ଆଜି ୧୯ ବର୍ଷରୁ କମ୍ ବିଶ୍ବକପ ଫାଇନାଲ ମ୍ୟାଚ୍
by Argus News
Sun, Feb 11 | 6:41 a.m.

ଅର୍ଗସ ବ୍ୟୁରୋ : ଆଜି ୧୯ ବର୍ଷରୁ କମ୍ ବିଶ୍ବକପର ଫାଇନାଲ ମ୍ୟାଚ୍ । ଆଉ ଏହି ମ୍ୟାଚରେ ଦିନିକିଆ ବିଶ୍ବକପରେ ସିନିୟରଙ୍କ ହାରର ବଦଲା ନେବାକୁ ତୟାର୍ ଟିମ୍ ଇଣ୍ଡିଆ । ସାମ୍ନାରେ ପ୍ରତିଦ୍ବନ୍ଦୀ ଅଷ୍ଟ୍ରେଲିଆ ରହିଥିବାରୁ ଇତିହାସର ବାଜି ପଲଟାଇବାକୁ ଜୋରଦାର କସରତ କରିବେ ଭାରତୀୟ ଦଳ । 

ଅଧିକ ପଢନ୍ତୁ ଖେଳ ଖବର

କିଛି ମାସ ତଳେ ଦିନିକିଆ ବିଶ୍ବକପରେ ଗୋଟିଏ ବି ମ୍ୟାଚ ହାରିନଥିବା ଭାରତଠୁ ଫାଇନାଲ ଛଡ଼ାଇ ନେଇଥିଲା ଅଷ୍ଟ୍ରେଲିଆ ଦଳ । ସିନିୟରଙ୍କ ହାରର ବଦଲା ନେବାର ଜୁନିୟରଙ୍କ ପାଖରେ ରହିଛି ଆଜି ସୁବର୍ଣ୍ଣ ସୁଯୋଗ । ଆଉ ଏ ସୁଯୋଗର ଭରପୁର ଫାଇଦା ଉଠାଇବ ଟିମ୍ ଇଣ୍ଡିଆ । ଅପରାହ୍ଣ ୧ଟା ୩୦ରେ ଆରମ୍ଭ ହେବ ଖେଳ ।

ବର୍ଷା
୨୪ ଘଣ୍ଟା ମଧ୍ୟରେ ଟୁଇନ୍ ସିଟିରେ ବର୍ଷା ସମ୍ଭାବନା
ଅର୍ଗସ ବ୍ୟୁରୋ : ଆଗାମୀ 4 ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। 24 ଘଣ୍ଟା ମଧ୍ୟରେ ଟୁଇନ୍ ସିଟିରେ ବର୍ଷା ସମ୍ଭାବନା ରହିଛି । ୩୭ ଡିଗ୍ରୀ ଭିତରେ ରହିପାରେ ଭୁବନେଶ୍ବର
ଟର୍ଣ୍ଣିଂ ପଏଣ୍ଟ
ଭୁବନେଶ୍ୱରରେ ରୋଡ ସୋ' ପରେ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ
ଅର୍ଗସ ବ୍ୟୁରୋ: ଓଡିଶାରେ ବଡ ଟର୍ଣ୍ଣିଂ ପଏଣ୍ଟ ଆସୁଛି । ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ପରେ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତ
ROAD SHOW
ମୋଦିଙ୍କ ରୋଡ ସୋ'ରେ ବିପୁଳ ସମର୍ଥନ
ଭୁବନେଶ୍ୱର: ସରିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶାଳ ରୋଡ ସୋ । ହାତ ହଲାଇ ପଦ୍ମ ଫୁଲ ଦେଖାଇଲେ, ଲୋକଙ୍କ ଆଶୀର୍ବାଦ ମାଗିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଝଲକ ପାଇ