ବୁନ୍ଦେ ବୁନ୍ଦେ ପାଣି ପାଇଁ ଡହଳବିକଳ, ପାଣି ନଷ୍ଟ କଲେ ୫ହଜାର ଫାଇନ
by Argus News
Wed, Mar 06 | 4:22 p.m.

ନୂଆଦିଲ୍ଲୀ:  ଗ୍ରୀଷ୍ମ ଋତୁ ଆରମ୍ଭ ହେଉ ହେଉ କର୍ଣ୍ଣାଟକର  ହାଇଟେକ ସହର  ବେଙ୍ଗାଲୁରରେ ଜଳସଙ୍କଟ ଉତ୍କଟ ରୂପ ଧାରଣ କଲାଣି। ଲକ୍ଷ ଲକ୍ଷ ଲୋକ  ବୁନ୍ଦେ ବୁନ୍ଦେ ପାଣି ପାଇଁ ସଙ୍ଘର୍ଷ କରୁଛନ୍ତି।  ପରିସ୍ଥିତି ଏପରି ହୋଇଛି ଯେମିତି  ଲାଗୁଛି ଆଗକୁ ଆହୁରି ସାଙ୍ଘାତିକ  ହେବ। ସୋସାଇଟ ଏବଂ କଲୋନିରେ  ପାଣିର ଘୋର ସମସ୍ୟା ।

ଏହାକୁ ମଧ୍ୟନଜରେ ରଖି  ଟ୍ୟାଙ୍କରରେ ପାଣି ମଗା ଯାଇଛି।  ତଥାପି ଟ୍ୟାଙ୍କର ପାଣି ଆବଶ୍ୟକତା ମେଣ୍ଟାଇପାରୁନି। ମୁଖ୍ୟମନ୍ତ୍ରୀ  ନୀବାସରୁ  ମଧ୍ୟ ପାଣି ଟାଙ୍କି ଯିବା  ଆସିବା କରିବାର ଦେଖାଯାଉଛି।  ବେଙ୍ଗଲୁରର ଏକ ହାଉସିଙ୍ଗ ସୋସାଇଟିରେ  ଗମ୍ଭୀର ହେଉଥିବା ଜଳସଙ୍କଟକୁ ଦୃଷ୍ଟିରେ ରଖି ଯେଉଁମାନେ ପାଣି ନଷ୍ଟ କରୁଛନ୍ତି ସେମାନଙ୍କ ଉପରେ ୫୦୦୦ ଟଙ୍କା ଜରିମାନା ଲଗାଯିବାର ନୋଟିସ୍‌ ଜାରି କରାଯାଇଛି। 
ଅଧିକ ପଢନ୍ତୁ ଭାରତ ଖବର 

ଆଣ୍ଡାମାନ ଛୁଇଁଲା
13m ago
ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
ଅର୍ଗସ ବ୍ୟୁରୋ: ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ନିକୋବର, ଦକ୍ଷିଣ-ଆଣ୍ଡାମାନ ସାଗର ଦ୍ୱୀପ ଛୁଇଁଲା ମୌସୁମୀ । ସେହିପରି ଜୁନ ୧୫ ବେଳକୁ ମୌସୁମୀ ଓଡିଶା ଛୁଇଁବାର ସମ୍ଭାବନ
ବାତ୍ୟା ନେଇ କୌଣସି
16m ago
ବାତ୍ୟା ନେଇ କୌଣସି ଆକଳନ କରାଯାଇ ନାହିଁ
ଅର୍ଗସ ବ୍ୟୁରୋ: ବାତ୍ୟା ନେଇ କୌଣସି ଆକଳନ କରାଯାଇ ନଥିବା ନେଇ ପାଣିପାଗ ବିଭାଗର ସୂଚନା । ମାତ୍ର ଆଗାମୀ 22 ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟ
TWITTER
25m ago
ସୋସିଆଲ୍ ମିଡିଆ X 'ପ୍ଲାଟଫର୍ମ ବଦଳି ଯାଇଛି
ଅର୍ଗସ ବ୍ୟୁରୋ: ପୂର୍ବରୁ ଟ୍ୱିଟର ଡଟ୍ କମ୍ ମାରୁଥିଲେ ଖୋଲୁଥିଲା କିନ୍ତୁ ବର୍ତ୍ତମାନ ଏହା ସ୍ୱୟଂଚାଳିତ ଭାବରେ x.com ହୋଇଯାଇଛି। ଏହିପରି ୨୦୨୨ରେ ଏଲୋନ୍ ମସ୍କ ଦ୍ୱାରା କିଣାଯାଇଥିବ