉପରେ ଖୁବ୍ ଶୀଘ୍ର ନିଷ୍ପତ୍ତି ରାଜ୍ୟବାସୀଙ୍କ ଆଗରେ ରଖିବାକୁ ଯାଉଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ଆଜ୍ଞାମାଳ ବିଜେ ପରେ ତିନି ରଥର ଦକ୍ଷିଣ ମୋଡ...ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ, ପରେ ବଡଠାକୁରଙ୍କ ତାଳଧ୍ୱଜ ରଥ ଓ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆସି ନାକଚଣା ଦ୍ୱାର ସମ୍ମୁଖରେ ପହଞ୍ଚିଲା
ଫୁଟବଲ ଆସୋସିଏସନ ଅଫ୍ ଓଡ଼ିଶାର ସଭାପତି ହେଲେ ସମୀର ଦେ...ନିର୍ବାଚନ ପୂର୍ବରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ସମୀର ଦେ...ସେହିପରି ସମ୍ପାଦକ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ଆଶୀର୍ବାଦ ବେହେରା
ବିଜେଡି ପରାଜୟକୁ ନେଇ ନୃସିଂହ ସାହୁଙ୍କ ବିସ୍ଫୋରକ ବୟାନ...ବିଜେଡି ହିଁ ବିଜେଡିକୁ ହରାଇଛି କହିଲେ ବରିଷ୍ଠ ନେତା ନୃସିଂହ ସାହୁ...ବିଭିନ୍ନ ଜାଗାରେ ମୂଷା ରହିଥିଲେ, ସେଥିପାଇଁ ହାରିଲୁ ବୋଲି ରଖିଲେ ପ୍ରତିକ୍ରିୟା
୫୦ ହଜାର ଟଙ୍କା ଲାଞ୍ଚନେବା ସମୟରେ ମାଡି ବସିଲା ଭିଜିଲାନ୍ସ...ବଲାଙ୍ଗୀର ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ, ବଲାଙ୍ଗିର ସିଲିକନ୍ ଭ୍ୟାଲିରେ ଥିବା ଭଡାଘରେ ଓ ପୈତୃକ ଗାଁ ବ୍ରହ୍ମପୁରେ ଭିଜିଲାନସ ଟିମର ଚଢାଉ
ରାଜ୍ୟରେ ଏଯାବତ୍ ମୋଟ ୫୧୬ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି...ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ସୂଚନା...ଗତବର୍ଷ ଏଯାବତ୍ ୨୭୮ ଡେଙ୍ଗୁ ରୋଗୀ ହୋଇଥିଲେ ଚିହ୍ନଟ
୧୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା...୧୯ ତାରିଖ ଯାଏଁ ବିଜୁଳି, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା...କାଲି ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଠିଂ ଜାରି କଲା ପାଣିପାଗ କେନ୍ଦ୍ର
ଇ -କେୱାସି
ଇ -କେୱାସି ପରେ ଧରା ପଡିଲା ଚାଉଳ ଲୁଟର ସତ
ଅର୍ଗସ ବ୍ୟୁରୋ:ବିଜେଡି ଲୁଚାଇଥିଲା ବିଜେପି ଖୋଲିଦେଲା, ଇ -କେୱାସି ପରେ ଧରା ପଡିଛି ଚାଉଳ ଲୁଟର ସତ। ମାଗଣା ଚାଉଳ ନେଉଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ଇ -କେୱାସି ହୋଇଛି ବ
ବିଜେଡି ଗୁମର
ନବୀନ ନାଁକୁ ଥିଲେ ମୁଖିଆ,ଦଳଠୁ ସରକାର ସବୁଠି ଚାଲୁଥିଲା ପାଣ୍ଡିଆନଙ୍କ ହୁକୁମ୍
ଅର୍ଗସ ବ୍ୟୁରୋ:ଦଳରୁ ଇସ୍ତଫା ପରେ ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଖୋଲିଦେଇଛନ୍ତି ବିଜେଡି ଗୁମର। ନବୀନ ନୁହନ୍ତି, କୁଟ୍ଟେ ଓ ଆଶିଷ ସିଂ ବୁଝୁଥିଲେ ବିଜେଡିର ଆଭ୍ୟନ୍ତରୀଣ ବ୍ୟାପାର। କେବ
ମହିଳା ନିର୍ଯ୍ୟାତନା
ମହିଳା ନିର୍ଯ୍ୟାତନା କ୍ଷେତ୍ରରେ ବିଜେପି ସରକାରଙ୍କ ଶୂନ୍ୟ ସହନଶୀଳତା
ଅର୍ଗସ ବ୍ୟୁରୋ: କେନ୍ଦ୍ରାପଡା ଡେରାବିଶ ବ୍ଲକ ସମନ୍ଵିତ ମହିଳା ଶିଶୁ ବିକାଶ କାର୍ଯ୍ୟାଳୟର ମହିଳା କର୍ମଚାରିଙ୍କୁ ନିର୍ଯ୍ୟାତନା ଅଭିଯୋଗର ଆରମ୍ଭ ହୋଇଛି ତଦନ୍ତ। ଜିଲା ସମାଜ ମଙ୍ଗଳ ଅଧିକାର