ଜାପାନର ବୁଲେଟ୍ ଟ୍ରେନ୍ କୁ ଟକ୍କର ଦେବ ଇଣ୍ଡିଆ ମେଡ୍ ବୁଲେଟ୍ ଟ୍ରେନ୍
by Argus News
Mon, Dec 02 | 5:16 p.m.

ଅର୍ଗସ ବ୍ୟୁରୋ: ଭାରତୀୟ ରେଳବାଇର ବଡ ଉପଲବ୍ଧି । ପ୍ରସ୍ତୁତ ହେଉଛି ସ୍ବଦେଶୀ ଜ୍ଞାନ କୈାଶଳରେ ନିର୍ମିତ ହାଇସ୍ପିଡ୍ ଟ୍ରେନ୍ । ରେଲୱେର ମେକ୍ ଇନ୍ ଇଣ୍ଡିଆ ଟେକନିକ୍ ରେ ନିର୍ମିତ ଏହି ଟ୍ରେନ ଘଣ୍ଟା ପ୍ରତି ୨୮୦ କି.ମି ବେଗରେ ଚାଲିବ । ଜାପାନର ବୁଲେଟ୍ ଟ୍ରେନ୍ କୁ ଟକ୍କର ଦେବ ଏହି ଇଣ୍ଡିଆ ମେଡ୍ ବୁଲେଟ୍ ଟ୍ରେନ୍ । 

ଏହି ହାଇ ସ୍ପିଡ୍ ଟ୍ରେନ୍ ସେଟ୍ ଗୁଡିକ  BEML ସହଯୋଗରେ କୋଚ୍ ଫ୍ୟାକ୍ଟ୍ରି ଆଇସିଏଫ୍ ରେ ଡିଜାଇନ୍ ଏବଂ ଉତ୍ପାଦିତ ହେଉଛି । ବୁଲେଟ୍ ଟ୍ରେନ୍ ପ୍ରକଳ୍ପରେ ବିଳମ୍ବ ଏବଂ ଜାପାନ ସହିତ ଭାରତର ରାଜନୈତିକ ସମ୍ପର୍କ ପୂର୍ବ ଭଳି ନଥିବାରୁ ଭାରତୀୟ ରେଳ ନିଜେ ଏହି ଟ୍ରେନ୍ ନିର୍ମାଣର ଆରମ୍ଭ କରିଛି । ବନ୍ଦେ ଭାରତ ଟ୍ରେନର ସଫଳତା ପରେ ଭାରତୀୟ ରେଳବାଇ ହାଇ ସ୍ପିଡ୍ ଟ୍ରେନ୍ ସେଟ୍ ଡିଜାଇନ୍ ଏବଂ ଉତ୍ପାଦନ ଆରମ୍ଭ କରିଛି ।
 

ମାଟି ତଳୁ ମିଳିଲା
2m ago
ମାଟି ତଳୁ ମିଳିଲା ପୁଳା ପୁଳା ଟଙ୍କା
କୋରାପୁଟ: ମାଟି ତଳୁ ମିଳିଲା ପୁଳା ପୁଳା ଟଙ୍କା । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ବୋରିଗି ପଂଚାୟତର କେଲୁବାଡ଼ି ଗ୍ରାମରେ । ଯାହାକୁ ନେଇ ସ୍ଥାନୀ
ବିରଜା ହାଟ
48m ago
ବବିଙ୍କ ପରିବାରର ଅହଂକାର ଯୋଗୁଁ ବଳି ପଡ଼ିଲେ ବ୍ୟବସାୟୀ
ଅର୍ଗସ ବ୍ୟୁରୋ: ଉନବିଂଶ ଶତାବ୍ଦୀରୁ ମା ବିରଜାଙ୍କ ମନ୍ଦିର ନିକଟରେ ବସି ଆସୁଥିଲା ବିରଜା ହାଟ। ଶହ ଶହ ଚାଷୀ ଓ ବ୍ୟବସାୟୀଙ୍କର ପରିବାର ପୋଷଣର ଏହା ଥିଲା ମାଧ୍ୟମ କିନ୍ତୁ ଯାଜପୁରର ଗୋଟି
ଓଡ଼ିଶାରୁ ହେଲା
54m ago
ଓଡ଼ିଶାରୁ ହେଲା ଦେଶ ସୁରକ୍ଷାର ରୋଡମ୍ୟାପ୍ ପ୍ରସ୍ତୁତି
ଅର୍ଗସ ବ୍ୟୁରୋ: ସ୍ମାର୍ଟ ହୁଅ । ଟେକନୋଲୋଜି ବ୍ୟବହାରରେ ପାରଙ୍ଗମ ହୁଅ। ତିନିଦିନିଆ ଡିଜି ସମ୍ମିଳନୀରେ ସବୁ ରାଜ୍ୟର ଶୀର୍ଷ ପୋଲିସ ପଦାଧୀକାରୀଙ୍କୁ କିଛି ଏଭଳି ଟିପ୍ସ ଦେଇଛନ୍ତ
ଆଳୁ ଝଡ଼
56m ago
କଳାବଜାର ଆଶଙ୍କାରେ ଯୋଗାଣ ବିଭାଗର ଚଢାଉ
ଅର୍ଗସ ବ୍ୟୁରୋ: ଆଳୁକୁ ନେଇ ଅଗଷ୍ଟରେ ଅମାନିଆ ହୋଇଥିଲେ ଦିଦି । ଏବେ ପୁଣି ଆଳୁ ଗାଡି ନ ଛାଡିବାକୁ ଜିଦ । ବଙ୍ଗରେ ପଛେ ବ୍ୟବସାୟୀ କ୍ଷତି ସହନ୍ତୁ ହେଲେ ଓଡିଶାକୁ କିନ୍ତୁ ଆସିବନ
ପୁଷ୍ପା-୨’ ରିଲିଜ
ପୁଷ୍ପା-୨’ ରିଲିଜ ପୂର୍ବରୁ ଓପ୍‌ନିଙ୍ଗ ଡେ’ରେ ରୋଜଗାର କଲା ୩୦ କୋଟି
ଅର୍ଗସ ବ୍ୟୁରୋ: ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଯୋଡ଼ି ପୁଣିଥରେ ଧମାଲ କରିବାକୁ ଯାଉଛି। ପୁଷ୍ପା-୨ ରିଲିଜ ହେବାକୁ ସଂପୂର୍ଣ୍ଣ ପ୍ରସ୍ତୁତି ସରିଛି । ଏହି ଫିଲ୍ମ ୫ ଡିସେମ୍ବରର