ଆଜିଠୁ ପେଟ୍ରୋଲର ନୂଆ ଦର , ଜାଣନ୍ତୁ କେଉଁ ସହରରେ କେତେ ?
by Argus News
Thu, Mar 28 | 2:28 p.m.

ଦିଲ୍ଲୀରେ  ପେଟ୍ରୋଲ ଦର ୯୪.୭୬ ଟଙ୍କା ଏବଂ ଡିଜେଲ  ଦର ୮୭.୬୬ ଟଙ୍କା ପ୍ରତି ଲିଟର ପ୍ରତି।
 ମୁମ୍ବାଇରେ ପେଟ୍ରୋଲ  ଦର ୧୦୪.୧୯ ଟଙ୍କା  ଏବଂ ଡିଜେଲ ୯୨.୧୩ ଟଙ୍କା ପ୍ରତି ଲିଟର ପିଛା
 କୋଲକାତାରେ ପେଟ୍ରୋଲ ଦର ୧୦୩.୯୩ ଟଙ୍କା ଏବଂ ଡିଜେଲ  ୯୦.୭୪ ଟଙ୍କା ପ୍ରତି ଲିଟର ପିଛା ବୃଦ୍ଧି ପାଇଛି। 

ନୂଆଦିଲ୍ଲୀ: ଜାରି ହୋଇଛି ପେଟ୍ରୋଲ ଏବଂ ଡିଜେଲର  ନୂଆ ଦର। ଟାଙ୍କି ଫୁଲ ହେବା ପୂର୍ବରୁ  ଜାଣି ରଖନ୍ତୁ  ଏହି ନୂଆ   ଦର ବିଷୟରେ ।  ଆଜିଠୁ  ଅର୍ଥାତ ୨୮ରୁ ଲାଗୁ  ହୋଇଛି ନୂଆ ଦର।  ଦେଶରେ ପ୍ରତ୍ୟେକ ଦିନ  ସକାଳ ୬ଟାରୁ ପେଟ୍ରୋଲ-ଡିଜେଲ ର ତାଜା ରେଟ୍‌ ଜାରି କରାଯାଇଥାଏ। ଆଜି ସକାଳୁ ମଧ୍ୟ ତାଜା ଦର ଅପଡେଟ୍‌ ହୋଇସାରିଛି। 
 

ମହାନଗରରେ ପେଟ୍ରୋଲ- ଡିଜେଲ ଦର
 ଦିଲ୍ଲୀରେ  ପେଟ୍ରୋଲ ଦର ୯୪.୭୬ ଟଙ୍କା ଏବଂ ଡିଜେଲ  ଦର ୮୭.୬୬ ଟଙ୍କା ପ୍ରତି ଲିଟର ପ୍ରତି। ସେହିପରି  ମୁମ୍ବାଇରେ ପେଟ୍ରୋଲ  ଦର ୧୦୪.୧୯ ଟଙ୍କା  ଏବଂ ଡିଜେଲ ୯୨.୧୩ ଟଙ୍କା ପ୍ରତି ଲିଟର ପିଛା।  କୋଲକାତାରେ ମଧ୍ୟ ପେଟ୍ରୋଲ ଦର ୧୦୩.୯୩ ଟଙ୍କା ଏବଂ ଡିଜେଲ  ୯୦.୭୪ ଟଙ୍କା ପ୍ରତି ଲିଟର ପିଛା ବୃଦ୍ଧି ପାଇଛି। ସେହିପରି ଚେନ୍ନାଇରେ ପେଟ୍ରୋଲ ଦର ୧୦୦.୭୩ ଟଙ୍କା  ଏବଂ ଡିଜେଲ  ୯୨.୩୨ ଟଙ୍କା ଲିଟର ପିଛା । 
 

ଅନ୍ୟ ସହରର ପେଟ୍ରୋଲ-ଡିଜେଲର ଦର
ନୋଏଡାରେ ପେଟ୍ରୋଲ ୯୪.୮୧ ଟଙ୍କା  ଏବଂ ଡିଜେଲ   ୮୭.୯୪ ଟଙ୍କା  ପ୍ରତି ଲିଟର ପିଛା । ସେହିପରି   ଗୁରୁଗ୍ରାମରେ  ପେଟ୍ରୋଲ ୯୫.୧୮  ଟଙ୍କା ପ୍ରତି ଲିଟର ଏବଂ  ଡିଜେଲ  ୮୮.୦୩ ଟଙ୍କା ପ୍ରତି ଲିଟର ରହିଛି।  ବାଙ୍ଗାଲୁରୁରେ  ପେଟ୍ରୋଲ ୯୯.୮୨ ଟଙ୍କା  ପ୍ରତି ଲିଟର ଏବଂ ଡିଜେଲ ୮୫.୯୨ ଟଙ୍କା ପ୍ରତି ଲିଟର ରହିଛି।  ସେହିପରି ଚଢିଗଡରେ  ପେଟ୍ରୋଲ ୧୦୭.୩୯ ଟଙ୍କା ପ୍ରତି ଲିଟର ଏବଂ ଡିଜେଲ ୯୦.୩୪ ଟଙ୍କା ପ୍ରତି ଲିଟର ପିଛା ରହିଛି। 

ଅଧିକ ପଢନ୍ତୁ  ଭାରତ ଖବର 

ଗ୍ରାମବାସୀ
15m ago
ରାସ୍ତା ପାଇଁ ରାସ୍ତାରୋକ କଲେ ୨ଟି ଗାଁର ଗ୍ରାମବାସୀ
କେନ୍ଦୁଝର: ରାସ୍ତା ପାଇଁ ରାସ୍ତାରୋକ କଲେ ୨ଟି ଗାଁର ଗ୍ରାମବାସୀ । ଆନନ୍ଦପୁର ଭଦ୍ରକ ରାସ୍ତାକୁ ହାଟଡ଼ିହି ନିକଟରେ ରାସ୍ତା ଅବରୋଧ କରିଛନ୍ତି ଏଲକଣା ଓ ବର୍ଦ୍ଧନପୁର ଗ୍ରାମବାସୀ । ଗାଁକ
ଭବାନୀପାଟଣାରେ
19m ago
ଭବାନୀପାଟଣାରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ଦିନିକିଆ ଗସ୍ତରେ ପ୍ରଥମେ ଭବାନୀପାଟଣା ଏବଂ ତା’ ପରେ ରାୟଗଡ଼ାରେ ବିଜେପି ପାଇଁ ନିର୍ବାଚନୀ ପ୍ରଚା
`ମୋ କଥାରେ
22m ago
`ମୋ କଥାରେ ହଁରେ ହଁ ମିଳାଅ ନଚେତ ଦାନାପାଣି ବନ୍ଦ କରିଦେବି'
ଅର୍ଗସ ବ୍ୟୁରୋ: ନିର୍ବାଚନ ଯେତିକି ପାଖଉଛି ଶାସକ ଦଳଙ୍କ ନିର୍ଯାତନା ଲୋକଙ୍କ ପ୍ରତି ସେତେ ବଢ଼ି ବଢ଼ି ଚାଲିଛି। ଭୋଟ ହାତେଇବାକୁ କିଛି ବି କରିବାକୁ ପଛାଉ ନାହାନ୍ତି। ଏଭଳି ଏକ ଘଟଣା ଦେଖିବାକ